"ମିଳିମିଳା ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଟିକା using HotCat
ଅଧିକ ତ‌ଥ୍ୟ ଦିଆଗଲା
୪୫ କ ଧାଡ଼ି:
 
<!-- ପ୍ରସ୍ତୁତି -->
ଏହି ଟିକା ଏକ‌କ ଭାବରେ ନିଜ ନାମରେ ମିଳେ ତ‌ଥା ଅନ୍ୟାନ୍ୟ ଟିକା ସ‌ହିତ ମିଶି ମଧ୍ୟ ମିଳେ ଯେପରିକି [[ଏମ୍.ଏମ୍.ଆର.]] ଟିକା ଯେଉଁଁଥିରେ ମିଳିମିଳା ଟିକା, [[ମମ୍ପ୍ସ ଟିକା]] ଓ [[ରୁବେଲା ଟିକା]] ଥାଏ ଓ [[ଏମ.ଏମ.ଆର.ଭି.]] ଟିକା ଯେଉଁଥିରେ ମିଳିମିଳା ଟିକା, [[ମମ୍ପ୍ସ ଟିକା]], [[ରୁବେଲା ଟିକା]] ଓ [[ଭାରିସେଲା ଟିକା]] ଥାଏ । <!-- <ref name=WHO2009Vac/> --> ସବୁ ପ୍ରକାର ଟିକାରେ ଏହା ଉତ୍ତମ ରୂପେ କାମ କରେ । <!-- <ref name=WHO2009Vac/> --> ଯେଉଁ ଦେଶମାନଙ୍କରେ ଏହି ରୋଗ ବ‌ହୁଳ ଭାବରେ ହୁଏ ସେଠାରେ୯ ମାସ ବ‌ୟସ ବେଳେ ଏହି ଟିକା ଦେବାକୁ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ]] ସୁପାରିସ କରେ । <!-- <ref name=WHO2009Vac/> --> ଯେଉଁ ଦେଶରେ ଏହା ସାଧାରଣତଃ ହୁଏ ନାହିଁ ସେଠାରେ ୧୨ ମାସ ବୟସ ବେଳେ ଦେବା ଯୁକ୍ତିଯୁକ୍ତ ମନେ ହୁଏ । <!-- <ref name=WHO2009Vac/> --> ଏହି ଟିକା [[ଜୀବନ୍ତ ଟିକା]] ଅଟେ । <!-- <ref name=WHO2009Vac/> --> ଏହା ଶୁଷ୍କ ପାଉଡର ଆକାରରେ ମିଳେ ଓ ଇଞ୍ଜେକସନ ଜଳ ସ‌ହିତ ମିଶେଇ ଚର୍ମ ତଳେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । <!-- <ref name=WHO2009Vac/> --> ରକ୍ତ ପରୀକ୍ଷା କରି ଏହି ଟିକାର କାର୍ଯ୍ୟକାରୀତା ସିଦ୍ଧ କରିହୁଏ । <ref name=WHO2009Vac/>
 
<!-- ବ୍ୟ‌ବାହାର, ଇତିହାସ, ସମାଜ ଓ ସଂସ୍କୃତି -->
ସନ ୨୦୧୩ ସୁଦ୍ଧା ପୃଥିବୀରେ ୮୫ % ପିଲା ଟିକା ନେଇସାରିଛନ୍ତି । <ref name=WHO2014>{{cite web|title=Measles Fact sheet N°286|url=http://www.who.int/mediacentre/factsheets/fs286/en/|website=who.int|accessdate=4 February 2015|date=November 2014}}</ref> ସନ ୨୦୦୮ରେ ୧୯୨ଟି ଦେଶରେ ଦୁଇ ଡୋଜ ଟିକା ଦିଆ ହୋଇଛି । <ref name=WHO2009Vac/> ଏହା ପ୍ରଥମେ ସନ ୧୯୬୩ରେ ଆରମ୍ଭ କରାଯାଇଥିଲା । <ref name=Yellow2014>{{cite book|last1=Control|first1=Centers for Disease|last2=Prevention|title=CDC health information for international travel 2014 the yellow book|date=2014|isbn=9780199948505|page=250|url=https://books.google.ca/books?id=nVppAgAAQBAJ&pg=PA250}}</ref> ସନ ୧୯୭୧ରେ ପ୍ରଥମେ [[ଏମ.ଏମ.ଆର.]] ଉପଲବ୍ଧ ହେଲା ।<ref>{{cite web|title=Vaccine Timeline|url=http://www.immunize.org/timeline/|accessdate=10 February 2015}}</ref> ସନ ୨୦୦୫ରେ ଏହା ସ‌ହିତ ହାଡ଼ଫୁଟି ଟିକା ମିଶାଗଲା ଓ [[ଏମ.ଏମ.ଆର.ଭି.]] ଇଞ୍ଜେକ୍‌ସନ ଆକାରରେ ଦିଆଗଲା । <ref>{{cite book|last1=Mitchell|first1=Deborah|title=The essential guide to children's vaccines|date=2013|publisher=St. Martin's Press|location=New York|isbn=9781466827509|page=127|url=https://books.google.ca/books?id=w0C7L9o3m-MC&pg=PA127}}</ref> [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକା]] ଅନୁସାରେ ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ଅତ୍ୟାବଶ୍ୟକ ଔଷଧ । <ref>{{cite web|title=WHO Model List of EssentialMedicines|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013}}</ref> ଏହି ଟିକା ଅତି ଦାମିକା ନୁହେଁ । <ref name=WHO2009Vac/>
 
== ଆଧାର ==