"ମିସ ଓଡ଼ିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"==ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ== ଜ୍ୟୋସ୍ନା ରାଉତରା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ shubha bhainka aadhara sangraharu kichhi jodagala.from 2014 sep-dec
୧ କ ଧାଡ଼ି:
==ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ==
ଜ୍ୟୋସ୍ନା ରାଉତରାୟ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ପୃସ୍ତୁତ ମିସ ଓଡିଶା - ମୁଁ ଓଡ଼ିଶା ସୁନ୍ଦରୀ ପ୍ରତିଯୋଗିତା ୨୦୧୪ ମସିହାରୁ ଆରମ୍ଭ ହୋଇଛି ।
 
ବିଶ୍ବ ଦରବାରରେ ଓଡ଼ିଆ ଚଳଣି ତଥା ସଂସ୍କୃତିକୁ ଉପସ୍ଥାପନ କରିବା, ଓଡ଼ିଆ ଯୁବତୀମାନଙ୍କୁ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବା ସହଜ କରିବା ଏବଂ ଯୁବାବସ୍ଥାରେ ପାଦଦେଉଥିବା ଝିଅମାନଙ୍କ ପାଇଁ ଓଡ଼ିଆ ଛାପଥିବା ନୂଆ ରୋଲ ମଡେଲ ପ୍ରସ୍ତୁତ କରବା ଆଦି ଲକ୍ଷ୍ୟ ନେଇ
ଲକ୍ଷ୍ୟ:
ଜ୍ୟୋସ୍ନା ରାଉତରାୟ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ପୃସ୍ତୁତ ମିସ ଓଡିଶା - ମୁଁ ଓଡ଼ିଶା ସୁନ୍ଦରୀ ପ୍ରତିଯୋଗିତା ୨୦୧୪ ମସିହାରୁ ଆରମ୍ଭ ହୋଇଛି ।<ref>www.missodisha.in</ref>
*ବିଶ୍ବ ଦରବାରରେ ଓଡ଼ିଆ ଚଳଣି ତଥା ସଂସ୍କୃତିକୁ ଉପସ୍ଥାପନ କରିବା ।
*ଓଡ଼ିଆ ଯୁବତୀମାନଙ୍କୁ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବା ସହଜ କରିବା ।
*ଯୁବାବସ୍ଥାରେ ପାଦଦେଉଥିବା ଝିଅମାନଙ୍କ ପାଇଁ ଓଡ଼ିଆ ଛାପଥିବା ନୂଆ ରୋଲ ମଡେଲ ପ୍ରସ୍ତୁତ କରବା ।
===ମିସ ଓଡିଶା - ଓଡ଼ିଶା ସୁନ୍ଦରୀ ୨୦୧୪ ବିଜେତା===
ଏକ୍ସଆଇଏମବି ପରିସରରେ ଅନୁଷ୍ଠିତ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ଦାମନଯୋଡ଼ିର ଜ୍ୟୋତିର୍ମୟୀ ବଳ ‘ମୁଁ ମିସ୍‍ ଓଡ଼ିଶା’ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରରେ ଏମ୍‍ବିଏ ପଢ଼ୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ ସୁଯୋଗ ମିଳଲେ ବଲିଉଡ୍‍ରେ କାମ କରିବେ ବୋଲି କହିଛନ୍ତି । <ref>http://sambadepaper.com/epaperpdf%5C23122014%5C23-md-bm-14.pdf</ref>ସେହିପରି ସଙ୍କଲପୁରର ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ ଓ ଜଗତସିଂହପୁରର ସୁପ୍ରିୟା ନାୟକ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ନାୟିକା ଇଲିଆନା । ସେ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ନାୟକ ସବ୍ୟସାଚୀ, ନାୟିକା ଅର୍ଚ୍ଚିତା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିର୍ଦେଶକ ଅବିନାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । <ref>http://eodisha.org/jyotirmayee-bal-wins-title-mu-miss-odisha-2014-odisha-model-lifestyle/</ref>
 
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୫ ବିଜେତା===
Line ୨୦ ⟶ ୧୮:
 
 
 
==ମୁଁ ମିସ ଓଡ଼ିଶା==
 
===ମୁଁ ମିସ ଓଡିଶା ୨୦୧୪ ବିଜେତା===
ଜ୍ୟୋତିର୍ମୟୀ ବଳ
ପ୍ରଥମ ରନର୍ସ ଅପ - ପୂଜା ତ୍ରିପାଠୀ ଏବଂ ଦ୍ବିତୀୟ ରନର୍ସ ଅପ - ସୁପ୍ରିୟା ନାୟକ<ref>http://eodisha.org/jyotirmayee-bal-wins-title-mu-miss-odisha-2014-odisha-model-lifestyle/</ref>
 
==ଆଧାର==