"ଭଞ୍ଜନଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ adding reference
୬୧ କ ଧାଡ଼ି:
}}
 
'''ଭଞ୍ଜନଗର''',[[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀ କୁ ସଂଯୋଗ କରୁଛି | ବହୁତ ଦେବାଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁର ଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ଵର ଠାରୁ ୧୫୯ କି.ମି ପୁର୍ବ ରେ ଅବସ୍ଥିତ <ref> " ଦୁରତା "[http://www.onefivenine.com/india/villag/Ganjam/Bhanjanagar "About Bhanjanagar Tehsil"]onefivenine</ref>
== ଇତିହାସ ==
==ଦର୍ଶନୀୟ ସ୍ଥାନ==
"https://or.wikipedia.org/wiki/ଭଞ୍ଜନଗର"ରୁ ଅଣାଯାଇଅଛି