"ମିଶେଲ୍ ଫୁକୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଦାର୍ଶନିକ using HotCat
No edit summary
୧ କ ଧାଡ଼ି:
ମିଶେଲ୍ ଫୁକୋ (୧୫ ଅକ୍ଚୋବର୍ ୧୯୨୬ – ୨୫ ଜୁନ୍ ୧୯୮୪) ଜଣେ ଫରାସୀ ଦାର୍ଶନିକ, ତତ୍ତ୍ୱବିତ୍, ଅବଧାରଣାର ଐତିହାସିକ, ତଥା ସାହିତ୍ୟ ସମାଲୋଚକ ଥିଲେ । ତାଙ୍କର ତତ୍ତ୍ୱଗୁଡିକ ଜ୍ଞାନ ଓ କ୍ଷମତା ମଧ୍ୟର ସମ୍ପର୍କ, ଓ ଏହି ସମ୍ପର୍କଗୁଡିକ ଦ୍ୱାରା କିପରି ସାମାଜିକ ଅନୁଷ୍ଠାନ ମଧ୍ୟ ଦେଇ ସାମାଜିକ ନିୟନ୍ତ୍ରଣ ସଂଗଠିତ ହୋଇଥାଏ ତାହାର ବର୍ଣନା ଦେଇ ଥାଏ । ଯଦିଓ ଅନେକେ ତାଙ୍କୁ ଉତ୍ତର-ସଂରଚନାବାଦୀ ଓ ଉତ୍ତର-ଆଧୁନିକତାବାଦୀ ବୋଲି ଧରନ୍ତି, ସେ ନିଜର ଚିନ୍ତନକୁ ଆଧୁନିକତାର ଏକ ଆଲେଚନାତ୍ମକ ଇତିହାସ ଭାବରେ ଉପସ୍ଥାପନା କରୁଥିଲେ । ତାଙ୍କର କାମ ଉଭୟ ସାମାଜିକ କର୍ମୀମାନଙ୍କ ମଧ୍ୟରେ ଓ ଏକାଡେମିକ୍ ମହଲରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଅଛି ।
==ଜିବନୀ==
 
==ଅଧାର==
{{ଅଧାର}}
[[ଶ୍ରେଣୀ:ଦାର୍ଶନିକ]]