"ମିସ ଓଡ଼ିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ଓଡ଼ିଶାରେ ମିସ ଓଡ଼ିଶା ପ୍ରତିଯୋଗିତା ପୃଷ୍ଠାଟି ମିସ ଓଡ଼ିଶାକୁ ପୁନପ୍ରେରଣ ବିନା ଘୁଞ୍ଚାଇଲେ: ଉପଯୁକ୍ତ...
ଟିକେNo edit summary
୧ କ ଧାଡ଼ି:
ବିଶ୍ଵ ଦରବାରରେ ଓଡ଼ିଆ ଚଳଣି ତଥା ସଂସ୍କୃତିକୁ ଉପସ୍ଥାପନ କରିବା, ଓଡ଼ିଆ ଯୁବତୀମାନଙ୍କୁ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବା ସହଜ କରିବା ଏବଂ ଯୁବାବସ୍ଥାରେ ପାଦଦେଉଥିବା ଝିଅମାନଙ୍କ ପାଇଁ ଓଡ଼ିଆ ଛାପଥିବା ନୂଆ ରୋଲ ମଡେଲ ପ୍ରସ୍ତୁତ କରବା ଆଦି ଲକ୍ଷ୍ୟ ନେଇ ଜ୍ୟୋସ୍ନା ରାଉତରାୟ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ପୃସ୍ତୁତ ମିସ ଓଡ଼ିଶା - ମୁଁ ଓଡ଼ିଶା ସୁନ୍ଦରୀ ପ୍ରତିଯୋଗିତା ୨୦୧୪ ମସିହାରୁ ଆରମ୍ଭ ହୋଇଛି ।<ref>www.missodisha.in</ref>
===ମିସ ଓଡିଶା - ଓଡ଼ିଶା ସୁନ୍ଦରୀ ୨୦୧୪ ବିଜେତା===
ଏକ୍ସଆଇଏମବି ପରିସରରେ ଅନୁଷ୍ଠିତ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ଦାମନଯୋଡ଼ିର [[ଜ୍ୟୋତିର୍ମୟୀ ବଳ]] ‘ମୁଁ ମିସ୍‍ ଓଡ଼ିଶା’ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରରେ ଏମ୍‍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ ସୁଯୋଗ ମିଳଲେ ବଲିଉଡ୍‍ରେ କାମ କରିବେ ବୋଲି କହିଛନ୍ତି । <ref>http://sambadepaper.com/epaperpdf%5C23122014%5C23-md-bm-14.pdf</ref>ସେହିପରି ସଙ୍କଲପୁରର ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ ଓ ଜଗତସିଂହପୁରର ସୁପ୍ରିୟା ନାୟକ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ନାୟିକା ଇଲିଆନା । ସେ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ନାୟକ ସବ୍ୟସାଚୀ, ନାୟିକା ଅର୍ଚ୍ଚିତା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିର୍ଦେଶକ ଅବିନାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । <ref>http://eodisha.org/jyotirmayee-bal-wins-title-mu-miss-odisha-2014-odisha-model-lifestyle/</ref>
 
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୫ ବିଜେତା===
ପ୍ରିୟଙ୍କା କୁମାରୀ ଗୁପ୍ତା, ମିସ ଓଡ଼ିଶା ୨୦୧୫ର ବିଜେତା, ଝାରଖଣ୍ଡ ଜନ୍ମିତ [[କିଟ ବିଶ୍ଵବିଦ୍ୟାଳୟ]]ର ବି-ଟେକ (କମ୍ପ୍ୟୁଟର ସାଇନ୍ସ)ର ଦ୍ଵିତୀୟବର୍ଷର ଛାତ୍ରୀ ଅଟନ୍ତି ।<ref>http://incredibleorissa.com/priyanka-gupta-miss-odisha/</ref>
==ମିସ ଓଡ଼ିଶା-ଇଣ୍ଡିଆ==
ଏହା ମୁମ୍ବାଈ ସ୍ଥିତ ବେନେଟ କୋଲେମନ ଏଣ୍ଡ କୋ. ଲିମିଟେଡ ଏକ ବିଭାଗ ମିସ ଇଣ୍ଡିଆ ସଂଗଠନର ଓଡ଼ିଆ ସଂସ୍କରଣ ଅଟେ । ଓଡ଼ିଶା ପାଇଁ ଷ୍ଟାର ମେକର୍ସ ଏଣ୍ଡ ପ୍ରିଲୁଡ଼ ୩ ବର୍ଷ ପାଇଁ ଏହାର ଆଯୋଜନ କରିବା ପାଇଁ ଅନୁବନ୍ଧିତ ହୋଇଛନ୍ତି । ଏହାର ଓଡ଼ିଶା ଅଡିସନ ୫ଟି ସହରରେ ହେଉଛି: [[ରାଉରକେଲା]], [[ସମ୍ବଲପୁର]], [[କଟକ]], [[ପୁରୀ]], ଏବଂ [[ଭୁବନେଶ୍ଵର]] । ମିସ ଇଣ୍ଡିଆ ସଂଗଠନର ୨ ଜଣ ପୂର୍ବ ମିସ ଇଣ୍ଡିଆ ଏବଂ ଓଡ଼ିଶାର ଜଣେ ସେଲେବ୍ରିଟିଙ୍କୁ ମିଶାଇ ୪ ଜଣ ବିଚାରପତି ଅଛନ୍ତି । ବଛା ପ୍ରତିଯୋଗୀ ସିଧାସଳଖ ଫେମିନା ମିସ ଇଣ୍ଡିଆ କୋଲକାତା ୨୦୧୫ ରେ ଯୋଗଦେବାକୁ ସୁଯୋଗ ମିଳେ । <ref>http://missodisha.com/aboutus.php</ref><ref>beautypageants.indiatimes.com/miss.../Odisha...Miss.../45835141.cms</ref>
 
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୫ ବିଜେତା===
ପ୍ରିୟଙ୍କା କୁମାରୀ ଗୁପ୍ତା, ମିସ ଓଡ଼ିଶା ୨୦୧୫ର ବିଜେତା, ଝାରଖଣ୍ଡ ଜନ୍ମିତ [[କିଟ ବିଶ୍ଵବିଦ୍ୟାଳୟ]]ର ବି-ଟେକ (କମ୍ପ୍ୟୁଟର ସାଇନ୍ସ)ର ଦ୍ଵିତୀୟବର୍ଷର ଛାତ୍ରୀ ଅଟନ୍ତି ।<ref>http://incredibleorissa.com/priyanka-gupta-miss-odisha/</ref>
===ମିସ ଓଡ଼ିଶା-ଇଣ୍ଡିଆ ୨୦୧୫ ବିଜେତା===
[[ପ୍ରିୟଙ୍କା କୁମାରୀ ]]
 
ସୁନ୍ଦର କେଶ - ମିସ ଅଞ୍ଜଳି ସିଂହ, ବେଷ୍ଟ ସ୍ମାଇଲ - ଶୁଭସ୍ମିତା ଜେନା, ବେଷ୍ଟ ଟ୍ୟାଲେଣ୍ଟ ଏବଂ ମିସ ସିନେ ଷ୍ଟାର - ରୂପାଲୀ ମଲିକ, ମିସ ବଡି ବିଉଟି - ପ୍ରିୟଙ୍କା କୁମାରୀ, ମିସ ଭିଭାକସ - ଐଶ୍ବର୍ୟା ସେଠୀ, ମିସ ଷ୍ଟାଇଲ ଡିଭା<ref>http://eodishasamachar.com/en/p11382/</ref> - ଅଙ୍କିତା ଚକ୍ରବର୍ତ୍ତୀ , ଏବଂ ମିସ ଫୋଟୋଜେନିକ - ସୋନିକା ରାୟ <ref>http://www.orissadiary.com/CurrentNews.asp?id=56733</ref>