"ଗୁଣପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଗୁଣୁପୁରରୁ ଗୁଣପୁରକୁ ଘୁଞ୍ଚାଇଲେ: ଆଲୋଚନା ପୃଷ୍ଠାର ମତ ଅନୁସାରେ ଘୁଞ୍ଚାଗଲା ।
ଟିକେ →‎ବନାନ: ଗୁଣୁପୁର > ଗୁଣପୁର
୨ କ ଧାଡ଼ି:
<!-- See [[Wikipedia:WikiProject Indian cities]] for details -->
{{Infobox Indian jurisdiction
| native_name = ଗୁଣୁପୁରଗୁଣପୁର
| type = ସହର
| latd = 19.08 | longd = 83.82
୨୪ କ ଧାଡ଼ି:
| }}
 
'''ଗୁଣୁପୁରଗୁଣପୁର''',[[ରାୟଗଡ଼ା ଜିଲ୍ଲା]]ର ଏକ ପ୍ରମୁଖ ସହର ଓ ଗୁଣୁପୁର ଉପଖଣ୍ଡର (''ସବ୍‌ ଡିଭିଜନ୍'') ସଦର ମହକୁମା ଅଟେ ।
 
== ଇତିହାସ ==
ଗୁଣୁପୁରଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡିଆଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣୁପୁରରଗୁଣପୁରର [[ସରକାରୀ ହାଇସ୍କୁଲ,ଗୁଣୁପୁର|ସରକାରୀ ହାଇସ୍କୁଲ]] ଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ [[ଗୁଣୁପୁର ମହାବିଦ୍ୟାଳୟ]] ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।
 
==ଭୂଗୋଳ==
ଗୁଣୁପୁରରଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।<ref>[http://www.fallingrain.com/world/IN/21/Gunupur.html Falling Rain Genomics, Inc - Gunupur " ଗୁଣୁପୁରର ଅକ୍ଷାଂଶ ଓ ଦ୍ରାଘିମା]</ref> ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡଗେଜବ୍ରଡ଼ଗେଜ ଲାଇନରେ ଗୁଣୁପୁରଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
 
==ଦର୍ଶନୀୟ ସ୍ଥାନ==
[[File:Jagannath temple at Gunupur,Rayagada.jpg|thumb|ଜଗନ୍ନାଥ ମନ୍ଦିର, ଗୁଣୁପୁରଗୁଣପୁର]]
ଗୁଣୁପୁରଗୁଣପୁର ନିକଟରେ ଥିବା [[ପଦ୍ମପୁର,ରାୟଗଡ଼ା|ପଦ୍ମପୁର]]ର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣୁପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
* ପୁଲିଗୁମିର ପିକନିକ ଜାଗା
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
"https://or.wikipedia.org/wiki/ଗୁଣପୁର"ରୁ ଅଣାଯାଇଅଛି