"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୭ କ ଧାଡ଼ି:
[[ଶ୍ରେଣୀ:ଭାରତର ସ୍ଵାଧୀନତା ସଂଗ୍ରାମୀ]]
ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ ,ଆଦିବାସୀ ମାନଂକୁ ଚାଷଜମି ,ବାସଭୂମି ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ,ତାହା ପୂରଣ କରାଗଲା ନାହିଁ |ସେମାନେ ମହାରଗରୁ ଯାଇ କାନ୍ତାରରେ ପଡିଲେ |ସୋସାଲିଷ୍ଟମାନଂକୁ ପ୍ରସ୍ତାବ ପାସ୍ କରି କଂଗ୍ରେସରୁ ତଡି ସାରିଲା ପରେ କଂଗ୍ରେସ୍ ଭିତରେ ଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀର ନେତା ସର୍ଦ୍ଦାର୍ ପଟେଲ୍ ରାଜା ,ଜମିଦାର୍ ,ଶିଳ୍ପପତିମାନଂକୁ ନିର୍ବାଚନରେ ଟିକଟ ଦେଇ କଂଗ୍ରେସ୍ ଭିତରେ ଥଇଥାନ କରିବାକୁ ଲାଗିଲେ |ଏ ପ୍ରକ୍ରିୟା ସ୍ବାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା |
ସେତେବେଳେ ଓଡିଶା କଂଗ୍ରେସ୍ କମିଟି ତରଫରୁ ବିଧାନସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ବ ଡକ୍ଟର ହରେକୃଷ୍ଣ ମହତାବ ,ନବକୃଷ୍ଣ ଚୌଧୁରୀ ଏବଂ ବାଂକବିହାରୀ ଦାସଂକ ଉପରେ ନ୍ୟସ୍ତ ଥିଲା |କମର୍ସ୍ କନଷ୍ଟିଚ୍ବେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ ,ଯୁବନେତା ସୁରଜମଲ୍ଲ ଶାହାଂକୁ କଂଗ୍ରେସ୍ ତରଫରୁ ପ୍ରାର୍ଥୀ କରାଯିବ | କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ବାଧିନତା ସଂଗ୍ରାମୀ ଥିଲେ |କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡ୍ ର ଅଧ୍ୟକ୍ଷ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ