"ବନ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲେଖା ଚାଲିଛି।
ଅଦ୍ୟତନ କରାଯାଉଛି ।
୨୬ କ ଧାଡ଼ି:
=== ନ‌ଦୀକୃତ ===
ନ‌ଦୀମାନଙ୍କରେ ଜଳ ପତନ ବିଭିନ୍ନ ହାରରେ କିଛି ମିନିଟରୁ କିଛି ସପ୍ତାହ ମଧ୍ୟରେ ଜଳ ଉତ୍ସରୁ ଜଳ ପ୍ରବାହ ପରିମାଣ ଅନୁସାରେ ବଢ଼ିଯାଏ । ଅଧିକ ବର୍ଷା ହେଲେ, ବରଫ ତରଳିଲେ, [[ମୌସୁମୀ]] ଆସିଲେ ଝଡ଼ ହେଲେ ବନ୍ୟା ହୁଏ । ଜଳ ନିଷ୍କାସନ ପଥରେ ଭୂସ୍ଖଳନ, ଭଗ୍ନ ପଦାର୍ଥ ଓ ବରଫ ଜମି ରହିଲେ ମଧ୍ୟ ବନ୍ୟା ହୁଏ । [[ବନ୍ଧ]] ନିର୍ମାଣ ସମୟରେ ମଧ୍ୟ ନିମ୍ନ ଭାଗ ଜଳମଗ୍ନ ହେବା ସମ୍ଭାବନା ଥାଏ ।
=== ମୁହାଁଣ ଓ ସମୁଦ୍ର ତଟ ===
[[ମୁହାଁଣ‌]]ଠାରେ ସାମୁଦ୍ରିକ ଢେଉ ସ‌ହ ପବନ ଓ ନିମ୍ନ [[ବାୟୁ ଚାପ]] ମିଶିଯାଇ ବନ୍ୟା କରାଏ ଓ ତାହା ସ‌ହିତ ନ‌ଦୀରେ ଉଜାଣି ଜଳରାଶି ବନ୍ୟା ବିତ୍ପାତ କରେ ।<br />
ସାମୁଦ୍ରିକ ଝଡ଼, ସୁନାମି କିମ୍ବା [[ଟ୍ରପିକାଲ ତୋଫାନ]] ହେଲେ ସମୁଦ୍ର ଜଳ ବନ୍ଧ ଲଙ୍ଘି ଆସି ବନ୍ୟା କରାଏ । ଟ୍ରପିକାଲ ହେଉ ବା [[ନନ୍-ଟ୍ରପିକାଲ ଝଡ଼]] ହେଉ ଏହି ଗୃପରେ ନିଆଯାଏ ।
=== ଶହରୀ ବନ୍ୟା ===
ଶହରମାନଙ୍କରେ ଖୁନ୍ଦି ହୋଇ ଅନେକ ଘର ତୋଳାହେବାରୁ ଓ ଉପ‌ଯୁକ୍ତ ନାଳ ଅଭାବ ଯୋଗୁ ବର୍ଷା ସମୟରେ ଜଳ ନିଷ୍କାସନ ନ ହୋଇ ପାର ବନ୍ୟା ହୁଏ । କେତେକ ସମୟରେ ବରଫ ତରଳିବା ଯୋଗୁ ବା ଅତ୍ୟଧିକ ସାମୟିକ ବର୍ଷା ଯୋଗୁ ହେଉ, କୌଣସି ଜଳାଶୟ ପାଖରେ ନ ଥାଇ ମଧ୍ୟ ଶହରୀ ବନ୍ୟା ହୁଏ ।<ref name="cnt">Center for Neighborhood Technology, Chicago IL. [http://www.cnt.org/resources/the-prevalence-and-cost-of-urban-flooding/ "The Prevalence and Cost of Urban Flooding."] May 2013</ref> ନାଳ ମଧ୍ୟ ଦେଇ, ପାଇଖାନା ଦେଇ, ଜଳ କାନ୍ଥ ମଧ୍ୟ ଦେଇ ଝରେଇ ଘରେ ଜଳ ପ୍ରବେଶ କରେ ।<br />
ଶତାବ୍ଦୀ ଶତାବ୍ଦୀ ଧରି ଶହରରେ ବନ୍ୟା ହେଉଥିଲେ ମଧ୍ୟ ଅଧୁନା ଏହାର କାରଣ ସମ୍ପର୍କରେ ଗବେଷଣା ଚାଲିଛି ।<ref name=Chanson_2011c>{{cite journal|url=http://espace.library.uq.edu.au/view/UQ:243550|title=Turbulent Velocity and Suspended Sediment Concentration Measurements in an Urban Environment of the Brisbane River Flood Plain at Gardens Point on 12–13 January 2011|journal=Hydraulic Model Report No. CH83/11 |year=2011|issue=CH83/11|pages=120 pp|first1=Richard|last1=Brown|authorlink2=Hubert Chanson|first2=Hubert|last2=Chanson|first3=Dave|last3=McIntosh|first4=Jay|last4=Madhani|publisher=The University of Queensland, School of Civil Engineering|location=[[Brisbane, Australia]]|isbn=978-1-74272-027-2}}</ref> କେତେକ ଗବେଷକ ସ୍ରୋତ ପ୍ରବାହ ଓ ରାସ୍ତା ଉପରେ ଜଳ ନିଷ୍କାସନ ବ୍ୟବସ୍ଥକୁ ଅନୁଶୀଳନ କରିଛନ୍ତି ।<ref>{{cite journal|title=Identifiability of Distributed Floodplain Roughness Values in Flood Extent Estimation|journal=Journal of Hydrology|year=2006|issue=314|pages=139–157|first1=MGF|last1=Werner|first2=NM|last2=Hunter|first3=PD|last3=Bates}}</ref> ଆଉ କେତେକ ସୁବିଧାରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଆଲୋକପାତ କରିଛନ୍ତି ।<ref name="Chanson_2014">{{cite book|authors=[[Hubert Chanson|Chanson, H.]], Brown, R., McIntosh, D.|title=Human body stability in floodwaters: the 2011 flood in Brisbane CBD|url=http://dx.doi.org/10.14264/uql.2014.48 |publisher=Proceedings of the 5th IAHR International Symposium on Hydraulic Structures (ISHS2014), 25–27 June 2014, Brisbane, Australia, H. CHANSON and L. TOOMBES Editors, 9 pages (DOI: 10.14264/uql.2014.48)|year=2014|isbn=978-1-74272-115-6 |doi=10.14264/uql.2014.48}}</ref> ସେ ଯାହାହେଉ କୁଇନ୍ସଲ୍ୟାଣ୍ଡ ବନ୍ୟା ପରେ ହୋଇଥିବା ଅନୁଶୀଳନରେ ଦେଖାଯାଇଛି ଯେ ସ୍ରୋତ ପ୍ରବାହ, ଜଳ ଗଭୀରତା, କିମ୍ବା ନିର୍ଦ୍ଦିଷ୍ଟ ଗତି ଜଳ ଗଭୀରତା ପ୍ରଭାବ ପକେଇବା ନିମନ୍ତେ ଦାୟୀ କରିହେବନି ।<ref name="Chanson_2011c" /> ଅନେକ ମଇଳା ଗଦା ଜମାହୋଇ ଜଳ ପ୍ରବାହର ଗତିକୁ ଧିମା କରିଦେବା କଥା ଏହି ଅନୁଶୀଳନ ବିଚାରକୁ ନେଇନାହିଁ ।<ref name="Chanson_2014" />
=== ବିନାଶକାରୀ ବନ୍ୟା ===
 
 
"https://or.wikipedia.org/wiki/ବନ୍ୟା"ରୁ ଅଣାଯାଇଅଛି