"ଏୟାର ଇଣ୍ଡିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୬ କ ଧାଡ଼ି:
[[ଫାଇଲ:Air India Boeing 777-200LR Lofting-2.jpg|250px|left|ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭]]
 
''ଏୟାର ଇଣ୍ଡିଆ''' (Air India), [[ଭାରତ]]ର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ଵାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି [[ଇଣ୍ଡିଆନ ଏୟାରଲାଇନ୍ସ]]। ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ '''ଟାଟା ଏୟାରଲାଇନ୍ସ''' ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।<ref>http://www.airindia.in/SBCMS/Webpages/JRD.aspx?MID=196</ref> <ref>http://www.flightglobal.com/pdfarchive/view/1939/1939%20-%201264.html</ref>ଏହାର କର୍ପୋରେଟ କାର୍ଯୟାଳୟ ଦକ୍ଷିଣ [[ମୁମ୍ବାଇ|ବମ୍ବେ]]ର [[ନରିମାନ ପଇଣ୍ଟ]]ରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ [[ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର]]ରେ ରହିଥିବା ବେଳେ ଅନ୍ୟଟି [[ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲ]]ରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର [[ଏସିଆ]], [[ୟୁରୋପ]] ଓ ଉତ୍ତର [[ଆମେରିକା]]କୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ଵର ସର୍ବବ୍ରୁହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି <ref>http://www.staralliance.com/en/press/ai-joining-prp/</ref>
 
== ଆଧାର ==