"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
୫ କ ଧାଡ଼ି:
|alt =
|birth_name = ସାରଙ୍ଗଧର ଦାସ
|birth_date = ୧୭ ଅକ୍ଟୋବର ୧୮୮୭
|birth_place =
|death_date = ୧୯୫୭
୧୨ କ ଧାଡ଼ି:
|resting_place =
|resting_place_coordinates = <!-- {{Coord|LAT|LONG|display=inline,title}} -->
|nationality = {{flag[[ଭାରତ|ଭାରତୀୟ}}]]
|other_names =
|known_for =
୨୯ କ ଧାଡ଼ି:
}}
 
'''ସାରଙ୍ଗଧର ଦାସ''' [[ଓଡ଼ିଶା]]ର ଜଣେ ବିଶିଷ୍ଟ ସମାଜବାଦୀ ନେତା ଥିଲେ । <ref name=telegraph>{{cite news|last=Nayak|first=Jatin Kumar|title=Orissa Whispers|url=http://www.telegraphindia.com/1110307/jsp/orissa/story_13677117.jsp|accessdate=28 January 2015|newspaper=The Telegraph|date=March 7, 2011}}</ref>
ଅନୁନ୍ନତ ଗଡ଼ଜାତ ଅଞ୍ଚଳର ଉନ୍ନତି ନିମନ୍ତେ ସେ ସ୍ୱପ୍ନ ଦେଖିଥିଲେ । ଗଡ଼ଜାତ ଅଞ୍ଚଳରେ ତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ତାଙ୍କୁ ଗଡ଼ଜାତ ଗାନ୍ଧୀ ରୂପରେ ଅଭିହିତ କରାଯାଉଥିଲା । ସେ ମଧ୍ୟ ଥିଲେ ଓଡିଶାରେଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର । ହୁଏତ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେ କି ଜଣେ ଛାତ୍ର ଭାବରେ [[ଆମେରିକା]] ମାଟିରେ ପାଦ ଦେଇଥିଲେ ।
 
==ପ୍ରାଥମିକ ଜୀବନ==
ସାରଂଗଧରସାରଙ୍ଗଧର [[ଢେଙ୍କାନାଳ]] ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ [[୧୮୮୬]]୧୮୮୭ ମସିହା [[ଅକ୍ଟୋବର]] ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କର ନାମ ଥିଲା ହରେକୃଷ୍ଣ ଦାସ ତଥା ମାତାଙ୍କ ନାମ ଥିଲା ମାଣିକ ଦେବୀ । ପିତା ମାତାଙ୍କର ସେ ଥିଲେ ପଞ୍ଚମ ତଥା କନିଷ୍ଠ ସନ୍ତାନ । ଏଗାର ବର୍ଷ ବୟସରେ ସେ ପିତାଙ୍କୁ ହରାଇ ଥିଲେ । କେହି ମୁରବୀ ଦେଖାଶୁଣା କରିବାକୁ ନଥିବାରୁ ସେ କୁସଙ୍ଗରେ ପଡିଥିଲେ ମାତ୍ର ପରେ ଅନୁତାପ କରି ମାଆଙ୍କ ଉପଦେଶ ଅନୁସାରେ ଚଳିଲେ ଓ ୧୯୦୫ ମସିହାରେ [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାଂସ୍‍ (ମାଟ୍ରିକୁଲେସନ୍) ପାସ କଲେ । ତାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଲେ ଏବଂ ସେଠାରେ ତାଙ୍କ ସହ ରହୁଥିଲେ ନୀଳକଣ୍ଠ ଦାସ (ପରେ ପଣ୍ଡିତ ନୀଳକଣ୍ଠ ଦାସ) । ତାଙ୍କରି ଜରିଆରେ ସାରଙ୍ଗଧର ପଣ୍ଡିତ [[ଗୋପବନ୍ଧୁ ଦାସ]], [[ଆଚାର୍ଯ୍ୟ ହରିହର]] ପ୍ରଭୃତିଙ୍କ ସହ ଘନିଷ୍ଠ ହୋଇଥିଲେ ଓ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ ।
 
[[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀ ରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । ଢେଙ୍କାନାଳ ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପ ପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"
 
==ବିଦେଶ ଯାତ୍ରା ଓ ବିଦେଶରେ ଶିକ୍ଷା==
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ଇଂରେଜ ମାନେ ଆମ ଦେଶକୁ ପରାଧୀନ କରି ରଖିଥିବାରୁ ସେ ଇଂଲଣ୍ଡ କିମ୍ବା ଅନ୍ୟ ୟୁରୋପୀୟ ଦେଶମାନଂକରେ ପଢିବାକୁପଢ଼ିବାକୁ ଚାହିଁନଥିଲେ । ସେତେବେଳେ ଏସିଆ ମହାଦେଶରେ ଜାପାନ ଥିଲା ସବୁଠାରୁ ବିକଶିତ ତଥା ଶିଳ୍ପ ସମୃଦ୍ଧ ଦେଶ । ସେଠାରେ ମଧ୍ୟ ଖର୍ଚ କମ ପଡୁଥିଲା । ତେଣୁ ସେ ଜାପାନ ଯିବାକୁ ଇଚ୍ଛୁକ ହେଲେ ।
 
ହେଲେ ତାଙ୍କ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍‍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ ଛାତ୍ର ମାନଙ୍କୁ ବିଦେଶରେ ପାଠ ପଢାପଢ଼ା ନିମନ୍ତେ ସହାୟତା କରୁଥିଲା, ତା'ସହ ଯୋଗାଯୋଗ କରି ମାସିକ ୨୫ ଟଙ୍କା ହିସାବରେ ଦୁଇ ବର୍ଷ ନିମନ୍ତେ ବୃତ୍ତି ପାଇଲେ । ମାତ୍ର ସେ ସଂସ୍ଥାର ଆଉ ଗୋଟିଏ ସର୍ତ୍ତ ଥିଲା କି ଯେ ସେ ଢେଙ୍କାନାଳ ରାଜାଙ୍କଠାରୁ ମଧ୍ୟ କିଛି ମାସିକ ବୃତ୍ତି ନେବେ । ଢେଙ୍କାନାଳ ରାଜା ଶ୍ରୀ ସୁର ପ୍ରତାପ ସିଂହଦେଓ ତାଙ୍କୁ ମାସିକ ବୃତ୍ତି ଯୋଗାଇଦେବା ପାଇଁ ରାଜିହେଲେ । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ମଧ୍ୟ କିଛି ଅର୍ଥ ଦେଲେ । ଏହାପରେ ସାରଂଗଧରସାରଙ୍ଗଧର ୧୯୦୭ ମସିହାରେ ଜାପାନ ଯାତ୍ରା କଲେ ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ଇଂରେଜ ମାନେ ଆମ ଦେଶକୁ ପରାଧୀନ କରି ରଖିଥିବାରୁ ସେ ଇଂଲଣ୍ଡ କିମ୍ବା ଅନ୍ୟ ୟୁରୋପୀୟ ଦେଶମାନଂକରେ ପଢିବାକୁ ଚାହିଁନଥିଲେ । ସେତେବେଳେ ଏସିଆ ମହାଦେଶରେ ଜାପାନ ଥିଲା ସବୁଠାରୁ ବିକଶିତ ତଥା ଶିଳ୍ପ ସମୃଦ୍ଧ ଦେଶ । ସେଠାରେ ମଧ୍ୟ ଖର୍ଚ କମ ପଡୁଥିଲା । ତେଣୁ ସେ ଜାପାନ ଯିବାକୁ ଇଚ୍ଛୁକ ହେଲେ ।
 
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମନ୍ତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମନ୍ତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଙ୍କର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡିଛାଡ଼ି ଆମେରିକା ଯିବାକୁ ସ୍ଥିର କଲେ ଢେଙ୍କାନାଳ ରାଜା ତାଙ୍କୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂକ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢିପାରିବେପଢ଼ିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମନ୍ତେ ଟିକଟ ଖର୍ଚ୍ଚ ମଧ୍ୟ ତାଙ୍କ ପାଖରେ ନ ଥିଲା । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଙ୍କୁ ୩୦୦ ଟଙ୍କା ପଠାଇଲେ , ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢିବାକୁପଢ଼ିବାକୁ ଆମେରିକା ଯାଉଥିବା ଛାତ୍ର ମାନଙ୍କ ପାଖରେ ଅତି କମ୍‍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମନ୍ତେ ଜାପାନର ଥିବା ଜଣେ ମୁଲତାନ୍‍ ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କୁ ବନ୍ଧୁତା ଦୃଷ୍ଟିରେ ଦାନ ଦେଲେ । ଅନ୍ୟ ଉପାୟ ନ ପାଇ ସାରଂଗଧରସାରଙ୍ଗଧର ତାକୁ ଗ୍ରହଣ କରିଥିଲେ , ହେଲେ ଆମେରିକା ପହଞ୍ଚିବାର ଚାରି ମାସ ମଧ୍ୟରେ ଫେରାଇଦେଇଥିଲେ ।
ହେଲେ ତାଙ୍କ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍‍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ ଛାତ୍ର ମାନଙ୍କୁ ବିଦେଶରେ ପାଠ ପଢା ନିମନ୍ତେ ସହାୟତା କରୁଥିଲା, ତା'ସହ ଯୋଗାଯୋଗ କରି ମାସିକ ୨୫ ଟଙ୍କା ହିସାବରେ ଦୁଇ ବର୍ଷ ନିମନ୍ତେ ବୃତ୍ତି ପାଇଲେ । ମାତ୍ର ସେ ସଂସ୍ଥାର ଆଉ ଗୋଟିଏ ସର୍ତ୍ତ ଥିଲା କି ଯେ ସେ ଢେଙ୍କାନାଳ ରାଜାଙ୍କଠାରୁ ମଧ୍ୟ କିଛି ମାସିକ ବୃତ୍ତି ନେବେ । ଢେଙ୍କାନାଳ ରାଜା ଶ୍ରୀ ସୁର ପ୍ରତାପ ସିଂହଦେଓ ତାଙ୍କୁ ମାସିକ ବୃତ୍ତି ଯୋଗାଇଦେବା ପାଇଁ ରାଜିହେଲେ । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ମଧ୍ୟ କିଛି ଅର୍ଥ ଦେଲେ । ଏହାପରେ ସାରଂଗଧର ୧୯୦୭ ମସିହାରେ ଜାପାନ ଯାତ୍ରା କଲେ ।
 
ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢାପଢ଼ା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢାପଢ଼ା ଶେଷରେ ସେ ହାୱାଇ ସ୍ଥିତ ପାୟା ଚିନି କାରଖାନାରେ ଚିଫ୍‍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ ।
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମନ୍ତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମନ୍ତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଙ୍କର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡି ଆମେରିକା ଯିବାକୁ ସ୍ଥିର କଲେ ଢେଙ୍କାନାଳ ରାଜା ତାଙ୍କୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂକ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମନ୍ତେ ଟିକଟ ଖର୍ଚ୍ଚ ମଧ୍ୟ ତାଙ୍କ ପାଖରେ ନ ଥିଲା । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଙ୍କୁ ୩୦୦ ଟଙ୍କା ପଠାଇଲେ , ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢିବାକୁ ଆମେରିକା ଯାଉଥିବା ଛାତ୍ର ମାନଙ୍କ ପାଖରେ ଅତି କମ୍‍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମନ୍ତେ ଜାପାନର ଥିବା ଜଣେ ମୁଲତାନ୍‍ ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କୁ ବନ୍ଧୁତା ଦୃଷ୍ଟିରେ ଦାନ ଦେଲେ । ଅନ୍ୟ ଉପାୟ ନ ପାଇ ସାରଂଗଧର ତାକୁ ଗ୍ରହଣ କରିଥିଲେ , ହେଲେ ଆମେରିକା ପହଞ୍ଚିବାର ଚାରି ମାସ ମଧ୍ୟରେ ଫେରାଇଦେଇଥିଲେ ।
 
==ବିବାହ==
ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢା ଶେଷରେ ସେ ହାୱାଇ ସ୍ଥିତ ପାୟା ଚିନି କାରଖାନାରେ ଚିଫ୍‍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ ।
କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଂଗଧରଂକରସାରଙ୍ଗଧରଙ୍କର ଫ୍ରିଡା ହାଉସରିଥ୍‍ ନାମ୍ନୀ ସୁଇଡେନ୍‍ ରୁସୁଇଡେନ୍‍‌ରୁ ଆମେରିକାକୁ ଆସିଥିବା ଛାତ୍ରୀଂକଛାତ୍ରୀଙ୍କ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍‍ ଗୀତାର କର୍ମ ଯୋଗ ତାଂକୁତାଙ୍କୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଂକନେତାଙ୍କ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଂଗଧରଂକୁସାରଙ୍ଗଧରଙ୍କୁ ଭେଟିଥିଲେ ଓ ତାଂକରତାଙ୍କର ବାସ୍ତବବାଦୀ ଚିଂତାଧାରାଚିନ୍ତାଧାରା ଫ୍ରିଡାଂକୁଫ୍ରିଡାଙ୍କୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଂକଦୁଇଜଣଙ୍କ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।
 
ସେ ଭିତରେ ଫ୍ରୀଡାଂକଫ୍ରୀଡାଙ୍କ ଭାରତର ଶିକ୍ଷା ତଥା ସ୍ୱାସ୍ଥ୍ୟ ଉପରେ ଲେଖା କଲିକତାର ମଡର୍ଣ ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ଆଁଏରିକାଆମେରିକା ଯାଇଥିବା ସାର୍‍ ଜଗଦୀଶ ଚଂଦ୍ରଚନ୍ଦ୍ର ବୋଷ୍‍ଂକବୋଷଙ୍କ ସହ ସେ ସାକ୍ଷାତକାର କରିଥିଲେ ଓ ବୋଷ ଦମ୍ପତ୍ତି ତାଂକୁତାଙ୍କୁ କଲିକତା ଆସି ବ୍ରାହ୍ମ ବାଳିକା ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଆମଂତ୍ରଣଆମନ୍ତ୍ରଣ କରିଥିଲେ । ମାତ୍ର ବ୍ରିଟିଶ୍‍ ଦୂତାବାସ ଫ୍ରିଡାଂକୁଫ୍ରିଡାଙ୍କୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ । ସେ ଆଉ କୌଣସି ଉପାୟରେ ଭାରତ ଆସିପାରିବେ ପଚାରି ସାରଂଗଧରଂକୁସାରଙ୍ଗଧଙ୍କୁ ପତ୍ର ଦେଇଥିଲେ । ଏକ ପତ୍ରରେ ସାରଂଗଧରସାରଙ୍ଗଧର ତାଂକୁତାଙ୍କୁ ବିବାହ ପ୍ରସ୍ତାବ ଦେ‍ଇଥିଲେ
=‌=ବିବାହ==
 
କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଂଗଧରଂକର ଫ୍ରିଡା ହାଉସରିଥ୍‍ ନାମ୍ନୀ ସୁଇଡେନ୍‍ ରୁ ଆମେରିକାକୁ ଆସିଥିବା ଛାତ୍ରୀଂକ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍‍ ଗୀତାର କର୍ମ ଯୋଗ ତାଂକୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଂକ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଂଗଧରଂକୁ ଭେଟିଥିଲେ ଓ ତାଂକର ବାସ୍ତବବାଦୀ ଚିଂତାଧାରା ଫ୍ରିଡାଂକୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଂକ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।
 
ସେ ଭିତରେ ଫ୍ରୀଡାଂକ ଭାରତର ଶିକ୍ଷା ତଥା ସ୍ୱାସ୍ଥ୍ୟ ଉପରେ ଲେଖା କଲିକତାର ମଡର୍ଣ ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ଆଁଏରିକା ଯାଇଥିବା ସାର୍‍ ଜଗଦୀଶ ଚଂଦ୍ର ବୋଷ୍‍ଂକ ସହ ସେ ସାକ୍ଷାତକାର କରିଥିଲେ ଓ ବୋଷ ଦମ୍ପତ୍ତି ତାଂକୁ କଲିକତା ଆସି ବ୍ରାହ୍ମ ବାଳିକା ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଆମଂତ୍ରଣ କରିଥିଲେ । ମାତ୍ର ବ୍ରିଟିଶ୍‍ ଦୂତାବାସ ଫ୍ରିଡାଂକୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ । ସେ ଆଉ କୌଣସି ଉପାୟରେ ଭାରତ ଆସିପାରିବେ ପଚାରି ସାରଂଗଧରଂକୁ ପତ୍ର ଦେଇଥିଲେ । ଏକ ପତ୍ରରେ ସାରଂଗଧର ତାଂକୁ ବିବାହ ପ୍ରସ୍ତାବ ଦେ‍ଇଥିଲେ
 
==ସମାଜ ସେବା==
Line ୫୭ ⟶ ୫୬:
୧୯୫୭ ମସିହା ଲୋକସଭା ନିର୍ବାଚନରେ ସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । <ref name=ucb-echoes>{{cite web|title=Echoes of Freedom: South Asian Pioneers in California, 1899-1965|url=http://www.lib.berkeley.edu/SSEAL/echoes/chapter6/chapter6.html|publisher=The Library, University of California, Berkeley|accessdate=28 January 2015}}</ref> ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟା ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ :-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।
 
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା , ଭିନ୍ନ ଭିନ୍ନ ମୋଡ ।
 
୧୯୪୬ ମସିହା ଓଡିଶାଓଡ଼ିଶା ବିଧାନସଭାକୁ ଯିବା ପାଇଁ ତାଂକୁତାଙ୍କୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀ ରୁ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତାପ୍ରତିଦ୍ଵନ୍ଦିତା କରିବାକୁ ହୋଇଥିଲା |ସେଠରେ। ସେଠାରେ ସେ ବିଧାନସଭା କୁବିଧାନସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ | ସେତେବେଳେ ବିଧାନସଭାରେ ଓଡିଆଓଡ଼ିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା |କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀନ୍କ ମହାରାଣୀଙ୍କ ଇଂରାଜୀ ଭାଷାର ପ୍ରଭୁତ୍ବ ପ୍ରଭୁତ୍ଵ ହ୍ରାସ ପାଇନଥିଲା |ସାରଂଗଧର ସାରଙ୍ଗଧର କିନ୍ତୁ ବାଚସ୍ପତି ନ୍କ ବାଚସ୍ପତିଙ୍କ ବାରଣ ସତ୍ବେସତ୍ତ୍ଵେ ଓଡିଶାଓଡ଼ିଶା ବିଧାନସଭାରେ ନିଜ ମାତୃଭାଷା ଓଡିଆରେ ଓଡ଼ିଆରେ ଭାଷଣ ଦେବା ଆରମ୍ଭ କରିଦେଲେ |ତାଂକର। ତାଙ୍କର ଯୁକ୍ତି ଥିଲା ,ଓଡିଶା ଓଡ଼ିଶା ବିଧାନସଭାରେ ଓଡିଆରେଓଡ଼ିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ? ଇଂଲଣ୍ଡର ହାଉସ୍ ଅଫ୍ କମନସ୍ ରେକମନସ୍‌ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?
 
୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା । ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ଵରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ । ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ଵାର ଜଳମଗ୍ନ ହୋଇଯିବ । ସେମାନେ ଅନାଥ ହୋଇଯିବେ ବୋଲି ବଲାଙ୍ଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ କରିଥିଲେ । ସାରଙ୍ଗଧର ଓଡିଶାଓଡ଼ିଶା ବିଧାନସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ |ଗଡଜାତ ରାଜାମାନଂକରାଜାମାନଙ୍କ ଦ୍ବାରାଦ୍ଵାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି |ଜଂଗଲଜାତ। ଜଙ୍ଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି |ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡିଶାଓଡ଼ିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଂକଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି |ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି ,ଆଦିବାସୀମାନଂକ ଆଦିବାସୀମାନଙ୍କ ସମର୍ଥନରେ ସ୍ବତନ୍ତ୍ରସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା |ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢି ରପିଢିର ଲୋକେ ନୁହନ୍ତି, ,ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ |ସମ୍ବଲପୁର୍ ଜିଲ୍ଲାର ବହୁ ଅଂଚଳରେଅଞ୍ଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ |ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ ,ପଶ୍ଚିମ ଓଡିଶାରେଓଡ଼ିଶାରେ ଶିଳ୍ପର ପ୍ରସାର ଘଟିବ |ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ |
୧୯୪୬ ମସିହା ଓଡିଶା ବିଧାନସଭାକୁ ଯିବା ପାଇଁ ତାଂକୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ହୋଇଥିଲା |ସେଠରେ ସେ ବିଧାନସଭା କୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ | ସେତେବେଳେ ବିଧାନସଭାରେ ଓଡିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା |କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀନ୍କ ଇଂରାଜୀ ଭାଷାର ପ୍ରଭୁତ୍ବ ହ୍ରାସ ପାଇନଥିଲା |ସାରଂଗଧର କିନ୍ତୁ ବାଚସ୍ପତି ନ୍କ ବାରଣ ସତ୍ବେ ଓଡିଶା ବିଧାନସଭାରେ ନିଜ ମାତୃଭାଷା ଓଡିଆରେ ଭାଷଣ ଦେବା ଆରମ୍ଭ କରିଦେଲେ |ତାଂକର ଯୁକ୍ତି ଥିଲା ,ଓଡିଶା ବିଧାନସଭାରେ ଓଡିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ?ଇଂଲଣ୍ଡର ହାଉସ୍ ଅଫ୍ କମନସ୍ ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?
1946 ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା |ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ବରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ |ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ବାର ଜଳମଗ୍ନ ହୋଇଯିବ |ସେମାନେ ଅନାଥ ହୋଇଯିବେ ବୋଲି ବଲାଂଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଂକ କୁମ୍ଭୀର କାନ୍ଦଣ| ଆରମ୍ଭ କରିଥିଲେ |
ସାରଙ୍ଗଧର ଓଡିଶା ବିଧାନସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ |ଗଡଜାତ ରାଜାମାନଂକ ଦ୍ବାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି |ଜଂଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି |ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଂକ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି |ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି ,ଆଦିବାସୀମାନଂକ ସମର୍ଥନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା |ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢି ର ଲୋକେ ନୁହନ୍ତି ,ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ |ସମ୍ବଲପୁର୍ ଜିଲ୍ଲାର ବହୁ ଅଂଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ |ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ ,ପଶ୍ଚିମ ଓଡିଶାରେ ଶିଳ୍ପର ପ୍ରସାର ଘଟିବ |ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ |
ବିଧାନସଭାରେ ସାରଂଗଧର ମଧ୍ୟ ଥିଲେ ଗରିବ କୃଷକ ,ଶ୍ରମିକ ମାନଂକ ସ୍ବାର୍ଥର ଜାଗ୍ରତ ପ୍ରହରୀ |ଆଦିବାସୀ ମାନଂକ ପାଇଁ ତାଂକ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା |ସେ ବେସରକାରୀ ସ୍ତରରେ ଗଡଜାତ ଅଂଚଳର ଦୁଃସ୍ଥ ରାଜନୈତିକ କର୍ମୀନ୍କ ପିଲାମାନଂକ ଶିକ୍ଷାପାଇଁ ମାଳତୀ ଚୌଧୁରୀଂକ ସହ ୧୯୪୬ ମସିହାରେ ଅନୁଗୁଳ ଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ '|ଏଠାରେ ଆଦିବାସୀ ଓ ହରିଜନ ପିଲାମାନଂକୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା |ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମ୍ ର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ ,ରମାଦେବୀ ,ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ |
 
ବିଧାନସଭାରେ ସାରଂଗଧରସାରଙ୍ଗଧର ମଧ୍ୟ ଥିଲେ ଗରିବ କୃଷକ , ଶ୍ରମିକ ମାନଂକମାନଙ୍କ ସ୍ବାର୍ଥରସ୍ଵାର୍ଥର ଜାଗ୍ରତ ପ୍ରହରୀ |ଆଦିବାସୀ ମାନଂକମାନଙ୍କ ପାଇଁ ତାଂକତାଙ୍କ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା |ସେ ବେସରକାରୀ ସ୍ତରରେ ଗଡଜାତ ଅଂଚଳରଅଞ୍ଚଳର ଦୁଃସ୍ଥ ରାଜନୈତିକ କର୍ମୀନ୍କକର୍ମୀଙ୍କ ପିଲାମାନଂକପିଲାମାନଙ୍କ ଶିକ୍ଷାପାଇଁ ମାଳତୀ ଚୌଧୁରୀଂକ ଚୌଧୁରୀଙ୍କ ସହ ୧୯୪୬ ମସିହାରେ ଅନୁଗୁଳ ଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ '|ଏଠାରେ ଆଦିବାସୀ ଓ ହରିଜନ ପିଲାମାନଂକୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା |ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମ୍ ରଜୁଲୁମର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ, ରମାଦେବୀ,ରମାଦେବୀ ,ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ |
 
ସାରଂଗଧରଂକର ଗାନ୍ଧିସାରଙ୍ଗଧରଙ୍କର ଗାନ୍ଧୀ-ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ୍ ଉପରେ ଯଥେଷ୍ଟ ଭରସା ଥିଲା |ସେ ଆଶା କରୁଥିଲେ କଂଗ୍ରେସ୍ ରାଜନୈତିକ ସ୍ବାଧିନତାସ୍ଵାଧିନତା ଆଣି ସାରିବା ପରେ ଅର୍ଥନୈତିକ ସ୍ବାଧିନତାସ୍ଵାଧୀନତା ମଧ୍ୟ ଆଣିଦେବ |ସେ କଂଗ୍ରେସ୍ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ |
କିନ୍ତୁ ତାଂକରତାଙ୍କର ସେ ସ୍ବପ୍ନସ୍ଵପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ |ସର୍ଦ୍ଦାର୍ ପଟେଲଂକପଟେଲଙ୍କ ଉଦ୍ୟମ ଫଳରେ ମୟୁରଭଂଜମୟୂରଭଞ୍ଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡିଶାଓଡ଼ିଶା ସହିତ ମିଶ୍ରଣ ହେଲା ସତ , ହେଲେ ରାଜାମାନଂକୁରାଜାମାନଙ୍କୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଂକା ଟଙ୍କା ଭତ୍ତା ଦିଆଗଲା |। ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ, ଆଦିବାସୀ ମାନଙ୍କୁ ଚାଷଜମି, ବାସଭୂମି ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଗଲା ନାହିଁ । ସେମାନେ ମହରଗରୁ ଯାଇ କାନ୍ତାରରେ ପଡିଲେ । ସୋସାଲିଷ୍ଟମାନଂକୁ ପ୍ରସ୍ତାବ ପାସ୍ କରି କଂଗ୍ରେସରୁ ତଡି ସାରିଲା ପରେ କଂଗ୍ରେସ୍ ଭିତରେ ଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀର ନେତା ସର୍ଦ୍ଦାର୍ ପଟେଲ୍ ରାଜା, ଜମିଦାର, ଶିଳ୍ପପତିମାନଙ୍କୁ ନିର୍ବାଚନରେ ଟିକଟ ଦେଇ କଂଗ୍ରେସ୍ ଭିତରେ ଥଇଥାନ କରିବାକୁ ଲାଗିଲେ । ଏ ପ୍ରକ୍ରିୟା ସ୍ଵାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ।
 
ସେତେବେଳେ ଓଡିଶାଓଡ଼ିଶା କଂଗ୍ରେସ୍ କମିଟି ତରଫରୁ ବିଧାନସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ବଦାୟିତ୍ଵ ଡକ୍ଟର ହରେକୃଷ୍ଣ ମହତାବ , ନବକୃଷ୍ଣ ଚୌଧୁରୀ ଏବଂ ବାଂକବିହାରୀବାଙ୍କବିହାରୀ ଦାସଂକଦାସଙ୍କ ଉପରେ ନ୍ୟସ୍ତ ଥିଲା |କମର୍ସ୍ କନଷ୍ଟିଚ୍ବେନ୍ସିକନଷ୍ଟିଚ୍ଵେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ , ଯୁବନେତା ସୁରଜମଲ୍ଲ ଶାହାଂକୁ ଶାହାଙ୍କୁ କଂଗ୍ରେସ୍ ତରଫରୁ ପ୍ରାର୍ଥୀ କରାଯିବ | କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ବାଧିନତାସ୍ଵାଧୀନତା ସଂଗ୍ରାମୀ ଥିଲେ |କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡ୍ ରବୋର୍ଡର ଅଧ୍ୟକ୍ଷ ସର୍ଦ୍ଦାର୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର୍ ମହାତାବଂକମହାତାବଙ୍କ ନାମରେ ଆସି କଂଗ୍ରେସ୍ ଅଫିସ୍ ରେ ଅଫିସରେ ପହଂଚିଲାପହଞ୍ଚିଲା |ସେ ଚିଠି ଖୋଲା ଗଲା ପରେ ଦେଖାଗଲା , ସେଥିରେ ଦଶ ହଜାର ଟଂକା ର ଏକ ଚେକ୍ ଏବଂ ମହାତାବଂକ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଂକର ପଟେଲଙ୍କର ଖଣ୍ଡେ ଚିଠି ଅଛି |ସେ ଚିଠିରେ ଲେଖାଥିଲା ଯେ , ଏ ଦଶ ହଜାର ଟଂକାଟଙ୍କା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡିଶାଓଡ଼ିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା |ଏ ଚାନ୍ଦା ସହିତ ଓଡିଶାରଓଡ଼ିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀନ୍କୁ ଥିରାନୀଙ୍କ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ |ଜି.ଡି .ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଂଟ୍ଓରିଏଣ୍ଟ କାଗଜକଳ ପରିଚାଳକ |ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ |ଧିରେ ଧିରେ କଂଗ୍ରେସ୍ ଯେ ରାଜା ,ଜମିଦାର୍ ,ଶିଳ୍ପପତିମାନଂକ ଶିଳ୍ପପତିମାନଙ୍କ ସ୍ବାର୍ଥସ୍ଵାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଂଗଧରସାରଙ୍ଗ |ସେ ଅନୁଭବ କଲେ ଯେ,ବିଧାନସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ,ଅତ୍ୟାଚାରିତ ପ୍ରଜାମାନଙ୍କ ପ୍ରଜାମାନଂକ ସ୍ବାର୍ଥରକ୍ଷା ସ୍ଵାର୍ଥରକ୍ଷା ପାଇଁ କୌଣସି ଆଇନ୍ କରିପାରୁନାହାନ୍ତି | ବରଂ ତାଂକର ତାଙ୍କର ତୀବ୍ର ବିରୋଧ ସତ୍ତ୍ବେସତ୍ତ୍ଵେ ତାଂକତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା |କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ୍ କଂଗ୍ରେସ ଲୋକଂକଲୋକଙ୍କ ସଲାସୁତୁରା ଥିଲା |
 
==ଆଧାର==
{{ଆଧାର}}
{{ଅଧାଗଢା}}
[[ଶ୍ରେଣୀ:୧୮୮୭ ଜନ୍ମ]]
[[ଶ୍ରେଣୀ:୧୯୫୭ ମୃତ୍ୟୁ]]
[[ଶ୍ରେଣୀ:ଢେଙ୍କାନାଳ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଭାରତର ସ୍ଵାଧୀନତା ସଂଗ୍ରାମୀ]]
{{ଅଧାଗଢା}}
ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ ,ଆଦିବାସୀ ମାନଂକୁ ଚାଷଜମି ,ବାସଭୂମି ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ,ତାହା ପୂରଣ କରାଗଲା ନାହିଁ |ସେମାନେ ମହାରଗରୁ ଯାଇ କାନ୍ତାରରେ ପଡିଲେ |ସୋସାଲିଷ୍ଟମାନଂକୁ ପ୍ରସ୍ତାବ ପାସ୍ କରି କଂଗ୍ରେସରୁ ତଡି ସାରିଲା ପରେ କଂଗ୍ରେସ୍ ଭିତରେ ଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀର ନେତା ସର୍ଦ୍ଦାର୍ ପଟେଲ୍ ରାଜା ,ଜମିଦାର୍ ,ଶିଳ୍ପପତିମାନଂକୁ ନିର୍ବାଚନରେ ଟିକଟ ଦେଇ କଂଗ୍ରେସ୍ ଭିତରେ ଥଇଥାନ କରିବାକୁ ଲାଗିଲେ |ଏ ପ୍ରକ୍ରିୟା ସ୍ବାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା |
ସେତେବେଳେ ଓଡିଶା କଂଗ୍ରେସ୍ କମିଟି ତରଫରୁ ବିଧାନସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ବ ଡକ୍ଟର ହରେକୃଷ୍ଣ ମହତାବ ,ନବକୃଷ୍ଣ ଚୌଧୁରୀ ଏବଂ ବାଂକବିହାରୀ ଦାସଂକ ଉପରେ ନ୍ୟସ୍ତ ଥିଲା |କମର୍ସ୍ କନଷ୍ଟିଚ୍ବେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ ,ଯୁବନେତା ସୁରଜମଲ୍ଲ ଶାହାଂକୁ କଂଗ୍ରେସ୍ ତରଫରୁ ପ୍ରାର୍ଥୀ କରାଯିବ | କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ବାଧିନତା ସଂଗ୍ରାମୀ ଥିଲେ |କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡ୍ ର ଅଧ୍ୟକ୍ଷ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର୍ ମହାତାବଂକ ନାମରେ ଆସି କଂଗ୍ରେସ୍ ଅଫିସ୍ ରେ ପହଂଚିଲା |ସେ ଚିଠି ଖୋଲା ଗଲା ପରେ ଦେଖାଗଲା ,ସେଥିରେ ଦଶ ହଜାର ଟଂକା ର ଏକ ଚେକ୍ ଏବଂ ମହାତାବଂକ ପାଖକୁ ସର୍ଦ୍ଦାର୍ ପଟେଲଂକର ଖଣ୍ଡେ ଚିଠି ଅଛି |ସେ ଚିଠିରେ ଲେଖାଥିଲା ଯେ ,ଏ ଦଶ ହଜାର ଟଂକା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା |ଏ ଚାନ୍ଦା ସହିତ ଓଡିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀନ୍କୁ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ |ଜି.ଡି .ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଂଟ୍ କାଗଜକଳ ପରିଚାଳକ |ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ |ଧିରେ ଧିରେ କଂଗ୍ରେସ୍ ଯେ ରାଜା ,ଜମିଦାର୍ ,ଶିଳ୍ପପତିମାନଂକ ସ୍ବାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଂଗଧର |ସେ ଅନୁଭବ କଲେ ଯେ,ବିଧାନସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ ,ଅତ୍ୟାଚାରିତ ପ୍ରଜାମାନଂକ ସ୍ବାର୍ଥରକ୍ଷା ପାଇଁ କୌଣସି ଆଇନ୍ କରିପାରୁନାହାନ୍ତି | ବରଂ ତାଂକର ତୀବ୍ର ବିରୋଧ ସତ୍ତ୍ବେ ତାଂକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା |କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ୍ ଲୋକଂକ ସଲାସୁତୁରା ଥିଲା |