"ଦନ୍ତ କ୍ଷୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଦ୍ୟତନ କରାଗଲା
୧୪ କ ଧାଡ଼ି:
DiseasesDB = 29357 |
}}
 
ପ୍ରତିଶବ୍ଦ - ଦନ୍ତ କ୍ଷୟ, ଦାନ୍ତ ପୋକ ଖାଇବା, ପୋକ ଖିଆ ଦାନ୍ତ
<!-- ସଂଜ୍ଞା -->
ଦନ୍ତ କ୍ଷୟ ଏକ ଜୀବାଣୁ ଜନିତ ରୋଗ । ଦାନ୍ତ ସନ୍ଧିରେ ଥିବା ଖାଦ୍ୟକୁ ଜୀବାଣୁ ପଚେଇ(Fermentation) ଦେଇ ଏସିଡ ପ୍ରସ୍ତୁତ କରନ୍ତି ଯାହା ଦାନ୍ତର ଏନାମେଲ, ଡେନ୍ଟିନ ଓ ସିମେଣ୍ଟମରେ ଥିବା ମେନେରାଲକୁ ନଷ୍ଟ କରି କଠିନ ଅଂଶକୁ କ୍ଷୟ କରିଦିଏ<ref name="medline">{{MedlinePlusEncyclopedia|001055|Dental Cavities}}</ref> । ଏହି ଡିମିନେରାଲାଜେସନ ଯଦି ମିନେରାଲାଇଜେସନ ପଦ୍ଧତିକୁ ବଳି ଯାଏ, ତେବେ ଦାନ୍ତର କଠିନ ଅଂଶ କ୍ଷୟ ହୋଇ ଗାତ ହୋଇଯାଏ । ରିମିନେରାଇଜ କରିବାରେ ଲାଳ, କ୍ୟଲସିୟମ ଓ ଫ୍ଲୋରାଇଡ ପେସ୍ଟ ସାହାଯ୍ୟ କରେ । ସାରା ପୃଥିବୀରେ ଏହା ଏକ ସାଧାରଣ ରୋଗ । ଦାନ୍ତର ଏହି ରୋଗ ସମ୍ବନ୍ଧୀୟ ପାଠକୁ କ୍ୟାରିଓଲୋଜି (Cariology) କୁହାଯାଏ । <br />
'''ଦନ୍ତ କ୍ଷୟ''' ([[lan:En|ଇଂରାଜୀରେ]] '''Dental caries'''); (ଲାଟିନ ଭାଷାରେ caries ଅର୍ଥ ପଚା)<ref name=Taber2013>{{cite book|title=Taber's cyclopedic medical dictionary|date=2013|publisher=F.A. Davis Co.|location=Philadelphia|isbn=9780803639096|page=401|edition=Ed. 22, illustrated in full color|url=https://books.google.ca/books?id=VdY-AAAAQBAJ&pg=PA401}}</ref>), ବା ଲୋକପ୍ରିୟ ନାମ '''ପୋକ ଖିଆ ଦାନ୍ତ''' ବା କୋଟର ଏକ ପ୍ରକାର ରୋଗ ଯେଉଁଥିରେ [[ଜୀବାଣୁ]] କାର୍ଯ୍ୟକଳାପ ଯୋଗୁ ଦାନ୍ତ କ୍ଷୟ ହୋଇଯାଏ । <ref name=Silk2014>{{cite journal|last1=Silk|first1=H|title=Diseases of the mouth.|journal=Primary care|date=March 2014|volume=41|issue=1|pages=75–90|pmid=24439882|doi=10.1016/j.pop.2013.10.011}}</ref> ରୋଗାକ୍ରାନ୍ତ ଦାନ୍ତର ରଙ୍ଗ ହଳଦିଆରୁ କଳା ରଙ୍ଗ ପର୍ଯ୍ୟନ୍ତ ଅନେକ ପ୍ରକାର ରଙ୍ଗ ନିଏ । <ref name=Lau2014>{{cite journal|last1=Laudenbach|first1=JM|last2=Simon|first2=Z|title=Common Dental and Periodontal Diseases: Evaluation and Management.|journal=The Medical clinics of North America|date=November 2014|volume=98|issue=6|pages=1239–1260|pmid=25443675|doi=10.1016/j.mcna.2014.08.002}}</ref> ଏହାର ଲକ୍ଷଣ ମଧ୍ୟରେ ଦାନ୍ତ ମୂଳରେ ଯନ୍ତ୍ରଣା ଓ ଖାଇବା କଷ୍ଟକର ହୁଏ । <ref name=WHO2012/><ref name=Lau2014/> ଏହି ରୋଗର ଜଟିଳତା ମଧ୍ୟରେ [[ପେରିଓଡୋଣ୍ଟାଲ୍ ରୋଗ|ଦାନ୍ତ ଚାରିପଟେ ପ୍ରଦାହ]], ଦାନ୍ତ ପଡ଼ିଯିବା ଓ [[ଡେଣ୍ଟାଲ୍ ଆବ୍‌ସେସ୍|ଦାନ୍ତ ମୂଳରେ ପୂଜ]] ଇତ୍ୟାଦି ଦେଖାଯାଏ । <ref name=Taber2013/><ref name=Lau2014/>
କ୍ଷୟ ହୋଇଥିବା ଦାନ୍ତର ଅଂଶକୁ ପ୍ରାକୃତିକ ଉପାୟରେ ଭରଣା କରିହୁଏ ନାହିଁ । କ୍ଷୟ ପରିମାଣ ଅନୁସାରେ ବିଭିନ୍ନ ପଦ୍ଧତି ସାହାଯ୍ୟରେ କୃତ୍ରିମ ପଦାର୍ଥ ଦ୍ଵାରା ଭରଣା କରାଯାଇ ଦାନ୍ତ ଗଠନ, କାମ ଓ ସୌନ୍ଦର୍ଯା କାଏମ ରଖିବାକୁ ଚେଷ୍ଟା କରାଯାଏ । ଦାନ୍ତ ଚିକିତ୍ସା ଅପେକ୍ଷା କିପରି ଦାନ୍ତ ନଷ୍ଟ ନ ହେବ ସେଥି ନିମନ୍ତେ ଉପଦେଶ ଦିଆଯାଏ । ପାଟିର ସ୍ଵାସ୍ଥ୍ୟ ରକ୍ଷା, ଖାଦ୍ୟ ପରିବର୍ତ୍ତନ ଦ୍ଵାରା ଏହି କ୍ଷୟକୁ ରୋକି ହୁଏ<ref name="adaoralhealth">[http://www.ada.org/public/topics/cleaning.asp Oral Health Topics: Cleaning your teeth and gums]. Hosted on the American Dental Association website. Page accessed August 15, 2006.</ref> ।
 
ଚିହ୍ନ ଓ ଲକ୍ଷଣ
<!-- କାରଣ -->
ରୋଗ ନିର୍ଣ୍ଣୟ
ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର [[ଦାନ୍ତ ଏନାମେଲ୍|ଏନାମେଲ୍]], ଡେଣ୍ଟିନ୍ ଓ ସେମେଣ୍ଟମ୍ କୁ ନଷ୍ଟ କରିଦିଏ । <ref name=Peads2014/> ଜୀବାଣୁର ଶକ୍ତିଦାୟୀ ଖାଦ୍ୟ [[ସରଳ ଶର୍କରା]] ହୋଇଥିବାରୁ ଶର୍କରାଜାତୀୟ ଖାଦ୍ୟ ରୋଗ ସଙ୍କଟ ସୃଷ୍ଟି କରିପାରେ । <ref name=Peads2014/> ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । <ref name=Peads2014>{{cite journal|last1=SECTION ON ORAL|first1=HEALTH|last2=SECTION ON ORAL|first2=HEALTH|title=Maintaining and improving the oral health of young children.|journal=Pediatrics|date=December 2014|volume=134|issue=6|pages=1224–9|pmid=25422016|doi=10.1542/peds.2014-2984}}</ref> କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି [[ଡାଏବେଟିସ୍ ମାଲିଟସ୍]], [[ଜୋଗ୍ରେନ ସିଣ୍ଡ୍ରୋମ୍]] ଓ କେତେକ ଔଷଧ ସେବନ । <ref name=Peads2014/> ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । <ref name=Peads2014/> [[ଦାରିଦ୍ର୍ୟ]], [[ମୁଖ ପରିଚ୍ଛନ୍ନତା]]ର ଅଭାବ ହେଲେ ଓ [[ମାଢ଼ି]] କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ । <ref>{{cite journal|last1=Schwendicke|first1=F|last2=Dörfer|first2=CE|last3=Schlattmann|first3=P|last4=Page|first4=LF|last5=Thomson|first5=WM|last6=Paris|first6=S|title=Socioeconomic Inequality and Caries: A Systematic Review and Meta-Analysis.|journal=Journal of dental research|date=January 2015|volume=94|issue=1|pages=10–18|pmid=25394849|doi=10.1177/0022034514557546}}</ref><ref name=Silk2014/>
ପ୍ରତିଷେଧ
 
ଆଧାର
<!-- ପ୍ରତିଷେଧ ଓ ଚିକିତ୍ସା -->
ପ୍ରତିଷେଧ ବ୍ୟବସ୍ଥାରେ ନିୟମିତ ଦାନ୍ତ ସଫା ରଖିବା, ଖାଦ୍ୟରେ ଶର୍କରା ଜାତୀୟ ଖାଦ୍ୟ କମ୍ ଖାଇବା ଓ [[ଫ୍ଲୋରାଇଡ]] ପରିମାନ କମ୍ ରଖିବା ଆବଶ୍ୟକ । <ref name=Peads2014/><ref name=WHO2012/> ଦିନ‌କୁ ଦୁଇ ଥର ଦାନ୍ତ ଘସିବା ଓ ଥରେ ଦାନ୍ତ ସନ୍ଧିକୁ [[ଫ୍ଲସ୍]] ସାହାଯ୍ୟରେ ସଫା କରିବାକୁ ଉପଦେଶ ଦିଆଯାଏ । <ref name=Silk2014/><ref>{{cite journal|last1=SECTION ON ORAL|first1=HEALTH|last2=SECTION ON ORAL|first2=HEALTH|title=Maintaining and improving the oral health of young children.|journal=Pediatrics|date=December 2014|volume=134|issue=6|pages=1224–9|pmid=25422016|doi=10.1542/peds.2014-2984}}</ref> ଜଳରୁ, ଦାନ୍ତଘସା ପେସ୍ଟରୁ, ଲୁଣରୁ ବା ଅନ୍ୟ ଉତ୍ସରୁ ଫ୍ଲୋରାଇଡ ମିଳିପାରେ । <ref name=WHO2012/> ମା'ର ଦନ୍ତ କ୍ଷୟ ଚିକିତ୍ସା କଲେ ଜୀବାଣୁ ଛୁଆକୁ ନ ଯାଇ ପାରି ତାର ଦନ୍ତ କ୍ଷୟ ସଙ୍କଟ ଟଳି ଯାଏ । <ref name=Peads2014/> ସ୍କ୍ରିନିଙ୍ଗ କରି ପ୍ରାରମ୍ଭରୁ ରୋଗ ଚିହ୍ନଟ କରିବା ଉଚିତ । <ref name=Silk2014/> ଦାନ୍ତ ବାହାର କରିବା (extraction) ବା ଚିକିତ୍ସା କରି ରଖିବା (restoration) କ୍ଷୟର ପରିମାଣ ଉପରେ ନିର୍ଭର କରେ । <ref name=Silk2014/> କ୍ଷୟ ହୋଇଥିବା ବଡ଼ ଭାଗ ଦାନ୍ତକୁ ପୁନର୍ନିମାଣ ନିମନ୍ତେ କୌଣସି ପଦ୍ଧତି ଜଣାନାହିଁ । <ref>{{cite journal|last1=Otsu|first1=K|last2=Kumakami-Sakano|first2=M|last3=Fujiwara|first3=N|last4=Kikuchi|first4=K|last5=Keller|first5=L|last6=Lesot|first6=H|last7=Harada|first7=H|title=Stem cell sources for tooth regeneration: current status and future prospects.|journal=Frontiers in physiology|date=2014|volume=5|pages=36|pmid=24550845|doi=10.3389/fphys.2014.00036}}</ref> ବିକାଶଶୀଳ ଦେଶମାନଙ୍କରେ ଚିକିତ୍ସା ଉପଲବ୍‌ଧି ବିଶେଷ ଉତ୍ସାହପ୍ରଦ ନୁହେଁ । <ref name=WHO2012/> ଯନ୍ତ୍ରଣା ହେଲେ ପାରାସେଟାମଲ୍, ଆସେଟାମିନୋଫେନ କିମ୍ବା ଆଇବୁପ୍ରଫେନ ଦିଆଯାଏ । <ref name=Silk2014/>
 
<!-- ରୋଗାନୁଶୀଳନ -->
ପୃଥିବୀରେ ପ୍ରାୟ ୨.୪୩ ବିଲିଅନ୍ ଲୋକ ବା ଜନସଂଖ୍ୟାର ୩୬ % ଲୋକ ସ୍ଥାୟୀ ଦାନ୍ତରେ ଦନ୍ତ କ୍ଷୟ ରୋଗ ଭୋଗନ୍ତି । <ref name=Lancet2012Epi>{{cite journal|last=Vos|first=T|title=Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010.|journal=Lancet|date=Dec 15, 2012|volume=380|issue=9859|pages=2163–96|pmid=23245607|doi=10.1016/S0140-6736(12)61729-2}}</ref> [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ]] ହିସାବରୁ ଜଣାଯାଏ, ପ୍ରାୟ ସମସ୍ତ ବୟସ୍କ ଲୋକ ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି । <ref name=WHO2012>{{cite web|title=Oral health Fact sheet N°318|url=http://www.who.int/mediacentre/factsheets/fs318/en/|website=who.int|accessdate=10 December 2014|date=April 2012}}</ref> ୬୨୦ ନିୟୁତ ଲୋକ ବା ୯ % ଲୋକଙ୍କର ଶିଶୁ ଅବସ୍ଥରେ ଦନ୍ତ କ୍ଷୟ ହୋଇଥାଏ । <ref name=Lancet2012Epi/> ଅଧୁନା ଉଭୟ ପିଲା ଓ ବୟସ୍କଙ୍କୁ ଏହି ରୋଗ ଆକ୍ରମଣ କରୁଛି । <ref>{{cite journal|last1=Bagramian|first1=RA|last2=Garcia-Godoy|first2=F|last3=Volpe|first3=AR|title=The global increase in dental caries. A pending public health crisis.|journal=American journal of dentistry|date=February 2009|volume=22|issue=1|pages=3-8|pmid=19281105}}</ref> ବିକଶିତ ଦେଶମାନଙ୍କରେ ଲୋକମାନେ ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଉଥିବାରୁ ଏହି ରୋଗ ଅନ୍ୟ ଦେଶର ଲୋକଙ୍କ ଅପେକ୍ଷା ଅଧିକ ହେଉଛି । <ref name=Silk2014/>
 
== ଆଧାର ==
{{ଆଧାର}}