"କଣ୍ଠଅଳତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
କିଛି ଅଧିକ ତଥ୍ୟ ଦିଆଗଲା |
ଲେଖା ଚାଲିଛି। |
||
୧୫ କ ଧାଡ଼ି:
| eMedicineTopic = 138
| eMedicine_mult = {{eMedicine2|med|459}} {{eMedicine2|oph|674}} {{eMedicine2|ped|596}}
| MeshID =
}}
'''କଣ୍ଠଅଳତି''' ବା ଡାକ୍ତରୀ ଶାସ୍ତ୍ରରେ ଡିଫ୍ଥେରିଆ (from Greek: διφθέρα diphthera, meaning leather) ରୋଗର ନାମ [[ଗ୍ରୀକ ଭାଷା]]ରୁ ନିଆଯାଇଛି ଯାହାର ଅର୍ଥ [[ଚମଡ଼ା]] ଓ [[
କଣ୍ଠଅଳତି ରୋଗ ରୋଗୀ ସଂସ୍ପର୍ଶରେ ଆସିଲେ ବା ବାୟୁ ମାଧ୍ୟମରେ ଡିଏଁ ।<ref name=CDC2012Pink/><ref>{{cite book|last1=Kowalski|first1=Wladyslaw|title=Hospital airborne infection control|date=2012|publisher=CRC Press|location=Boca Raton, FL|isbn=9781439821961|page=54|url=https://books.google.ca/books?id=rGS7fCcloBQC&pg=PA54}}</ref> ପ୍ରଦୂଷିତ ପଦାର୍ଥଦ୍ୱାରା ମଧ୍ୟ ବ୍ୟାପେ ।<!-- <ref name=CDC2012Pink/> --> କେତେକ ଲୋକଙ୍କ ଦେହରେ ଜୀବାଣୁ ଥିଲେ ମଧ୍ୟ ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ସଂକ୍ରମଣ କ୍ଷମତା ଥାଏ ।<!-- <ref name=CDC2012Pink/ ତିନି ପ୍ରକାର କୋରାଇନୋବ୍ୟାକ୍ଟେରିମ ଡିଫଥେରି ଜୀବାଣୁଦ୍ୱାରା ବିଭିନ୍ନ ଗମ୍ଭୀରତାର ରୋଗ ଦେଖାଯାଏ । ଜୀବାଣୁ ତିଆରି ଏକା ପ୍ରକାର ବାହ୍ୟବିଷଦ୍ୱାରା ଲକ୍ଷଣ ପ୍ରକାଶ ପାଏ ।<!-- <ref name=WHO2006/> --> ତଣ୍ଟିର ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ କଲ୍ଚର୍ କଲା ପରେ ନିଧାର୍ଯ୍ୟ ଭାବେ ଜଣାପଡ଼େ ।<!-- <ref name=WHO2006/> --> ଆଗରୁ ରୋଗ ହୋଇଥିଲେ ମଧ୍ୟ ଆଉଥାରେ ହୋଇପାରେ ।<ref name=WHO2006>{{cite journal|title=Diphtheria vaccine|journal=Wkly Epidemiol Rec|date=Jan 20, 2006|volume=81|issue=3|pages=24–32|pmid=16671240|url=http://www.who.int/wer/2006/wer8103.pdf}}</ref><br />
== ଆଧାର ==
|