"ନାଗାବଳୀ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୮୩ କ ଧାଡ଼ି:
'''ନାଗାବଳୀ ନଦୀ''' ଦକ୍ଷିଣ ଓଡିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।
== ଉତ୍ପତ୍ତି ==
[[କଳାହାଣ୍ଡି ଜିଲ୍ଲା]]ର [[ଲାଖବାହାଲ]] ନିକଟସ୍ଥ ଏକ ପାହାଡରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି [[ରାୟଗଡ଼ା ଜିଲ୍ଲା]], [[କୋରାପୁଟ ଜିଲ୍ଲା]] ଓ [[କଳାହାଣ୍ଡି ଜିଲ୍ଲା]] ରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ [[ବଙ୍ଗୋପସାଗର]]ରେ ପଡ଼ିଅଛି । ଏହି ନଦୀର କୂଳରେ [[ରାୟଗଡ଼ା]] ସହର ଅବସ୍ଥିତ ।<ref name=Googlebooks>{{cite book|last=Thakur|first=Anil Kumar|title=Interlinking of Rivers in India: Costs and Benefits|publisher=Deep and Deep Publications|pages=315 & 316|url=https://books.google.co.in/books?id=Lw0ymDceK_oC&pg=PA316&lpg=PA316&dq=Jhanjabati+river,+Rayagada+district&source=bl&ots=LKXBZTpyyg&sig=a-Z8F2dFSYUDzRcTADKDfzyDWhU&hl=en&sa=X&ved=0CBwQ6AEwADgKahUKEwi91_T5v4nGAhWBK6YKHfawAOE#v=onepage&q=Jhanjabati%20river%2C%20Rayagada%20district&f=false}}</ref> ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ।<ref name="India Mapped">{{cite web|title=Nagavali River|url=http://www.indiamapped.com/rivers-in-india/nagavali-river/|accessdate=13 June 2015}}</ref> ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ [[ରାୟଗଡ଼ା]] ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି ।<ref name=Indianetzone>{{cite web|title=Nagavali River|url=http://www.indianetzone.com/70/nagavali_river.htm|accessdate=13 June 2015}}</ref> ଆନ୍ଧ୍ର ପ୍ରଦେଶରେ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଚ ବର୍ତ୍ତମାନ ବ୍ୟବହୃତ ଜଳ ତା ଠାରୁ କମ୍ । <ref>[http://www.dowrorissa.gov.in/SWPlan2004/ANNEXURES/ANX-C.pdf]</ref>
 
== ନାମକରଣ ==