"କଣ୍ଠଅଳତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲେଖା ଚାଲିଛି।
ଟିକେNo edit summary
୧୯ କ ଧାଡ଼ି:
'''କଣ୍ଠଅଳତି''' ବା ଡାକ୍ତରୀ ଶାସ୍ତ୍ରରେ ଡିଫ୍‌ଥେରିଆ (from Greek: διφθέρα diphthera, meaning leather) ରୋଗର ନାମ [[ଗ୍ରୀକ ଭାଷା]]ରୁ ନିଆଯାଇଛି ଯାହାର ଅର୍ଥ [[ଚମଡ଼ା]] ଓ [[କୋରାଇନୋବ୍ୟାକ୍ଟେରିମ ଡିଫଥେରି]] ନାମକ [[ଜୀବାଣୁ]]ଦ୍ୱାରା ଏହି ରୋଗ ହୁଏ ।<ref name=CDC2012Pink/> ସାମାନ୍ୟ ଓ ସାଙ୍ଘାତିକ ଧରଣର ଅବସ୍ଥା ଅନୁସାରେ ଏହାର ଲକ୍ଷଣ ବଦଳେ । ଏହାର ଜୀବାଣୁ ସଂସ୍ପର୍ଶରେ ଆସିବାର ୨ ରୁ ୫ ଦିନ ପରେ ରୋଗ ଆରମ୍ଭ ହୁଏ ।<ref name=CDC2012Pink/> ଆରମ୍ଭରୁ ତଣ୍ଟ ଦରଜ ଓ ଜ୍ୱର ହୁଏ ଓ ଧୀରେ ଧୀରେ ବଢ଼େ ।<ref name=WHO2006/> ସାଙ୍ଘାତିକ ରୋଗ ହେଲେ ପାଉଁଶିଆ ବା ଧଳା ଦାଗ ବା ପ୍ୟାଚ୍ (patch) ତଣ୍ଟିରେ ଦେଖାଯାଏ ।<ref name=CDC2012Pink/><ref name=WHO2006/> ଏହି ପ୍ୟାଚ୍ ବୃଦ୍ଧି ପାଇ ଶ୍ୱାସ ପଥ ଅବରୋଧ କରିପାରେ ଓ ଏପରି ହେଲେ [[ଭୁକିବା କାଶ]] ହୁଏ ।<ref name=WHO2006/> [[ଲସିକା ଗ୍ରନ୍ଥି]] ବଢ଼ିଯିବାଦ୍ୱାରା ତଣ୍ଟି ଫୁଲିଯାଏ ।<ref name=CDC2012Pink/> ଗୋଟିଏ ଅଲଗା ଧରଣର କଣ୍ଠଅଳତିରେ ଚର୍ମ, ଚକ୍ଷୁ,ଓ ଯୌନାଙ୍ଗ ସଂକ୍ରମିତ ହୁଏ ।<ref name=CDC2012Pink/><ref name=WHO2006/><!-- <ref name=CDC2012Pink/> --> ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡପେଶୀ ପ୍ରଦାହ (myocarditis), ସ୍ନାୟୁ ପ୍ରଦାହ, ବୃକ୍‌କ ଅସୁବିଧା ହୋଇ ପରିସ୍ରାରେ ପ୍ରୋଟିନ ପଡ଼େ ଓ ସ୍ୱଳ୍ପ ପ୍ଲାଟେଲାଟ ସଂଖ୍ୟା ଯୋଗୁ ରକ୍ତସ୍ରାବ ହୁଏ ।<!-- <ref name=CDC2012Pink/> --> ହୃତ୍‌ପିଣ୍ଡପେଶୀ ପ୍ରଦାହ ହେଲେ ଅନିୟମିତ ହୃଦ୍‌ଗତି ବା ନାଡ଼ି ହୁଏ, ସ୍ନାୟୁ ପ୍ରଦାହ ହେଲେ [[ପକ୍ଷାଘାତ]] ବା [[ପାରାଲିସିସ]] ହୁଏ ।<ref name=CDC2012Pink/><br />
 
କଣ୍ଠଅଳତି ରୋଗ ରୋଗୀ ସଂସ୍ପର୍ଶରେ ଆସିଲେ ବା ବାୟୁ ମାଧ୍ୟମରେ ଡିଏଁ ।<ref name=CDC2012Pink/><ref>{{cite book|last1=Kowalski|first1=Wladyslaw|title=Hospital airborne infection control|date=2012|publisher=CRC Press|location=Boca Raton, FL|isbn=9781439821961|page=54|url=https://books.google.ca/books?id=rGS7fCcloBQC&pg=PA54}}</ref> ପ୍ରଦୂଷିତ ପଦାର୍ଥଦ୍ୱାରା ମଧ୍ୟ ବ୍ୟାପେ ।<!-- <ref name=CDC2012Pink/> --> କେତେକ ଲୋକଙ୍କ ଦେହରେ ଜୀବାଣୁ ଥିଲେ ମଧ୍ୟ ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ସଂକ୍ରମଣ କ୍ଷମତା ଥାଏ ।<!-- <ref name=CDC2012Pink/ ତିନି ପ୍ରକାର କୋରାଇନୋବ୍ୟାକ୍ଟେରିମ ଡିଫଥେରି ଜୀବାଣୁଦ୍ୱାରା ବିଭିନ୍ନ ଗମ୍ଭୀରତାର ରୋଗ ଦେଖାଯାଏ । ଜୀବାଣୁ ତିଆରି ଏକା ପ୍ରକାର ବାହ୍ୟବିଷଦ୍ୱାରା ଲକ୍ଷଣ ପ୍ରକାଶ ପାଏ ।<!-- <ref name=WHO2006/> --> ତଣ୍ଟିର ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ କଲ୍‌ଚର୍ କଲା ପରେ ନିଧାର୍ଯ୍ୟ ଭାବେ ଜଣାପଡ଼େ ।<!-- <ref name=WHO2006/> --> ଆଗରୁ ରୋଗ ହୋଇଥିଲେ ମଧ୍ୟ ଆଉଥାରେଆଉଥରେ ହୋଇପାରେ ।<ref name=WHO2006>{{cite journal|title=Diphtheria vaccine|journal=Wkly Epidemiol Rec|date=Jan 20, 2006|volume=81|issue=3|pages=24–32|pmid=16671240|url=http://www.who.int/wer/2006/wer8103.pdf}}</ref><br />
 
"https://or.wikipedia.org/wiki/କଣ୍ଠଅଳତି"ରୁ ଅଣାଯାଇଅଛି