Content deleted Content added
|
|
==ଭୂଗୋଳ==
ଗୁଣପୁରରଗୁଣୁପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: 19.08°N , ଅ: 83.82°E ।<ref>[http://www.fallingrain.com/world/IN/21/Gunupur.html Falling Rain Genomics, Inc - Gunupur " ଗୁଣୁପୁରର ଅକ୍ଷାଂଶ ଓ ଦ୍ରାଘିମା]</ref> ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା 83 ମିଟର(272 ft)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡଗେଜ ଲାଇନରେ ଗୂଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
==ଦର୍ଶନୀୟ ସ୍ଥାନ==
|