"ଲହରା କାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୬ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଲହରା କାଶ''' ବା '''ପର୍ଟୁସିସ''' ବା '''ହୁପିଙ୍ଗ କଫ୍''' ବା ୧୦୦ ଦିନିଆ କାଶ (([[ଇଂରାଜୀ]]ରେ ଯଥାକ୍ରମେ '''Pertussis''', also known asor '''whooping cough''' or '''100 day cough'''), ଯାହା ଏକ ପ୍ରକାର [[ଜୀବାଣୁ ରୋଗ]], ସଂସ୍ପର୍ଶଦ୍ୱାରା ଡିଏଁ ଓ ଅତୀବ ସଂକ୍ରାମକ ରୋଗ । <ref>{{cite journal | author = Carbonetti NH | title = Immunomodulation in the pathogenesis of Bordetella pertussis infection and disease | journal = Curr Opin Pharmacol | volume = 7 | issue = 3 | pages = 272–8 | date = June 2007 | pmid = 17418639 | doi = 10.1016/j.coph.2006.12.004 }}</ref><ref name=CDC2014S/> ରୋଗ ପ୍ରାରମ୍ଭରେ ଏହାର ଲକ୍ଷଣ ସାଧାରଣ ସର୍ଦ୍ଦି ରୋଗ ଭଳି ହୁଏ; ନାକରୁ ପାଣି ବୋହିବା, [[ଜ୍ୱର]] ଓ ସାମାନ୍ୟ [[କାଶ]] ।<!-- <ref name=CDC2014S/> --> ତାହା ପରେ ସପ୍ତାହ ସପ୍ତାହ ବ୍ୟାପି ସାଂଘାତିକ କାଶ ହୁଏ । <!-- <ref name=CDC2014S/> --> ଅନେକ ସମୟ ଧରି ଅବିରାମ କାଶିବା ପରେ ରୋଗୀ ଏକ ଲମ୍ବା ଉଚ୍ଚ ସ୍ୱରରେ ପ୍ରଶ୍ୱାସ ନିଏ ବା ଅଣନିଶ୍ୱାସୀ ହୁଏ । <ref name=CDC2014S/> ଏହି କାଶ ୧୦୦ ଦିନରୁ ଅଧିକ ବା ଦଶ ସପ୍ତାହ ଧରି ହୁଏ । <ref>{{cite web|title=Pertussis (Whooping Cough) Fast Facts|url=http://www.cdc.gov/pertussis/fast-facts.html|website=cdc.gov|accessdate=12 February 2015|date=February 13, 2014}}</ref> ଅତ୍ୟଧିକ ଜୋରରେ କାଶିଲେ ବାନ୍ତି ହୁଏ, ପଞ୍ଜରା ହାଡ଼ ଭାଙ୍ଗିଯାଏ ଓ ଅତ୍ୟଧିକ ଥକ୍କା ହୋଇଯାଏ । <ref name=CDC2014S/><ref name=CDC2013Com>{{cite web|title=Pertussis (Whooping Cough) Complications|url=http://www.cdc.gov/pertussis/about/complications.html|website=cdc.gov|accessdate=12 February 2015|date=August 28, 2013}}</ref> ଏକ ବର୍ଷରୁ କମ ପିଲାଙ୍କର ଅଳ୍ପ ବା ଆଦୌ କାଶ ହୁଏ ନାହିଁ, ଏହା ବଦଳରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ । <ref name=CDC2014S>{{cite web|title=Pertussis (Whooping Cough) Signs & Symptoms|url=http://www.cdc.gov/pertussis/about/signs-symptoms.html|accessdate=12 February 2015|date=May 22, 2014}}</ref> ସଂକ୍ରମଣ ହେବା ପରଠାରୁ ଲକ୍ଷଣ ଆରମ୍ଭ ହେବାକୁ ୭ ରୁ ୧୦ ଦିନ ହୁଏ । <ref name=CDC2012Pink/> ଟିକା ନେବା ପରେ ଯଦି ରୋଗ ହୁଏ ତେବେ ତାହା ସାମାନ୍ୟ ଧରଣର ହୁଏ । <ref name=CDC2014S/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
୨୨ କ ଧାଡ଼ି:
 
<!-- ପ୍ରତିଷେଧ ଓ ଚିକିତ୍ସା -->
[[ପର୍ଟୁସିସ ଟିକା]] ମୂଖ୍ୟତଃ ଏହାର ପ୍ରତିଷେଧକ [[ଟିକା]] ଅଟେ । <ref name=Update10>{{cite journal | author = Heininger U | title = Update on pertussis in children | journal = Expert review of anti-infective therapy | volume = 8 | issue = 2 | pages = 163–73 | date = February 2010 | pmid = 20109046 | doi = 10.1586/eri.09.124 }}</ref> ପ୍ରାରମ୍ଭିକ ଟିକା ୬ ରୁ ୮ ବର୍ଷ ବୟସରେ ଦିଆଯାଏ ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୪ ଡୋଜ ଟିକା ଦିଆଯାଏ । <ref>{{cite journal|title=Revised guidance on the choice of pertussis vaccines: July 2014.|journal=Wkly Epidemiol Rec|date=Jul 2014|volume=89|issue=30|pages=337–40|pmid=25072068|url=http://www.who.int/wer/2013/wer8930.pdf?ua=1}}</ref> ସମୟକ୍ରମେ ଟିକାର ପ୍ରଭାବ ହ୍ରାସ ହେଉଥିବାରୁ ବଡ଼ ପିଲା ଓ ବୟଃପ୍ରାପ୍ତ ଲୋକଙ୍କୁ ଅଧିକ ଡୋଜ ଦେବାକୁ ସୁପାରିଶ କରାଯାଏ । <ref>{{cite journal|title=Pertussis vaccines: WHO position paper.|journal=Wkly Epidemiol Rec.|date=Oct 1, 2010|volume=85|issue=40|pages=385–400|pmid=20939150}}</ref> ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଓ ଭୟାବ‌ହ ରୋଗ ସଙ୍କଟାପର୍ଣ୍ଣ ଲୋକଙ୍କୁ ପ୍ରତିଷେଧକ ଭାବରେ ଆଣ୍ଟିବାୟୋଟିକ ଦିଆଯାଏ । <ref>{{cite web|title=Pertussis (Whooping Cough) Prevention|url=http://www.cdc.gov/pertussis/clinical/prevention.html|website=cdc.gov|accessdate=13 February 2015|date=October 10, 2014}}</ref> ଲକ୍ଷଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ଆଣ୍ଟିବାୟୋଟିକ ଦେଲେ କାର୍ଯ୍ୟକାରୀ ହୁଏ, ଅନ୍ୟଥା ଏହାର ସାମାନ୍ୟ ପ୍ରଭାବ ରହେ । <!-- <ref name=CDC2013Tr/> --> ଏକ ବର୍ଷ ବୟସରୁ କମ ପିଲା ଓ ଗର୍ଭିଣୀ ମହିଳାଙ୍କୁ ରୋଗ ହେବାର ୬ ସପ୍ତାହ ମଧ୍ୟରେ ଦେବାକୁ ଉପଦେଶ ଦିଆଯାଏ । <!-- <ref name=CDC2013Tr/> --> ଆଣ୍ଟିବାୟୋଟିକ ମଧ୍ୟରେ [[ଏରିଥ୍ରୋମାଇସିନ]], [[ଆଜିଥ୍ରୋମାଇସିନ]] କିମ୍ବା [[ଟ୍ରାଇମେଥୋପ୍ରିମ/ସଲଫାମେଥିକ୍ସାଜୋଲ]] ଦିଆଯାଏ । <ref name=CDC2013Tr/> କାଶ କମିବାର ପ୍ରମାଣ ବିଶେଷ ମିଳେନି । <ref name=Wang2014>{{cite journal|last1=Wang|first1=K|last2=Bettiol|first2=S|last3=Thompson|first3=MJ|last4=Roberts|first4=NW|last5=Perera|first5=R|last6=Heneghan|first6=CJ|last7=Harnden|first7=A|title=Symptomatic treatment of the cough in whooping cough.|journal=The Cochrane database of systematic reviews|date=22 September 2014|volume=9|pages=CD003257|pmid=25243777|doi=10.1002/14651858.CD003257.pub5}}</ref> ବର୍ଷେରୁ କମ ବୟସର ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଦିଆଯାଏ । <ref name=CDC2014S/>
 
<!-- ରୋଗାନୁଶୀଳନ ଓ ଇତିହାସ -->
ହିସାବ କରି ଦେଖାଯାଇଛି, ପ୍ରତିବର୍ଷ ପୃଥିବୀରେ ୧୬ ନିୟୁତ ଲୋକଙ୍କୁ ଲହରା କାଶ ଆକ୍ରମଣ କରେ । <ref name=Wang2014/> ଅଧିକାଂଶ ରୋଗୀ ବିକାଶଶୀଳ ଦେଶମାନଙ୍କରେ ହୁଏ ଓ ସବୁ ବୟସର ଲୋକଙ୍କୁ ହୁଏ । <ref name=Update10/><ref name=Wang2014/> ସନ ୧୯୯୦ରେ ଏହି ରୋଗ ଯୋଗୁ ୧୩୮,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୬୧,୦୦୦ ମୃତ୍ୟୁ ହୋଇଥିଲା । <ref name=GBD204>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2|volume=385|issue=9963|pages=117–71|pmc=4340604}}</ref> ଏକ ବର୍ଷ ବୟସରୁ କମ ପିଲାଙ୍କ ମଧ୍ୟରୁ ୨ % ପିଲାଙ୍କ ମୃତ୍ୟୁ ହୁଏ । <ref name=CDC2013Com/> ଶୋଡ଼ଷ ଶତାବ୍ଦୀରେ ଏହାର ମହାମାରୀ ବର୍ଣ୍ଣିତ ହୋଇଥିଲା । <!-- <ref name=CDC2012Pink/> --> ଏହି ରୋଗର ଜୀବାଣୁ ସନ ୧୯୦୫ ମସିହାରେ ଆବିଷ୍କାର ହୋଇଥିଲା । <!-- <ref name=CDC2012Pink/> --> ଏହାର ଟିକା ସନ ୧୯୪୦ରେ ଉପଲବ୍ଧ ହୋଇଥିଲା । <ref name=CDC2012Pink>{{cite book|last1=Atkinson|first1=William|title=Pertussis Epidemiology and Prevention of Vaccine-Preventable Diseases|date=May 2012|publisher=Public Health Foundation|isbn=9780983263135|pages=215–230|edition=12|url=http://www.cdc.gov/vaccines/pubs/pinkbook/pert.html}}</ref>
 
 
 
"https://or.wikipedia.org/wiki/ଲହରା_କାଶ"ରୁ ଅଣାଯାଇଅଛି