"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩ କ ଧାଡ଼ି:
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ '''ଓଡ଼ିଶା ଦିବସ''' ('''ଉତ୍କଳ ଦିବସ''' ନାମରେ ମଧ୍ୟ ଜଣା) ପାଳନ କରାଯାଇଥାଏ ।<ref>{{cite web |url= http://www.infocera.com/Utkal_Divas_also_called_Orissa_day_is_being_celebrated_on_April_1st_today_8600.htm |title=Utkal Dibasa also called Odisha day is being celebrated on April 1st today |work=infocera.com |year=2012 |quote=The Odisha province was formed on the basis of linguistic pattern of people in the area on April 1, 1936 |accessdate=3 July 2012}}</ref>
<ref name=hindu>{{cite web|title=Poor water management has made Odisha victim of drought and floods|url=http://www.hindu.com/2009/04/06/stories/2009040657780200.htm|publisher=The Hindu|accessdate=6 April 2006}}</ref>
୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହଛାଡିବାଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ <ref name=Orissareview08>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf Orissareview]. April 2008. pp. 17-19</ref> କରିବା ପାଇଁ [[ମଧୁସୂଦନ ଦାସ| ମଧୁସୂଦନ ଦାସ]], [[ଫକୀର ମୋହନ ସେନାପତି|ଫକୀର ମୋହନ ସେନାପତି]], [[ଗୋପବନ୍ଧୁ ଦାସ|ପଣ୍ଡିତ ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ|ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାୟ]], [[ବାସୁଦେବ ସୁଢ଼ଳ ଦେବ]] ଓ [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ| କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା କୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା। ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। <ref name=Orissareview08/>,<ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାମ ବଦଳ]</ref> ଏବେ ଓଡ଼ିଶାରେ [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|୩୦ଟି ଜିଲ୍ଲା]] ରହିଛି ।
 
== ଆଧାର ==