"ଅରୁଣ କୁମାର ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
Fixed spelling
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ଅରୁଣ କୁମାର ପତି (Arun kumar Pati) ଏକ ଭାରତୀୟ ପଦାର୍ଥ ବୈଜ୍ଞାନିକ ଅଟନ୍ତି । ସେ କ୍ୱାଣ୍ଟମ୍ ତଥ୍ୟ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ରେ ଗବେଷଣା ପାଇଁ ଲକ୍ଷ୍ୟଣୀୟ । ସେ ଓଡ଼ିଶା ରେ ଜନ୍ମଗ୍ରହଣ କରିଥିଲେ । ସେ ବମ୍ବେ ବିଶ୍ଵବିଦ୍ୟାଳୟ ଠାରୁ ନିଜର ପିଏଚ୍.ଡି କରିଥିଲେ । ସେ "Quantum no-deleting theorem" ଓ"Quantum no-hiding theorem" ପାଇଁ ବିଖ୍ୟାତ । ସେ ୨୦୦୯ ରେ ଓଡ଼ିଶା ବିଜ୍ଞାନ ଆକାଡେମୀ ଦ୍ବାରା ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ରେ ସମ୍ମାନିତ ହୋଇଥିଲେ ।
୧୯୮୯ ରୁ ୧୯୯୮ ପର୍ଯ୍ୟନ୍ତ ସେ ବମ୍ବେ ର BARC ରେ ଥିଲେ । ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ସେ ୟୁକେ ର ୱେଲ୍ସ୍ ବିଶ୍ଵବିଦ୍ୟାଳୟ ରେ ଥିଲେ । ୨୦୦୧ ରୁ ୨୦୧୦ ପର୍ଯ୍ୟନ୍ତ ସେ ଭୁବନେଶ୍ଵର ର ଇନ୍ସ୍ଟିଟ୍ୟୁଟ୍ ଅଫ୍ ଫିଜିକ୍ସ୍ ରେ ଥିଲେ । ୨୦୧୦ ଠାରୁ ସେ ଆହ୍ଲାବାଦ ର ହରିଶ୍ଚନ୍ଦ୍ର ରିସର୍ଚ୍ ଇନ୍ସ୍ଟିଟ୍ୟୁଟ୍ ରେ ପ୍ରଫେସର୍ ଅଛନ୍ତି । ସେ ୨୦୧୩-୨୦୧୫ ସମୟରେ ଚାଇନାର Zhejiang ବିଶ୍ଵବିଦ୍ୟାଳୟ ରେ କେ.ପି. ଚେୟର୍ ପ୍ରଫେସର୍ ରୁପେରୂପେ ସମ୍ମାନିତ ହୋଇଥିଲେ ।
 
[[en:Arun K. Pati]]