"ମୁଣ୍ଡ ବିନ୍ଧା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ (fixing dead links)
ପ୍ରାୟ ୨୦୦ ପ୍ରକାର ମୁଣ୍ଡ ବିନ୍ଧା ମଧ୍ୟରେ ବିପଦ ଶୂନ୍ୟ ଠାରୁ ଆରମ୍ଭ କରି ଜୀବନ ହାନୀକାରି ମୁଣ୍ଡ ବିନ୍ଧା ଅଛି । ଉପଯୁକ୍ତ ବର୍ଣ୍ଣନା ଓ ସ୍ନାୟୁ ପରୀକ୍ଷା କଲେ ପରବର୍ତ୍ତୀ ଇନ୍‌ଭେସ୍ଟିଗେସନ ଓ ଉପଯୁକ୍ତ ଚିକିତ୍ସା କରାଯାଇଥାଏ<ref name=SIGN>{{cite book | author=Scottish Intercollegiate Guideline Network | title=Diagnosis and management of headache in adults | location=Edinburgh | date=November 2008 | isbn=978-1-905813-39-1 | url=http://www.sign.ac.uk/guidelines/fulltext/107/}}</ref> । <br />
=== ପ୍ରାଥମିକ ମୁଣ୍ଡ ବିନ୍ଧା ===
ଏହି ଦଳରେ ଚାପଯୁକ୍ତ ମୁଣ୍ଡ ବିନ୍ଧା ଓ ମିଗ୍ରେନମାଇଗ୍ରେନ ଅନ୍ତର୍ଭୁକ୍ତ । ଏଥିରେ ଗୋଟିଏ ପାଖ ମୁଣ୍ଡ ବିନ୍ଧେ, ଧକ ଧକ କରେ, ବାନ୍ତି ଲାଗେ ଓ ୩ ଘଣ୍ଟାରୁ ୩ ଦିନ ପର୍ଯ୍ୟନ୍ତ ରହେ । କ୍ଵଚିତ ହେଉଥିବା ରୋଗ ମଧ୍ୟରେ ଟ୍ରାଇଜେମିନାଲ୍ ନିଉରାଲଜିଆ, କ୍ଲସ୍ଟର ମୁଣ୍ଡ ବିନ୍ଧା ଓ ହେମିକ୍ରାନିଆ କଣ୍ଟିନୁଆreକଣ୍ଟିନୁଆରେ ମୁଣ୍ଡର ଗୋଟିଏ ପାଖରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ।<br />
 
=== ଗୌଣ(Secondary) ମୁଣ୍ଡ ବିନ୍ଧା ===
ମୁଣ୍ଡ ତଥା ବେକରେ ହେଉଥିବା କେତେକ ଅବସ୍ଥାରେ ଓ ରୋଗରେ ମୁଣ୍ଡ ବିନ୍ଧା ହୁଏ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିପଦ ପୂର୍ଣ୍ଣ ନୁହନ୍ତି । '''''ଅତ୍ୟଧିକ କଷ୍ଟ ଉପଶମକାରୀ ଔଷଧ ଖାଇଲେ ମଧ୍ୟ ବିପରୀତ କ୍ରମେ ଅଧିକ ମୁଣ୍ଡ ବିନ୍ଧା ହୁଏ''''' । <br />

ଗୋଟି ସମ୍ପାଦନା