"ବଗଳାମୁଖୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ଦଶମହାଙ୍କ ମଧ୍ୟରୁ ପ୍ରମୁଖ ଅଷ୍ଟମ ମହାବିଦ୍ୟା ମା’ ବଗଳାମୁଖୀ ବୈଶାଖ ଶୁକ୍ଳପକ୍ଷ ଅଷ୍ଟମ ତିଥି ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଧାରଣ କରିଥିଲେ ୤ ଏହି ଯୋଗରେ ମାତାଙ୍କ ଆରାଧନା ବିଶେଷ ଫଳ ପ୍ରଦାନ କରିଥାଏ ୤ ପୌରାଣିକ ମାନ୍ୟତା ଅନୁଯାୟୀ, ଥରେ ଏକ ପ୍ରଳୟଙ୍କାରୀ ଝଡ଼ ସମଗ୍ର ସଂସାରକୁ ଧ୍ୱଂସ କରିବା ପାଇଁ ଆଗେଇ ଚାଲିଥିଲା ୤ ଏହି ଝଡ଼ରେ ପ୍ରାଣୀଜଗତ ନଷ୍ଟ ହୋଇଯିବାର ଆଶଙ୍କା ଉପୁଜିଥିଲା ୤ ଏଥିରେ ତିନ୍ତିତ ପାଳନକର୍ତ୍ତା ବିଷ୍ଣୁ ଭଗବାନ ଶିବଙ୍କୁ ଆରାଧନା କଲେ ୤ ଶିବ କହିଲେ, କେବଳ ଦେବୀ ଶକ୍ତି ହିଁ ଏଭଳି ପ୍ରଳୟରୁ ସଂସାରକୁ ରକ୍ଷା କରିପାରିବେ ୤ ଭଗବାନ ବିଷ୍ଣୁ ତପସ୍ୟା କରି ‘ମହାତ୍ରୀପୁରସୁନ୍ଦରୀ’ଙ୍କୁ ପ୍ରସନ୍ନ କଲେ ୤ ଏହାପରେ ସୌରାଷ୍ଟ୍ର କ୍ଷେତ୍ରର ହରିଦ୍ରା ଜଳାଶୟ ନିକଟରେ ମାତା ବଗଳାମୁଖୀ ଅବତାର ଧାରଣ କଲେ ୤ ଦେବୀ ନିଜର ଶକ୍ତିବଳରେ ଭୟଙ୍କର ଝଡ଼କୁ ଅଟକାଇ ଦେଲେ ୤ ଏଣୁ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ “ ଓଁ ହ୍ଳୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜୀହ୍ନାଂ କୀଳୟ ବୁଦ୍ଧି ବିନାଶୟ ହ୍ଳୀଂ ଓଁ ସ୍ୱାହା” ମନ୍ତ୍ର ଜପ କରି ଦେବୀ ବଗଳାମୁଖୀଙ୍କ ପୂଜା କରିବା ଉଚିତ୍‌ ୤ ଦେବୀଙ୍କ ଆରାଧନା ଦ୍ୱାରା ସକଳ କଷ୍ଟ ନିବାରଣ ହୋଇଥାଏ ୤
{{Infobox deity<!--Wikipedia:WikiProject Hindu mythology-->
| type = Hindu
| Image = Bagalamukhi Matrika.jpg
୯ କ ଧାଡ଼ି:
| Pali_Transliteration =
| Tamil_script =
| Script_name = <!--Enter name of local script used-->
| Script = <!--Enter the name of the deity in the local script used -->
| Affiliation = [[Mahavidya]]
| God_of = Standstill or Who can take control over enemies physical and mental action.
୧୬ କ ଧାଡ଼ି:
| Mantra = Om hlreem baglamukhi sarvadustanaam vacham mukham padam stambhaya jihvaam keelaya budheem vinashaya hlreem om swaha
| Weapon = Cudgel
| Mount = Corpse or Ghost.Ghost।
}}
"https://or.wikipedia.org/wiki/ବଗଳାମୁଖୀ"ରୁ ଅଣାଯାଇଅଛି