"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Dahranidhara Bhuyan}}
{{Infobox person
| name = ଧରଣୀଧର ଭୂୟାଁ
Line ୪ ⟶ ୫:
| alt =
| caption =
| birth_name = ଧରଣୀଧର ନାଏକ
| birth_date = {{birth date|1864|05|05|df=y}}
| birth_place = କୁସୁମିତା, [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]]
| death_date = {{death date and age|1914|05|16|1864|05|05|df=yes}}
| death_place =
| nationality = {{flag[[ଭାରତ|ଭାରତୀୟ}}]]
| parents = ଲଇକ୍ଷଣ ନାୟକ ଓ ବାଇଗଣୀ ଦେବୀ
| other_names = '''ବିପ୍ଳବୀ ଧରଣୀଧର'''
Line ୧୬ ⟶ ୧୭:
}}
 
ବିପ୍ଳବୀ '''ବିପ୍ଳବୀ ଧରଣୀଧର ଭୂୟାଁ''' (୧୮୬୪-୧୯୧୪) [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ [[କେନ୍ଦୁଝର ପ୍ରଜାମେଳି|ପ୍ରଜାମେଳି]] ହୋଇଥିଲା, ତାହାର ନେତୃତ୍ଵ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା [[ଭାରତ]]ବର୍ଷ ରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର [[ଧରଣୀଧର ମହାବିଦ୍ୟାଳୟ]]ର ନାମକରଣ ହୋଇଛି ।
 
== ପ୍ରାରମ୍ଭିକ ଜୀବନ ==
'''ବିପ୍ଳବୀ ଧରଣୀଧର''' ୧୮୬୪ ମସିହା ମଇ ମାସ ୫ ତାରିଖରେ, [[ଓଡ଼ିଶା]]ର [[କେନ୍ଦୁଝର ଜିଲ୍ଲା]]ର ଏକ ଆଖ୍ୟାତ ଆଦିବାସୀ ପଲ୍ଲୀ '''କୁସୁମିତା''' ରେ ଏକ ପାହାଡ଼ି ଭୂୟାଁ ପରିବାରରେ ଜନ୍ମ ହୋଇଥିଲେ ।<ref name=TOI5M>{{cite news|last=Pattanayak|first=Naresh Chandra|title=Remembering rebellious Dharani|url=http://timesofindia.indiatimes.com/city/bhubaneswar/Remembering-rebellious-Dharani/articleshow/8180937.cms|accessdate=5 May 2015|newspaper=Times of India}}</ref>
ତାଙ୍କର ପିତା ଥିଲେ ଶ୍ରୀ ଲଇଛଣ ନାୟକ ଏବଂ ମାତା ଥିଲେ ବାଇଗଣୀ ଦେବୀ । ମାତା ପିତାଙ୍କର କନିଷ୍ଠ ପୁତ୍ର ଧରଣୀଧର ଖୁବ ମେଧାବୀ ଥିଲେ ଏବଂ ପିଲାଟି ଦିନରୁ ପଢାପଢିରେ ତାଙ୍କର ଖୁବ ଆଗ୍ରହ ଥିଲା । ସେଥିଯୋଗୁଁ, ଏକ ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନ ସତ୍ତ୍ୱେ ଇଂରାଜୀ ବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିଲେ । ଶିକ୍ଷା ପ୍ରତି ତାଙ୍କର ଏ ଆଗ୍ରହ ଯୋଗୁଁ, କେନ୍ଦୁଝରର ସେ ସମୟର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ [[କଟକ]]ରେ ଜମିଜମା ସର୍ବେକ୍ଷଣ (ସର୍ଭେ) ପାଠ ପଢିବାକୁ ପଠାଇଥିଲେ । ସେଠାରୁ ସଫଳତାର ସହ ଶିକ୍ଷା ସମାପ୍ତ କରି ଫେରିବା ପରେ, ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ ସର୍ବେକ୍ଷଣ ନିରୀକ୍ଷକ (ସର୍ଭେ ଓଭରସିୟର) ଭାବେ ନିଯୁକ୍ତ କରିଥିଲେ ।
 
== ଷଡ଼ଯନ୍ତ୍ରର ଶିକାର ==
Line ୩୨ ⟶ ୩୪:
 
== ବିଦ୍ରୋହ ଦମନ ଓ ବନ୍ଦୀ ==
ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ । ଏପଟେ ଧରଣୀଧର ରାଜାବିହୀନ କେନ୍ଦୁଝରର ଟିକାୟତଭାବେ ନିଜକୁ ଘୋଷଣା କରି [[ରାଇସୁଆଁ]]ର ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ । ଏହି ସମୟରେ ବିଦ୍ରୋହୀ ମାନଙ୍କ ଦ୍ଵାରା ଦେବାନ ଫକୀରମୋହନ ଧରାପଡ଼ିଲେ । ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତାରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ । ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀ ମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି । ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ, କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା । ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ । ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପକିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।
 
ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀ ମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା । ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।
 
== କାରାଗାରରୁ ମୁକ୍ତି ଓ ଶେଷ ଜୀବନ ==
ଧରଣୀଧର ୧୮୯୭ ମସିହାରେ କାରାଗାରରୁ ମୁକ୍ତି ପାଇଲେ, କିନ୍ତୁ ଏତେବେଳକୁ ତାଙ୍କର ଆମୂଳ ପରିବର୍ତ୍ତନ ଘଟି ସାରିଥିଲାପାଇଥିଲେ । [[ପୁରୀ]]ର ବାଙ୍କୀ ମୁହାଣରେ ସେ ଅନେକ ବର୍ଷ ତପସ୍ୟାରତ ରହିଥିଲେ । ଏ ସମୟରେ ତାଙ୍କ ସହିତ ଦେଖା କରିବାକୁ ଉତ୍କଳମଣି [[ଗୋପବନ୍ଧୁ ଦାସ]], ପଣ୍ଡିତ [[ନୀଳକଣ୍ଠ ଦାସ]] ଆଦି ମନୀଷୀ ମାନଙ୍କର ଆଗମନ ହୋଇଥିଲା । ଏହାପରେ ୧୯୧୨ ମସିହାରେ ପୁରୀଠାରୁ [[ଆଳି]]ଯାଇ ସେଠାରେ [[ଆଶ୍ରମ]] ସ୍ଥାପନା କରି [[ସନ୍ୟାସୀ]] ଜୀବନ ଅତିବାହିତ କରିଥିଲେ । ଅବଶେଷରେ,୧୬ ୧୯୧୪ମଇ ମସିହା୧୯୧୪ମସିହାରେ ମଇତାଙ୍କର ୧୪ମୃତ୍ୟୁ ତାରିଖରେହେଇଥିଲା ଉତ୍କଳମାତାର।<ref name=TOI9M12>{{cite ମହାନnews|last=Pattanayak|first=Naresh ସନ୍ତାନରChandra|title=Keonjhar ଦେହାବସାନsalutes ଘଟିଲାforgotten leader's spirit|url=http://timesofindia.indiatimes.com/city/bhubaneswar/Keonjhar-salutes-forgotten-leaders-spirit/articleshow/13060394.cms|accessdate=5 May 2015|newspaper=Times of India}}</ref>
 
== ଆଧାର ==
{{ଆଧାର}}
==ଅଧିକ ତଥ୍ୟ==
* http://orissa.gov.in/e-magazine/utkalprasanga/Aug-2007/augoriya.htm
 
 
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:୧୮୬୪ ଜନ୍ମ]]
[[ଶ୍ରେଣୀ:୧୯୧୪ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦୁଝରରକେନ୍ଦୁଝର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ]]