"ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୩/ପରିଚାଳନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
 
୧୩୯ କ ଧାଡ଼ି:
** ପୁରୁଣା କାମ ବାବଦରେ ସମାଲୋଚନା, ଶିକ୍ଷା ଓ ଆଗାମୀ କାମ ବାବଦରେ ଆଲୋଚନା
* ଓଡ଼ିଆ ଉଇକିପିଡ଼ିଆର ୧୨ ବର୍ଷ ପୂରଣ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ଆମେ ଏହି ଉତ୍ସବ ପାଳନଟିକୁ ସ୍ଥାନୀୟ ନ କରି କିଛି ମାତ୍ରାରେ ପଡ଼ୋଶୀ ଭାଷାର ସମୂହମାନଙ୍କୁ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରିବା ଉଚିତ । ଏଥି ସହିତ ଆମ ଦେଶରେ ଉଇକିମିଡ଼ିଆ ଅଭିଯାନର ଏକ ମୁଖ୍ୟ ଅଙ୍ଗ "ଉଇକିମିଡ଼ିଆ ଇଣ୍ଡିଆ"କୁ ମଧ୍ୟ ଔପଚାରିକ ଭାବେ ଆମନ୍ତ୍ରଣ କରିବା ଉଚିତ । ମୋ ମତରେ ବରିଷ୍ଠତମ ସଦସ୍ୟ {{U|Subas Chandra Rout|ସୁବାସ ସାର}} ଉଇକିମିଡ଼ିଆ ଇଣ୍ଡିଆର ସାଥିମାନଙ୍କୁ ଆମନ୍ତ୍ରଣଟିଏ ପଠାଇଲେ ଭଲ ହୁଅନ୍ତା । ଆମ ପଡ଼ୋଶୀ ସମୂହ ଭିତରେ ଅନେକ ଉଇକିଆଳି ଏକାଧିକ ଉଇକିପ୍ରକଳ୍ପରେ ସକ୍ରିୟ । ସେମାନଙ୍କୁ ଆମନ୍ତ୍ରଣ କଲେ ଆମେ ସେମାନେ ସକ୍ରିୟ ଥିବା ସମୂହର ଯୋଗଦାନ ଓ ସେଠାରେ ସେମାନଙ୍କୁ ମିଳୁଥିବା ଶିକ୍ଷା ପାଇପାରିବୁ । ମୋର ବ୍ୟକ୍ତିଗତ ମତ ବଙ୍ଗଳା ଓ ଉଇକିମିଡ଼ିଆ କମନ୍ସରେ ସକ୍ରିୟ ଥିବା ସୁଜୟ ଘୋଷ (ସେ ଜଣେ ଟ୍ରେନ-ଦି-ଟ୍ରେନର ଯୋଗଦାନୀକାରୀ ଥିଲେ) ଓ ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ତଥା କମନ୍ସରେ ସକ୍ରିୟ ଥିବା ମୁଜାମିଲ ଆମ ପାଖାପାଖି ଥିବା ଦୁଇଜଣ ଉଇକିଆଳି ଓ ଆମ ଉତ୍ସବର ଆଭିମୁଖ୍ୟ ପାଇଁ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିପାରିବ। ତେବେ ଆପଣମାନେ ତଳେ ଅନ୍ୟ ଉଇକିଆଳିଙ୍କ ନାମ ଜଣାଇପାରିବେ ।
* ହରିରାମ ପନସାରି (ନାଲକୋ, ରେବତୀ ଓଡ଼ିଆ କନଭର୍ଟରର ନିର୍ମାତା) ଓ ଡ ରଜତ କୁମାର ମହାନ୍ତି (ଭିଜିଟିଂ ଫାକଲ୍ଟି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ନାଚୁରାଲ ଲାଙ୍ଗୁଏଜ ପ୍ରୋସେସିଙ୍ଗ ଉପରେ IIT ବମ୍ବେରେ ତାଙ୍କର ଗବେଷଣା) ଓଡ଼ିଆ କମ୍ପୁଟିଂ ଉପରେ ପ୍ରେଜେଣ୍ଟେସନ ଦେବା ପାଇଁ ଆମ ଅନୁରୋଧ ରକ୍ଷା କରିଛନ୍ତି ।
 
ଉପର ବିଷୟରେ କିଛି ଯୋଡ଼ିବାର ଥିଲେ, ଅମତ/ଭିନ୍ନମତ ଥିଲେ ନିଶ୍ଚେ ତଳେ ପ୍ରକାଶ କରିବେ । --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୧୨:୩୩, ୨୬ ମଇ ୨୦୧୫ (UTC)
Return to the project page "ଜନ୍ମତିଥି/୧୩/ପରିଚାଳନା".