"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
{{ଛୋଟ|Odisha Day}}
[[ଫାଇଲ:Odisha State map.svg|thumb|300px|right|ନବଗଠିତ ଆଧୁନିକ [[ଓଡ଼ିଶା]]ର ମାନଚିତ୍ର]]
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ '''ଓଡ଼ିଶା ଦିବସ''' ('''ଉତ୍କଳ ଦିବସ''' ନାମରେ ମଧ୍ୟ ଜଣା) ପାଳନ କରାଯା ଇଥାଏ ।<ref>{{cite web |url= http://www.infocera.com/Utkal_Divas_also_called_Orissa_day_is_being_celebrated_on_April_1st_today_8600.htm |title=Utkal Dibasa also called Odisha day is being celebrated on April 1st today |work=infocera.com |year=2012 |quote=The Odisha province was formed on the basis of linguistic pattern of people in the area on April 1, 1936 |accessdate=3 July 2012}}</ref>
'''ଓଡ଼ିଶା ଦିବସ''' ବା '''ଉତ୍କଳ ଦିବସ''' ପହିଲା ଅପ୍ରେଲ ଦିନ ସମଗ୍ର [[ଓଡ଼ିଶା|ଓଡ଼ିଶାରେ]] ପାଳନ କରାଯାଏ । ଅପ୍ରେଲ ପହିଲା ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନ ହେବା ଦିନରେ ଏହା ପାଳନ କରାଯାଏ ।
<ref name=hindu>{{cite web|title=Poor water management has made Odisha victim of drought and floods|url=http://www.hindu.com/2009/04/06/stories/2009040657780200.htm|publisher=The Hindu|accessdate=6 April 2006}}</ref>
 
୧୫୬୮ରେ ଶେଷ ହିନ୍ଦୁ ରଜାରାଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ <ref name="ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮"Orissareview08>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶାOrissareview]. ରିଭିଉApril ଇ-ବହି2008. ଏପ୍ରିଲpp. ୨୦୦୮]17-19</ref> କରିବା ପାଇଁ [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଫକୀର ମୋହନ ସେନାପତି|ବ୍ୟାସକବି ଫକୀର ମୋହନ ସେନାପତି]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ|ପଣ୍ଡିତ ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାୟ|କବିବର ରାଧାନାଥ ରାୟ]], ବାମଣ୍ଡାର ରଜା ସୁଢଳ ଦେବ ଓ [[ପାରଳାଖେମୁଣ୍ଡି]]ର [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|ମହାରାଜା କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା- [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । 1936 ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା କୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। 1992 ମସିହାରେ ଓଡ଼ିଶାର 13ଟି ଜିଲ୍ଲାକୁ ପୁନର୍ବିଭାଜନ କରି 30ଟି ଜିଲ୍ଲାରେ ଭାଗ କରାଗଲା। ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। <ref name="ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮"/>,<ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାମ ବଦଳ]</ref> ଏବେ ଓଡ଼ିଶାରେ [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|୩୦ଟି ଜିଲ୍ଲା]] ଅଛି ।
 
== ଆଧାର ==