"କଣ୍ଠଅଳତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲେଖା ଚାଲିଛି।
ଲେଖା ସରିଲା ।
୧ କ ଧାଡ଼ି:
{{ଲେଖା ଚାଲିଛି}}
{{ଛୋଟ|Diphtheria}}
{{Infobox disease
Line ୨୫ ⟶ ୨୪:
<!-- ପ୍ରତିଷେଧ ଓ ଚିକିତ୍ସା -->
ଏହି ରୋଗର ପ୍ରତିଷେଧ ନିମନ୍ତେ ଫର୍ମୁଲାରେ ଟିକା ମିଳୁଛି ।<!-- <ref name=CDC2012Pink/> --> ପିଲାଦିନେ [[ଟିଟାନସ୍ ଟକ୍‌ସଏଡ]] ([[tetanus toxoid]]) ଓ ଲହର କାଶ ଟିକା ([[acellular pertussis vaccine]]) ସ‌ହ ଏହି ଟିକା ତିନି ବା ଚାରି ଡୋଜ୍‌ରେ ଦିଆଯାଏ ।<!-- <ref name=CDC2012Pink/> --> ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ରକ୍ତରେ ଆଣ୍ଟିଟକ୍‌ସିନ ମାତ୍ରା ପରୀକ୍ଷା କରି ପ୍ରତିଷେଧ କ୍ଷମତା ଆକଳନ କରାଯାଏ ।<!-- <ref name=CDC2012Pink/> -->ଏରିଥ୍ରୋମାଇସିନ ଓ ପେନିସିଲିନ ଜି ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ ।<!-- <ref name=CDC2012Pink/> --> ଡିଫ୍‌ଥେରିଆ ଆଣ୍ଟିଟକ୍‌ସିନ୍ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ ଏହି ଆଣ୍ଟିବାୟୋଟିକ ଦିଆଯାଇପାରେ ।<!-- <ref name=CDC2012Pink/> --> ସାଙ୍ଘାତିକ ରୋଗ ହୋଇ ତଣ୍ଟି ବନ୍ଦ ହୋଇଆସୁଥିଲେ [[ଟ୍ରାକିଓସ୍ଟୋମି]] ଅପରେଶନ କରାଯାଏ ।<ref name=WHO2006/>
 
<!-- ରୋଗାନୁଶୀଳନ ଓ ଇତିହାସ -->
୧୯୮୦ ମସିହାରେ ୧୦୦,୦୦୦ ରୋଗୀ ରପୋର୍ଟ ହୋଇଥିବା ବେଳେ ଅଫିସିଆଲି ୨୦୧୩ ମସିହାରେ କମିଯାଇ ୪,୭୦୦ ହୋଇଛି । <ref>{{cite web|title=Diphtheria|url=http://www.who.int/immunization/monitoring_surveillance/burden/diphtheria/en/|website=who.int|accessdate=27 March 2015|date=3 September 2014}}</ref> ସେ ଯାହାହେଉ, ୧୯୮୦ ମସିହା ପୂର୍ବରୁ ନିୟୁତ ନିୟୁତ ଲୋକ ଏହି ରୋଗ ଭୋଗ କରୁଥିଲା । <ref name=WHO2006/> ଅଧୁନା ଏହି ରୋଗ ମୂଖ୍ୟତଃ [[ସବ୍‌ସାହାରା ଆଫ୍ରିକା]], [[ଭାରତ]] ଓ [[ଇଣ୍ଡୋନେସିଆ]]ରେ ଦେଖାଯାଉଛି । <ref name=WHO2006/><ref>{{cite book|title=Mandell, Douglas, and Bennett's Principles and Practice of Infectious Diseases|date=2014|publisher=Elsevier Health Sciences|isbn=9780323263733|page=2372|edition=8|url=https://books.google.ca/books?id=73pYBAAAQBAJ&pg=PA2372}}</ref> ସନ ୨୦୧୩ ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୩,୩୦୦ ହୋଇଛି ଯାହା ୧୯୯୦ ମସିହାରେ ୮,୦୦୦ ଥିଲା । <ref name=GDB2013>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2}}</ref> ଗାଁଗଣ୍ଡାରେ ଆଜି ମଧ୍ୟ ପିଲାମାନେ ସଂକ୍ରମିତ ହେଉଛନ୍ତି । <!-- <ref name=WHO2006/> --> [[ବିକଶିତ ଦେଶ]]ମାନଙ୍କରେ ବ‌ହୁଳ [[ଟିକାଦାନ]] ଯୋଗୁ ଏହା କ୍ୱଚିତ୍ ଦେଖାଯାଉଛି । <ref name=WHO2006/> କେବଳ [[ଆମେରିକା]]ରେ ୧୯୮୦ରୁ ୨୦୦୪ ମଧ୍ୟରେ ୫୭ ଟି କେଶ୍ ରିପୋର୍ଟ ହୋଇଛି । <!-- <ref name=CDC2012Pink/> --> ରୋଗୀମାନଙ୍କ ମଧ୍ୟରୁ ୫ % ରୁ ୧୦% ମୃତ୍ୟୁ ବରଣ କରନ୍ତି । <!-- <ref name=CDC2012Pink/> --> ଖ୍ରୀ:ପୂ: ୫ମ ଶତାବ୍ଦୀରେ ଏହି ରୋଗ ବିଷୟରେ ପ୍ରଥମେ [[ହିପୋକ୍ରାଟିସ]] ଉଲ୍ଲେଖ କରିଥିଲେ । <!-- <ref name=CDC2012Pink/> --> ଏହାର ଜୀବାଣୁକୁ କ୍ଲେବ୍‌ସ୍ (Klebs) ୧୮୮୨ ମସିହାରେ ଆବିଷ୍କାର କରିଥିଲେ । <ref name=CDC2012Pink>{{cite book|last1=Atkinson|first1=William|title=Diphtheria Epidemiology and Prevention of Vaccine-Preventable Diseases|date=May 2012|publisher=Public Health Foundation|isbn=9780983263135|pages=215–230|edition=12|url=http://www.cdc.gov/vaccines/pubs/pinkbook/dip.html}}</ref>
 
 
"https://or.wikipedia.org/wiki/କଣ୍ଠଅଳତି"ରୁ ଅଣାଯାଇଅଛି