"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
 
==ପ୍ରମୁଖ ପ୍ରସ୍ତୁତି==
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଂଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ବଲିଖିତ କବିତା ଉପରେ ପର୍ଯ୍ୟବେସିତ <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ, <ref name="thehindu" /> ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତ କୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref> are some of her notable compositions.
 
== ବହି ଓ ଚଳଚ୍ଚିତ୍ର ==
 
==କାର୍ଯ୍ୟ==
*ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. ISBN 81-7304-369-8 ମନୋହର ପ୍ରକାଶନ )
*ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨
 
== ଆଧାର ==
୧,୫୫୧

ଗୋଟି ସମ୍ପାଦନା