"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୩ କ ଧାଡ଼ି:
|name = ଇଲିଆନା ସିତାରିଷ୍ଟ
|image = Ileana Citaristi.jpg
|caption = [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉନୃତ୍ୟଛଉ ନାଚ]] ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
|birth_name = ଇଲିଆନା ସିତାରିଷ୍ଟ
|birth_date = {{Birth date and age|1968|6|27|mf=y}}
୧୩ କ ଧାଡ଼ି:
|background = non_performing_personnel
}}
'''ଇଲିଆନା ସିତାରିଷ୍ଟ''' ଜଣେ [[ଇଟାଲୀ]]ରେ ଜନ୍ମିତ [[ଓଡ଼ିଶୀ]] ଏବଂ [[ଛଉ ନାଚ]] ନୃତ୍ୟଶିଳ୍ପୀ । ସେ ବର୍ତ୍ତମାନ [[ଭୁବନେଶ୍ୱର]]ରେ ରହୁଛନ୍ତି । ୧୯୯୫ ମସିହାରେ [[ମୃଣାଳ ସେନ]]ଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ [[ପଦ୍ମ ଶ୍ରୀ]] ଉପାଧୀରେ ସମ୍ମାନିତ ।
 
== ପ୍ରାରମ୍ଭିକ ଜୀବନ ==
୧୯ କ ଧାଡ଼ି:
 
== ନୃତ୍ୟ ଜୀବନୀ ==
[[File:Ileana Citaristi performing Mayurbhanj Chau style Siba Tandaba.jpg|thumb|[[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉନୃତ୍ୟଛଉ ନାଚ]]ରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ]]
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର|କେଳୁଚରଣ ମହାପାତ୍ରଙ୍କ]] ପାଖରେ [[ଓଡ଼ିଶୀ]] ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" /> ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।<ref>{{cite web|title=Padmashri Ileana Citaristi|url=http://spicmacay.com/articles/padmashri-ileana-citaristi|publisher=SPICMACAY|accessdate=6 November 2012}}</ref> ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ [[ଓଡ଼ିଶୀ]] ଏବଂ [[ଛଉ ନୃତ୍ୟନାଚ]] ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।<ref name="narthaki">{{cite web|title=Dr. Ileana Citaristi: My karma is to break new ground|url=http://www.narthaki.com/info/intervw/intrv149.html|accessdate=6 November 2012}}</ref>
 
==ପ୍ରମୁଖ ପ୍ରସ୍ତୁତି==
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଂଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ବଲିଖିତ କବିତା ଉପରେ ପର୍ଯ୍ୟବେସିତ । <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ, <ref name="thehindu" /> ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତ କୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref> are some of her notable compositions.
 
== ବହି ଓ ଚଳଚ୍ଚିତ୍ର ==