"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଏହି ବିଷୟକୁ ଅପଡେଟ କରାଗଲା
୧୪ କ ଧାଡ଼ି:
}}
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା<br />
'''ରକ୍ତହୀନତା''' ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା [[ଲୋହିତ ରକ୍ତ କଣିକା]] ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା [[ହେମୋଗ୍ଲୋବିନ]] ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ<ref name=medterms>[http://www.medterms.com/script/main/art.asp?articlekey=15491 MedicineNet.com --> Definition of Anemia] Last Editorial Review: 12/9/2000 8:31:00 AM</ref><ref name=merriam>[http://www.merriam-webster.com/dictionary/anemia merriam-webster dictionary --> anemia] Retrieved on May 25, 2009</ref>><ref>{{cite book|title=Stedman's medical dictionary|date=2006|publisher=Lippincott Williams & Wilkins|location=Philadelphia|isbn=9780781733908|page=Anemia|edition=28th ed.}}</ref> । ହେମୋଗ୍ଲୋବିନର [[ଅମ୍ଳଜାନ]] ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।]].<ref>{{cite book|first1=[edited by] Bernadette F. Rodak|title=Hematology : clinical principles and applications|date=2007|publisher=Saunders|location=Philadelphia|isbn=9781416030065|page=220|edition=3. ed.|url=http://books.google.ca/books?id=6sfacydDNsUC&pg=PA220}}</ref> ଇଂରାଜୀରେ ଏହି ରୋଗକୁ [[ଆନିମିଆ]] କହନ୍ତି । ଆନିମିଆ ଶବ୍ଦଟି ପୁରୁଣା [[ଗ୍ରୀକ]] ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା [[କ୍ୟାପିଲାରି]] ବା [[ଅତି ସୂକ୍ଷ୍ମ ରକ୍ତ ନଳୀ]] (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ହେମୋଗ୍ଲୋବିନ ପରିମାଣ କମିଯାଏ ଯାହାକୁ [[ହାଇପୋକ୍ସିଆ]] କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ସଠିକ୍ ଜଣାପଡ଼ି [[ଥକ୍କାଣ]], [[ଦୂର୍ବଳତା]], [[ଛୋଟ ଶ୍ୱାସକ୍ରିୟା]] ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । <!-- <ref name=EBM2013/> --> ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚେତନ ସ୍ତର କମିଯାଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ତରଳ ପଦା୍ଥ ପିଇବାକୁ ଇଚ୍ଛା ହୁଏ । <!-- <ref name=EBM2013/> --> [[ଶେତା]] ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । <!-- <ref name=EBM2013/> --> ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । <ref name=EBM2013>{{cite journal|last1=Janz|first1=TG|last2=Johnson|first2=RL|last3=Rubenstein|first3=SD|title=Anemia in the emergency department: evaluation and treatment.|journal=Emergency medicine practice|date=Nov 2013|volume=15|issue=11|pages=1-15; quiz 15-6|pmid=24716235}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ରକ୍ତ ରୋଗମାନଙ୍କ ମଧ୍ୟରେ ରକ୍ତହୀନତା ରୋଗ ଗୋଟିଏ ଅତି ସାଧାରଣ ରୋଗ । ଏହି ରୋଗର ବିଭିନ୍ନ କାରଣ ଥାଏ ଓ ଏହି କାରଣ ଯୋଗୁ ବିଭିନ୍ନ ପ୍ରକାର ରକ୍ତହୀନତା ରୋଗ ଦେଖାଯାଏ । ଏହି ରୋଗକୁ ସୃଷ୍ଟି କରୁଥିବା ବିଭିନ୍ନ କାରଣ ଅନୁସାରେ ଏହାକୁ ବର୍ଗୀକରଣ କଲେ ମଧ୍ୟ ମୂଖ୍ୟତଃ ଏହାର ତିନୋଟି କାରଣ ଅଛି । ସେ ଗୁଡ଼ିକ ହେଲା ଏକା ଥରକେ ଅତ୍ୟଧିକ ରକ୍ତ ସ୍ରାବ ବା ଥରକେ ଅଳ୍ପ ଅଳ୍ପ ହୋଇ ଅଧିକ ଦିନ ଧରି ରକ୍ତ ସ୍ରାବ, ଅତ୍ୟଧିକ ରକ୍ତ କଣିକା ନଷ୍ଟ ଓ ତୃଟି ଯୁକ୍ତ ରକ୍ତ କଣିକା ।
[[ରକ୍ତସ୍ରାବ]], [[ଲୋହିତ ରକ୍ତ କଣିକା]] (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । <!-- <ref name=EBM2013/> --> ରକ୍ତକ୍ଷୟର କାରଣ ମଧ୍ୟରେ [[ଆଘାତ]] ଓ [[ଖାଦ୍ୟନଳୀ ରକ୍ତସ୍ରାବ]] ପ୍ରଧାନ । ସ୍ୱଳ୍ପ ତିଆରି କାରଣ ମଧ୍ୟରେ ଦେହରେ ଲୌହ ଅଂଶ ଅଭାବ, [[ଭିଟାମିନ ବି<sub>୧୨</sub>]] ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । <!-- <ref name=EBM2013/> --> ଅଧିକ ଭାଙ୍ଗିବା କାରଣ ମଧ୍ୟରେ [[ମ୍ୟାଲେରିଆ]] ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । <!-- <ref name=EBM2013/> --> ଲୋ.ର.କ.ର ଆକାର ([[mean corpuscular volume|size of red blood cells]]) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ ([[mean corpuscular volume|amount of hemoglobin in each cell]]) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । <!-- <ref name=EBM2013/> --> ଲୋ.ର.କ. ଛୋଟ ହେଲେ [[ମାଇକ୍ରୋସାଇଟିକ ଆନିମିଆ]], ବଡ଼ ହେଲେ [[ମାକ୍ରୋସାଇଟିକ ଆନିମିଆ]] ଓ ଅପରିବର୍ତ୍ତିତ ଥିଲେ [[ନର୍ମୋସାଇଟିକ ଆନିମିଆ]] କୁହାଯାଏ । <!-- <ref name=EBM2013/> --> ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140&nbsp;g/L ବା13 to 14&nbsp;g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130&nbsp;g/L ବା 12 to 13&nbsp;g/dL)ରୁ କମ୍ ହେବା ଆବଶ୍ୟକ । <ref name=EBM2013/><ref name=Smith2010>{{cite journal|last1=Smith RE|first1=Jr|title=The clinical and economic burden of anemia.|journal=The American journal of managed care|date=Mar 2010|volume=16 SupplIssues|pages=S59-66|pmid=20297873}}</ref> Further testing is then required to determine the cause.<ref name=EBM2013/>
 
<!-- ପତିଷେଧ ଓ ଚିକିତ୍ସା -->
ଗର୍ଭବତୀ ମହିଳା ମାନେ ଲୌହ ବା [[ଆଇରନ ପିଲ୍]] ଖାଇଲେ ଏହାର ପ୍ରତିଷେଧ ହୁଏ । <ref name=EBM2013/><ref>{{cite journal|last1=Bhutta|first1=ZA|last2=Das|first2=JK|last3=Rizvi|first3=A|last4=Gaffey|first4=MF|last5=Walker|first5=N|last6=Horton|first6=S|last7=Webb|first7=P|last8=Lartey|first8=A|last9=Black|first9=RE|last10=Lancet Nutrition Interventions Review|first10=Group|last11=Maternal and Child Nutrition Study|first11=Group|title=Evidence-based interventions for improvement of maternal and child nutrition: what can be done and at what cost?|journal=Lancet|date=Aug 3, 2013|volume=382|issue=9890|pages=452–77|pmid=23746776|doi=10.1016/S0140-6736(13)60996-4}}</ref> ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୋଷକ ଖାଦ୍ୟ ଦେବା ନିଷେଧ । <!-- <ref name=EBM2013/> --> ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । <ref name=EBM2013/> ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80&nbsp;g/L ବା 6 to 8&nbsp;g/dL) ରୁ କମ ଥାଇ ଲକ୍ଷଣହୀନ ଥିଲେ ଅଧିକ କିଛି କରିବା ଅନାବଶ୍ୟକ । <ref name=EBM2013/><ref name=Amir2013/> ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । <ref name=EBM2013/> ଅତ୍ୟଧିକ ଆନିମିଆ ଥିଲେ [[ରକ୍ତକଣିକା ସୃଷ୍ଟିକାରୀ ଔଷଧ]] ଦେବାକୁ ପରାମର୍ଶ ଦିଆଯାଏ । <ref name=Amir2013>{{cite journal|last1=Qaseem|first1=A|last2=Humphrey|first2=LL|last3=Fitterman|first3=N|last4=Starkey|first4=M|last5=Shekelle|first5=P|last6=Clinical Guidelines Committee of the American College of|first6=Physicians|title=Treatment of anemia in patients with heart disease: a clinical practice guideline from the American College of Physicians.|journal=Annals of internal medicine|date=Dec 3, 2013|volume=159|issue=11|pages=770–9|pmid=24297193|doi=10.7326/0003-4819-159-11-201312030-00009}}</ref>
 
<!-- ରୋଗାନୁଶୀଳନ, ସମାଜ ଓ ସଂସ୍କୃତି -->
ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । <ref name=EBM2013/> ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ ଲୋକଙ୍କର ଥାଏ । <ref name=LancetEpi2012>{{cite journal|last1=Vos|first1=T|last2=Flaxman|first2=AD|last3=Naghavi|first3=M|last4=Lozano|first4=R|last5=Michaud|first5=C|last6=Ezzati|first6=M|last7=Shibuya|first7=K|last8=Salomon|first8=JA|last9=Abdalla|first9=S|last10=Aboyans|first10=Victor|last11=Abraham|first11=Jerry|last12=Ackerman|first12=Ilana|last13=Aggarwal|first13=Rakesh|last14=Ahn|first14=Stephanie Y|last15=Ali|first15=Mohammed K|last16=Almazroa|first16=Mohammad A|last17=Alvarado|first17=Miriam|last18=Anderson|first18=H Ross|last19=Anderson|first19=Laurie M|last20=Andrews|first20=Kathryn G|last21=Atkinson|first21=Charles|last22=Baddour|first22=Larry M|last23=Bahalim|first23=Adil N|last24=Barker-Collo|first24=Suzanne|last25=Barrero|first25=Lope H|last26=Bartels|first26=David H|last27=Basáñez|first27=Maria-Gloria|last28=Baxter|first28=Amanda|last29=Bell|first29=Michelle L|last30=Benjamin|first30=Emelia J|title=Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010|journal=Lancet|date=Dec 15, 2012|volume=380|issue=9859|pages=2163–96|pmid=23245607|doi=10.1016/S0140-6736(12)61729-2|display-authors=8}}</ref> ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶୀକାର ହୁଅନ୍ତି, <ref name=LancetEpi2012/> ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ । <ref name=EBM2013/> ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ । <ref name=Smith2010/> ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।<ref>{{cite web|title=anaemia|url=http://dictionary.reference.com/browse/anaemia|website=Dictionary.com|accessdate=7 July 2014}}</ref>
 
== ଚିହ୍ନ ଓ ଲକ୍ଷଣ ==