"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୮୩ କ ଧାଡ଼ି:
* ଆଇ.ଏ.ସି.ଆର୍ ('''IACR'''),ରାୟଗଡ଼ା
* [[ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼ା]]
ଏହା ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଏଠାରେ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଅଦାଲତ ତଥା ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟାଳୟସବୁ ରହିଅଛି । ଏତଦ୍‌ବ୍ୟତୀତ ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ସ୍କୁଲ ତଥା କଲେଜ ସବୁ ରହିଅଛି । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଏଠାରେ ପ୍ରତିବର୍ଷ ଜିଲ୍ଲାର ସାଂସ୍କୃତିକ ପର୍ବ '''ଚଇତି''' ପାଳନ କରାଯାଏ ।
 
ପ୍ରତିବର୍ଷ ସ୍ଥାନୀୟ କାଳୀପୂଜା ଛକରେ କାଳୀପୂଜା, ନିୟୁ କଲୋନୀରେ ଗଜଲକ୍ଷ୍ମୀପୂଜା ଏବଂ ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୁଏ । ଏହାଛଡା ମା ମଝିଘରିଆଣୀଙ୍କ ଚଇତି ପରବ ଏବଂ ଜିସିଡି ହାଇସ୍କୁଲ ପଡିଆରେ [[ରାୟଗଡ଼ା ମହୋତ୍ସବ]] (ଚଇତି) ବେଶ୍ ଜାକଜମକରେ ପାଳିତ ହୁଏ ।
[[File:Chaiti-rayagada.jpg|thumb|100px|ସାଂସ୍କୃତିକ ପର୍ବ '''ଚଇତି''']]
[[File:Jagannath temple, Rayagada.JPG|thumb|100px|ଜଗନ୍ନାଥ ମନ୍ଦିର, ରାୟଗଡ଼ା]]
Line ୧୦୭ ⟶ ୧୦୯:
* ନିକଟବର୍ତ୍ତି [[ପାଇକପଡ଼ା, ରାୟଗଡ଼ା|ପାଇକପଡା]] ର ପାତାଳେଶ୍ଵର ଶିବ ମନ୍ଦିର,
* ନିକଟବର୍ତ୍ତି [[ଥେରୁବାଲି]] ର ଲକ୍ଷ୍ମୀନାରାୟଣ ମନ୍ଦିର ଜିଲ୍ଲାର ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ।
ପ୍ରତିବର୍ଷ ସ୍ଥାନୀୟ କାଳୀପୂଜା ଛକରେ କାଳୀପୂଜା, ନିୟୁ କଲୋନୀରେ ଗଜଲକ୍ଷ୍ମୀପୂଜା ଏବଂ ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୁଏ । ଏହାଛଡା ମା ମଝିଘରିଆଣୀଙ୍କ ଚଇତି ପରବ ଏବଂ ଜିସିଡି ହାଇସ୍କୁଲ ପଡିଆରେ [[ରାୟଗଡ଼ା ମହୋତ୍ସବ]] (ଚଇତି) ବେଶ୍ ଜାକଜମକରେ ପାଳିତ ହୁଏ ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି