"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସମ୍ମାନ, ସମାଜ ସଂସ୍କାର
No edit summary
୩୨ କ ଧାଡ଼ି:
 
== ଶିକ୍ଷା ଓ ଜୀବନ ==
ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ ।ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି॰ଏ॰ ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ [[ଦର୍ଶନ ଶାସ୍ତ୍ର]] ଓ ଆଇନ ପାଠ୍ୟକ୍ରମରେ [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ତେବେପଣ୍ଡିତ ସେଗୋପବନ୍ଧୁ ତାହାକୁ,ଆଚାର୍ଯ ଗ୍ରହଣହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାଷି ଯାଉଥିବା ଶବ ଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରୀ କରିବା ନାହିଁ,ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ 190୯ ପ୍ରତିଷ୍ଠା ହେଲା ଓ ମାସିକ ନକରି୩୦ଟଙ୍କା ୧୯୨୨ବେତନରେ ମସିହାରେ [[ସତ୍ୟବାଦୀ ବନ ବିଦ୍ୟାଳୟ]]ର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |work=academia.edu |year=2012 |quote=Nilakantha Das (1884-1967) joined the school in October1911 after completion of postgraduation in philosophy |accessdate=20 June 2012}}</ref>
 
== ରଚନାବଳୀ ==
ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ [[ସୁରେନ୍ଦ୍ର ମହାନ୍ତି]] ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି ।ଭାଷାବିତ ମାନଙ୍କ ମତରେ ପ୍ରଥମ ଓଡିଆ ଭାଷା ବିଜ୍ଞାନୀ
 
=== କବିତା ===
୪୪ କ ଧାଡ଼ି:
=== ପ୍ରବନ୍ଧ ===
* ଆର୍ଯ୍ୟ ଜୀବନ
* ଓଡ଼ିଆ ସାହିତ୍ୟର କ୍ରମ ପରିଣମପରିଣ।ମ
* ଶ୍ରୀମଦ ଭଗବତଗୀତାର ଭୂମିକା
* ଓଡ଼ିଆ ଭାଷା ଓ ସାହିତ୍ୟ
* ସଂସ୍କୃତି ଓ ସଂସ୍କୃତି
* ଲାବଣ୍ୟବତୀର ଟୀକା
 
=== ଶିଶୁ ସାହିତ୍ୟ ===
Line ୬୩ ⟶ ୬୪:
* [[ଉତ୍କଳ ସାହିତ୍ୟ ସମାଜ]]ର ଆଜୀବନ ସଭ୍ୟ<ref>http://www.eodissa.com/eminent-odia/77-eminent-writer/663-pandita-nilakantha-das-</ref>
 
ସେ ଗୀତାର [[ଓଡ଼ିଆ ଭାଷା|ଓଡ଼ିଆ]]ରେ ଟୀକା ଲେଖିଥିଲେ । ଏହାଛଡ଼ା [[ଓଡ଼ିଆ ଭାଷା]] ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡିଆ ବ୍ୟାକରଣ ପୁସ୍ତକର ରଚୟିତା ।
 
== ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ ==
Line ୬୯ ⟶ ୭୦:
 
== ସମାଜ ସଂସ୍କାର ଓ ଭାରତର ସ୍ଵାଧିନତାରେ ଭୂମିକା ==
ସେ [[ଭାରତ|ଭାରତର]] ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref> ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ''ମୋ ନିଶ'' ନାମରେ ପ୍ରବନ୍ଧ ଲେଖିଥିଲେ ।
 
== ସମ୍ମାନ ==