"ଭୂମିକମ୍ପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
ଭୂମିକମ୍ପକୁ ଆମେ [[ସିସ୍‌ମୋମିଟର]] (seismometers) ଦ୍ଵାରା ମାପିଥାଉ । [[ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍]] ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ ।
ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।<ref>{{cite web|url=http://www.crustal.ucsb.edu/outreach/faq.php |title=Earthquake FAQ |publisher=Crustal.ucsb.edu |accessdate=2011-07-24}}</ref>
 
[[ଫାଇଲ:Quake epicenters 1963-98.png|thumb|300px|ପୃଥିବୀର ଭୂମିକମ୍ପ କେନ୍ଦ୍ରସ୍ଥଳ, ୧୯୬୩-୧୯୯୮]]
== ପ୍ରାକୃତିକ ଭୂମିକମ୍ପ ==
[[ଫାଇଲ:Global plate motion 2008-04-17.jpg|thumb|300px|Global plate tectonic movement]]
ଶୀଳାସ୍ତରୀୟ ଭୂମିକମ୍ପ (tectonic earthquake) ପୃଥିବୀର ଯେ କୌଣସି ସ୍ଥାନରେ ହୋଇପାରେ ଯେଉଁଠାରେ ଯଥେଷ୍ଟ ଇଲାସ୍ଟିକ ସ୍ଟ୍ରେନ (strain) ଏନର୍ଜି ଷ୍ଟୋର ହୋଇ ଥାଏ ଯାହା ଶୀଳା ତୃଟି ସ୍ଥାନରେ ଘୁଞ୍ଚେଇବାକୁ ସକ୍ଷମ ଥାଏ । ଏହି ସ୍ତର ପରଷ୍ପର ସ‌ହିତ ଘଷି ହୋଇଥାଆନ୍ତି ଯେ ପର୍ଯ୍ୟନ୍ତ ସ୍ତର ଗୁଡ଼ିକ ପାଲିସ୍ ଥାଏ ଓ କୌଣସି ଆବୁଡ଼ଖାବୁଡ଼ା ବା ଅନିୟମିତ‌ତା ନ ଥାଏ । ଏହି ଘଷି ହେବା ସ୍ଥାନ ଲାଖିବା-ଖସିବା ପଦ୍ଧତିରେ ଘୁଞ୍ଚି ଯାଉଥାଆନ୍ତି । କିନ୍ତୁ ଥରେ ଲାଖିରହିଗଲେ ପ୍ରବଳ ଚାପ ସୃଷ୍ଟି ହୁଏ ଓ ସେହି ଶକ୍ତି ବା ଏନର୍ଜି ଗଚ୍ଛିତ ହୋଇଥାଏ । ଏହି ପରି ଚାପ ବୃଦ୍ଧି ପ୍ରାପ୍ତ ହୋଇ ଅବଶେଷରେ ଲାଖି ନ ରହି ଘୁଞ୍ଚିବାକୁ ଆରମ୍ଭ କରନ୍ତି ଓ [[ଗଚ୍ଛିତ ଶକ୍ତି]] ନିର୍ଗତ ହୁଏ ।<ref name="Ohnaka">{{cite book | url=http://books.google.co.uk/books?id=Bp0gAwAAQBAJ&pg=PA234&dq=tectonic+earthquake+stored+strain+energy&hl=en&sa=X&ei=8e8PVMPCOeuy7Abjj4GIDw&ved=0CC0Q6AEwAg#v=onepage&q=tectonic%20earthquake%20stored%20strain%20energy&f=false | title=The Physics of Rock Failure and Earthquakes | publisher=Cambridge University Press | author=Ohnaka, M. | year=2013 | pages=148 | isbn=9781107355330}}</ref> [[ବିକୀରିତ ଇଲାସ୍ଟିକ ସ୍ଟ୍ରେନ ସିସ୍‌ମିକ୍ ତରଙ୍ଗ]] ([[radiated elastic strain seismic waves]]), ଘର୍ଷଣ ଉତ୍ତାପ ଓ ଶୀଳା ଫାଟିବା ଇତ୍ୟାଦିଙ୍କ ମିଳିତ ପ୍ରଭାବ ଯୋଗୁ ଭୁମିକମ୍ପ ଜାତ ହୁଏ । ବର୍ଦ୍ଧିଷ୍ଣୁ ଚାପ ଓ ଭୂମିକମ୍ପ ଫେଲ୍‌ହେବାକୁ ଇଲାସ୍ଟିକ ରିବାଉଣ୍ଡ ଥିଓରି କୁହାଯାଏ । ହିସାବରୁ ଜଣାଯାଏ, ଗଚ୍ଛିତ ଶକ୍ତିର ୧୦ % କିମ୍ବା ତା'ଠାରୁ କମ୍ ଶକ୍ତି ଭୂମିକମ୍ପରେ ବିକୀରିତ ସିସ୍‌ମିକ୍ ଶକ୍ତି ଆକାରରେ ବାହାରେ । ଭୂମିକମ୍ପ ଶକ୍ତିର ଅଧିକାଂଶ ଭାଗ ଭୂକମ୍ପ ଭଗ୍ନ ବୃଦ୍ଧିରେ ଲାଗେ ବା ଘର୍ଷଣ ଯୋଗୁ ଉତ୍ତାପ ଜାତ ହୁଏ । ଅତଏବ ଭୂମିକମ୍ପ ପୃଥିବୀର ଉପଲବ୍‌ଧ ପୋଟେନ୍‌ସିଆଲ ଶକ୍ତି କମାଏ ଓ ଉତ୍ତାପ ବଢ଼ାଏ ଯଦିଓ ଏହି ପରିବର୍ତ୍ତନ ପୃଥିବୀର ଅଭ୍ୟନ୍ତରରୁ ଜାତ କଣ୍ଡକ୍ଟିଭ୍ ଓ କନ୍‌ଭେକ୍‌ଟିଭ ଉତ୍ତାପ ପ୍ରବାହ ଅପେକ୍ଷା ନ‌ଗନ୍ୟ ।<ref name="USGS1">{{cite web | last = Spence | first = William |author2=S. A. Sipkin |author3=G. L. Choy | title = Measuring the Size of an Earthquake | publisher = [[United States Geological Survey]] | year= 1989 | url = http://earthquake.usgs.gov/learning/topics/measure.php|accessdate = 2006-11-03 }}</ref>
 
 
== ଆଧାର ==
"https://or.wikipedia.org/wiki/ଭୂମିକମ୍ପ"ରୁ ଅଣାଯାଇଅଛି