"ପୂର୍ଣ୍ଣଚନ୍ଦ୍ର ବିଡିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ତଥ୍ୟ ସଂକଳନ
୧ କ ଧାଡ଼ି:
{{ଛୋଟ|Purna ChandraPurnachandra Bidika}}
{{Infobox person
|name = ପୂର୍ଣ୍ଣଚନ୍ଦ୍ର ବିଡିକା
୭ କ ଧାଡ଼ି:
|alt =
|birth_name =
|birth_date = {{Birth date|df=yes|1957|404|04}}
|birth_place = [[ରାୟଗଡ଼ା]], [[ଓଡିଶା]], [[ଭାରତ]]
|death_date = <!--{{Death date and age|df=yes|2072|11|17|1939|02|02}}-->
୨୩ କ ଧାଡ଼ି:
|children =
|parents = ବିଶ୍ଵମ୍ବର ବିଡିକା<br />ଜମାଣି ବିଡିକା
|awards =
|signature =
|website =
୨୯ କ ଧାଡ଼ି:
|box_width =
}}
'''ପୂର୍ଣ୍ଣଚନ୍ଦ୍ର ବିଡିକା''' ଜଣେ ଓଡ଼ିଆ ଆଥଲେଟିକ୍ସ । ସେ (ଜନ୍ମ- ୪ ଏପ୍ରିଲ୍ ୧୯୫୭ ମସିହାରେ) ଜଣେ ଓଡ଼ିଆ ଆଥଲେଟିକ୍ସ (ଶକ୍ତି ଉତ୍ତୋଳକ) ଅଟନ୍ତି।ଅଟନ୍ତି । ଆମେରିକାର କିଲୋନ୍ ଟେକ୍‌ସାସ୍‌ରେ ଅନୁଷ୍ଠିତ ବିଶ୍ଵ ଶକ୍ତି ଉତ୍ତୋଳକ ଚମ୍ପିଅନ୍‌ସିପ-୨୦୦୬ରେ ଭାଗ ନେଇ ସେ ଚାରୋଟି ସ୍ଵର୍ଣ୍ଣପଦକ ହାସଲ କରିଥିଲେ<ref>[http://www.thehindu.com/todays-paper/tp-national/tp-otherstates/world-champion-works-as-messenger/article1186587.ece "thehindu"]</ref> ।
ପୂର୍ଣ୍ଣଚନ୍ଦ୍ର ବିଡିକା ୪ ଏପ୍ରିଲ୍ ୧୯୫୭ ରେ [[ଓଡ଼ିଶା]]ର [[ରାୟଗଡ଼ା]] ସହରରେ ସେ ଜନ୍ମ ଗ୍ରହଣ କରିଥିଲେ <ref>[http://www.orisports.com/PersonDetails.aspx?pId=Mzc= "orisports"]</ref>। ପିତା ବିଶ୍ଵମ୍ବର ବିଡିକା ଓ ମାତା ଜମାଣି ବିଡିକା ଆଦିବାସୀ ପରିବାରର ଅଟନ୍ତି । ରାୟଗଡା ନିକଟସ୍ଥ ଏକ ବ୍ୟାଙ୍କରେ ଗଣେ ମେସେଞ୍ଜର୍ ଭାବେ ସେ ଜୀବିକା ନିର୍ବାହ କରନ୍ତି । ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ସେ ଅନେକ ପଦକ ହାସଲ କରିପାରିଛନ୍ତି ।
 
== କ୍ୟାରିଅର ==