"ଗୋପାଳ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଭିନେତା ଓ ନିର୍ଦ୍ଦେଶକ ଗୋପାଳ ଘୋଷ
 
୩୮ କ ଧାଡ଼ି:
 
ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା । ୧୯୪୯ରେ କୋଣାର୍କ ଉପରେ ଅାଧାରିତ ବ୍ଲାକ୍‍ ପାଗୋଡା ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା । ଭାରତରେ ଥିବା ଅାମେରିକାର ତତ୍କାଳୀନ ରାଷ୍ଟଦୂତ ଏଲ୍‍ ଅାଣ୍ଡରସନ୍‍ ଏଥିରେ ପ୍ରଭାବିତ ହୋଇ ତାହାକୁ ଅାମେରିକା ପଠାଇଥିଲେ ।<ref>{{cite web|title=Filmmaker Gopal Ghosh Passes Away|url=http://www.newindianexpress.com/states/odisha/Filmmaker-Gopal-Ghosh-Passes-Away/2015/02/28/article2690892.ece|publisher=The New Indian Express|accessdate=28 February 2015}}</ref>
ଗୋପାଳ ଘୋଷ ୪୦ରୁ ଅଧିକ ଡକୁମେଣ୍ଟାରି ପ୍ରସ୍ତୁତ କରିଛନ୍ତି । ଦୂରଦର୍ଶନ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଇଁ ବହୁ ଡକୁମେଣ୍ଟାରୀ ନିର୍ମାଣ କରି ସେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲୋ ହୀରାକୁଦ ବନ୍ଧ ଶିଳାନ୍ୟାଶ, ନୂଅା ରାଜଧାନୀ, ସିଅାର୍‍ଅାର୍‍ଅାଇ୍‍, ଅଲ୍‍ ଇଣ୍ଡିଅା ରେଡିଓ ଓ ହାଇକୋର୍ଟର ଲୋକାର୍ପଣର ଡକୁମେଣ୍ଟାରୀରେ ନିର୍ଦ୍ଦେଶନା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । [[ସୁଭାଷ ଚନ୍ଦ୍ର ବୋଷଙ୍କବୋଷ]]ଙ୍କ ଜୀବନୀଉପରେ ଅାଧାରିତ ଏଇ ମାଟିର ସନ୍ତାନ, ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରାମାଣିକ ଚିତ୍ର ମଧ୍ୟ ନିର୍ମାଣ କରିଥିଲେ । କେବଳ ଅଭିନୟ ନୁହେଁ ଖେଳରେ ମଧ୍ୟ ଗୋପାଳ ଘୋଷଙ୍କର ବେଶ୍‍ବେଶ ଦକ୍ଷତା ରହିଥିଲା । ୧୯୩୬ରୁ ୧୯୫୪ ମଧ୍ୟରେ ରୋଭର୍ସ କ୍ଲବ୍‍କ୍ଲବ, କଟକ ଫୁଟବଲ କ୍ଲବ୍‍କ୍ଲବ, ୟଙ୍ଗ୍‍ ଉତ୍କଳ କ୍ଲବ୍‍କ୍ଲବ, ଓଡ଼ିଶା ଅାଥଲେଟିକ୍‍ କ୍ଲବ୍‍ରକ୍ଲବର ସେ ସକ୍ରିୟ ସଦସ୍ୟ ଥିଲେ ।
 
==ପୁରସ୍କାର ଓ ସମ୍ମାନ==
୪୬ କ ଧାଡ଼ି:
==ଆଧାର==
{{Reflist|30em}}
==ଅଧିକ ତଥ୍ୟ==
* {{imdb name|0315893}}
[[ଶ୍ରେଣୀ:୧୯୨୦ ଜନ୍ମ]]
[[ଶ୍ରେଣୀ:୨୦୧୫ ମୃତ୍ୟୁ]]
[[ଶ୍ରେଣୀ:ଜଗତସିଂହପୁରର ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ]]