"ଜାନକୀ ବଲ୍ଲଭ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୨ କ ଧାଡ଼ି:
}}
 
'''ଜାନକୀ ବଲ୍ଲଭ ପଟ୍ଟନାୟକ''' (ଜନ୍ମ: ୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ୱାଦିକ ଓ ସାରସ୍ୱତ ସ୍ରଷ୍ଟା ଥିଲେ। ସେ ଓଡ଼ିଶାର [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ]], [[ଆସାମ]]ର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭଳି ବହୁ ଦାୟିତ୍ୱ ସମ୍ଭାଳିଛନ୍ତି ।
 
ଜାନକୀ ବଲ୍ଲଭ ପଟ୍ଟନାୟକ [[ପୁରୀ ଜିଲ୍ଲା]]ର ରାମେଶ୍ଵରଠାରେ ଜନ୍ମଗହଣ କରିଥିଲେ ।<ref>{{cite web |url= http://www.odishafiles.com/2012/11/shri-janaki-ballav-patnaik.html |title=Odisha Files: Events: Shri Janaki Ballav Patnaik |first= |last=|work=odishafiles.com |year=2012|quote=born on 3rd January 1927 at Rameswar of Puri. |accessdate=5 February 2013}}</ref>