"ବଗଳାମୁଖୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୯ କ ଧାଡ଼ି:
}}
 
ଦଶମହାଙ୍କ ମଧ୍ୟରୁ ପ୍ରମୁଖ ଅଷ୍ଟମ ମହାବିଦ୍ୟା ମା’ ବଗଳାମୁଖୀ ବୈଶାଖ ଶୁକ୍ଳପକ୍ଷ ଅଷ୍ଟମ ତିଥି ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଧାରଣ କରିଥିଲେ ଏହି ଯୋଗରେ ମାତାଙ୍କ ଆରାଧନା ବିଶେଷ ଫଳ ପ୍ରଦାନ କରିଥାଏ ପୌରାଣିକ ମାନ୍ୟତା ଅନୁଯାୟୀ, ଥରେ ଏକ ପ୍ରଳୟଙ୍କାରୀ ଝଡ଼ ସମଗ୍ର ସଂସାରକୁ ଧ୍ୱଂସ କରିବା ପାଇଁ ଆଗେଇ ଚାଲିଥିଲା ଏହି ଝଡ଼ରେ ପ୍ରାଣୀଜଗତ ନଷ୍ଟ ହୋଇଯିବାର ଆଶଙ୍କା ଉପୁଜିଥିଲା ଏଥିରେ ତିନ୍ତିତ ପାଳନକର୍ତ୍ତା ବିଷ୍ଣୁ ଭଗବାନ ଶିବଙ୍କୁ ଆରାଧନା କଲେ ଶିବ କହିଲେ, କେବଳ ଦେବୀ ଶକ୍ତି ହିଁ ଏଭଳି ପ୍ରଳୟରୁ ସଂସାରକୁ ରକ୍ଷା କରିପାରିବେ ଭଗବାନ ବିଷ୍ଣୁ ତପସ୍ୟା କରି ‘ମହାତ୍ରୀପୁରସୁନ୍ଦରୀ’ଙ୍କୁ ପ୍ରସନ୍ନ କଲେ ଏହାପରେ ସୌରାଷ୍ଟ୍ର କ୍ଷେତ୍ରର ହରିଦ୍ରା ଜଳାଶୟ ନିକଟରେ ମାତା ବଗଳାମୁଖୀ ଅବତାର ଧାରଣ କଲେ ଦେବୀ ନିଜର ଶକ୍ତିବଳରେ ଭୟଙ୍କର ଝଡ଼କୁ ଅଟକାଇ ଦେଲେ ଏଣୁ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ “ ଓଁ ହ୍ଳୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜୀହ୍ନାଂ କୀଳୟ ବୁଦ୍ଧି ବିନାଶୟ ହ୍ଳୀଂ ଓଁ ସ୍ୱାହା” ମନ୍ତ୍ର ଜପ କରି ଦେବୀ ବଗଳାମୁଖୀଙ୍କ ପୂଜା କରିବା ଉଚିତ୍‌ ଦେବୀଙ୍କ ଆରାଧନା ଦ୍ୱାରା ସକଳ କଷ୍ଟ ନିବାରଣ ହୋଇଥାଏ
"https://or.wikipedia.org/wiki/ବଗଳାମୁଖୀ"ରୁ ଅଣାଯାଇଅଛି