Content deleted Content added
|
|
== ଇତିହାସ ==
ଗୁଣପୁରଗୁଣୁପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୂଣପୁରରଗୁଣୁପୁରର [[ସରକାରୀ ହାଇସ୍କୁଲ,ଗୁଣୁପୁର|ସରକାରୀ ହାଇସ୍କୁଲ]] ଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ [[ଗୁଣୁପୁର ମହାବିଦ୍ୟାଳୟ]] ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।
==ଭୂଗୋଳ==
|