"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେ (+ଶ୍ରେଣୀ:୧୯୬୮ ଜନ୍ମ; using [[Help:Ga...)
|caption = [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ ନାଚ]] ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
|birth_name = ଇଲିଆନା ସିତାରିଷ୍ଟ
|birth_date = {{Birth date and age|1968|611|2716|mfdf=y}}
|birth_place = [[ବରଗାମୋ]], [[ଇଟାଲୀ]]
|origin = [[ଇଟାଲୀ|ଇଟାଲୀୟ]]
|background = non_performing_personnel
}}
'''ଇଲିଆନା ସିତାରିଷ୍ଟ''' ଜଣେଇଟାଲୀରେ [[ଇଟାଲୀ]]ରେଜନ୍ମିତ ଜନ୍ମିତଓ ଭୁବନେଶ୍ୱରରେ ରହୁଥିବା ଜଣେ [[ଓଡ଼ିଶୀ]] ଏବଂ [[ଛଉ ନାଚ]] ନୃତ୍ୟଶିଳ୍ପୀ । ସେ ବର୍ତ୍ତମାନ [[ଭୁବନେଶ୍ୱର]]ରେ ରହୁଛନ୍ତି । ୧୯୯୫ ମସିହାରେ [[ମୃଣାଳ ସେନ]]ଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ [[ପଦ୍ମ ଶ୍ରୀ]] ଉପାଧୀରେ ସମ୍ମାନିତ ।
 
== ପ୍ରାରମ୍ଭିକ ଜୀବନ ==
ଇଲିଆନା [[ଇଟାଲୀ]]ର ବେରଗ୍ରାମୋରେ ଜନ୍ମିତ ।<ref name="articles.timesofindia.indiatimes">{{cite news|title=Odisha is now my home: Ileana Citaristi|url=http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|accessdate=6 November 2012|newspaper=The Times of India|date=March 29, 2012}}</ref> [[ଇଟାଲୀ]]ରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ [[କଥକାଳି]] ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।<ref name="kalinga_a">{{cite web|title=Ileana Citarista - Curriculum Vitae|url=http://www.kalinga.net/ileana/cv.htm|accessdate=6 November 2012}}</ref> [[ଓଡ଼ିଶା]] ଆସିବା ପୂର୍ବରୁ ସେ ୩ ବର୍ଷ ଧରି [[କେରଳ]]ରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ [[ଓଡ଼ିଶୀ]] ଶିଖିଥିଲେ ।<ref>{{cite news|title=Ladies who love Indian rhythm|url=http://www.dailypioneer.com/vivacity/103668-ladies-who-love-indian-rhythm.html|accessdate=6 November 2012|newspaper=The Pioneer|date=23 October 2012}}</ref> ୧୯୭୯ ମସିହାରୁ ସେ [[ଓଡ଼ିଶା|ଓଡ଼ିଶାରେ]] ଅବସ୍ଥାନ କରୁଛନ୍ତି<ref name="thehindu">{{cite news|title=Finding her own idiom|url=http://www.thehindu.com/arts/dance/article2369405.ece?css=print|accessdate=6 November 2012|newspaper=The Hindu|date=August 18, 2011}}</ref> ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।<ref name="kalinga">{{cite web|title=Ileana Citaristi - Bio Data|url=http://www.kalinga.net/ileana/biodata.htm|accessdate=6 November 2012}}</ref>
 
== ନୃତ୍ୟ ଜୀବନୀ ==
[[File:Ileana Citaristi performing Mayurbhanj Chau style Siba Tandaba.jpg|thumb|[[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ ନାଚ]]ରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ]]
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର|କେଳୁଚରଣ ମହାପାତ୍ରଙ୍କ]]ଙ୍କ ପାଖରେ [[ଓଡ଼ିଶୀ]] ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" /> ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।<ref>{{cite web|title=Padmashri Ileana Citaristi|url=http://spicmacay.com/articles/padmashri-ileana-citaristi|publisher=SPICMACAY|accessdate=6 November 2012}}</ref> ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ [[ଓଡ଼ିଶୀ]] ଏବଂ [[ଛଉ ନାଚ]] ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।<ref name="narthaki">{{cite web|title=Dr. Ileana Citaristi: My karma is to break new ground|url=http://www.narthaki.com/info/intervw/intrv149.html|accessdate=6 November 2012}}</ref>
 
==ପ୍ରମୁଖ ପ୍ରସ୍ତୁତି==
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରଚ୍ୟପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରଣରେପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଂଜଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ବଲିଖିତସ୍ଵଲିଖିତ କବିତା ଉପରେ ପର୍ଯ୍ୟବେସିତ । <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ, <ref name="thehindu" /> ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତ କୁଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref>
 
== ବହି ଓ ଚଳଚ୍ଚିତ୍ର ==
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>
 
ସେ ମଧ୍ୟ [[ମୁମ୍ବାଇ|ମୁମ୍ବାଇର]] ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମ ଶ୍ରୀ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=47 Dr.(Ms.) Ileana Citaristi PS OR Art}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />
 
==କାର୍ଯ୍ୟ==
 
== ଆଧାର ==
{{ଆଧାରReflist|230em}}
== ଅଧିକ ତଥ୍ୟ ==
* [http://www.kalinga.net/ileana/index.htm ଇଲିଆନା ସିତାରିଷ୍ଟଙ୍କ ୱେବସାଇଟ]
 
{{Commons|Category:Ileana Citaristi|Ileanaଇଲିଆନା Citaristiସିତାରିଷ୍ଟ}}
 
{{ଓଡ଼ିଶାର ପଦ୍ମ ବିଜେତା}}
[[ଶ୍ରେଣୀ:୧୯୬୮ ଜନ୍ମ]]
 
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ପଦ୍ମ ଶ୍ରୀ ସମ୍ମାନିତ]]
୨୪,୯୩୮

ଗୋଟି ସମ୍ପାଦନା