"ବେଟି ବଚାଓ ବେଟି ପଢ଼ାଓ ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
[[File:PM Modi at the launch of “Beti Bachao, Beti Padhao” programme.jpg|thumb|ପ୍ରଧାନମନ୍ତ୍ରୀ [[ନରେନ୍ଦ୍ର ମୋଦୀ]] ଉଦ୍ଘାଟନୀ ସମାରୋହରେ [[ମାଧୁରୀ ଦୀକ୍ଷିତ]] ''(ବାମରେ)'' ଏବଂ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ [[ମେନକା ଗାନ୍ଧି]]ଙ୍କ ସହ ।]]
'''Beti Bachao, Beti Padhao''' (BBBP)''(ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢାଅ)'' ଏକ [[ଭାରତ ସରକାର]]ଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । [[ନରେନ୍ଦ୍ର ମୋଦୀ]] ୨୨ ଜାନୁଅାରୀ ୨୦୧୫ ରେ [[ହରିଆଣା]]ର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । <ref>[http://www.newindianexpress.com/nation/PM-to-Taunch-Beti-Bachao-Beti-Padhao-Programme-from-Haryana/2014/12/31/article2597270.ece PM to Launch 'Beti Bachao, Beti Padhao' Programme from Haryana]</ref><ref>[http://economictimes.indiatimes.com/news/politics-and-nation/pm-narendra-modi-to-launch-beti-bachao-beti-padhao-programme-from-haryana/articleshow/45707186.cms PM Narendra Modi to launch 'Beti Bachao, Beti Padhao' programme from Haryana]</ref>ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି । <ref>[http://wcd.nic.in/tender/Beti_bachao_beti_padhao_campaign_24072014.pdf Beti Bachao, Beti Padhao]</ref>
 
୨୦୦୧୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ (୦-୬ ବର୍ଷ) ପ୍ରତି ୧୦୦୦ ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ ୯୧୮କୁ ହ୍ରାସ ଘଟିଛି । <ref>http://wcd.nic.in</ref>
୨୦୧୨ମସିହାରେ [[ୟୁନିସେଫ]](UNICEF)ର ଏହି ରିପୋର୍ଟ ଭାରତକୁ ବିଶ୍ବର ୧୯୫ଟି ଦେଶ ମଧ୍ୟରେ ୪୧ତମ ସ୍ଥାନ ଦେଇଛି <ref>http://bankersadda.me/sukanya-samridhi-yojana/</ref>
[[ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ]] ଉପଲକ୍ଷେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ [[ନରେନ୍ଦ୍ର ମୋଦୀ]] ଏକ ବ୍ୟକ୍ତବ୍ୟରେ କନ୍ୟାଭ୍ରୂଣ ହତ୍ୟାର ମୁଳୋତ୍ପାଟନ ସହ My Gov portal ମାଧ୍ୟମରେ ଜନସାଧାରଣଙ୍କ ଠାରୁ ଏହାର ସମାଧାନ ପ୍ରସ୍ତାବଗୁଡ଼ିଏ ପାଇଁ ଆହ୍ବାନ ଦେଇଛନ୍ତି । <ref>[http://www.dnaindia.com/india/report-pm-narendra-modi-invites-ideas-on-beti-bachao-beti-padhao-2025163 PM Narendra Modi invites ideas on "Beti Bachao, Beti Padhao"]</ref>
==ତ୍ବରିତବିଶେଷ ପ୍ରତିହତଧ୍ୟାନଦିଆଯିବକୁ ପାଇଁଥିବା କିଛି ମୂଖ୍ୟବିନ୍ଦୁ==
 
* ଲିଙ୍ଗଲିଂଗଗତ ସମାନତା ପାଇଁ ସଚେତନତା
==ତ୍ବରିତ ପ୍ରତିହତ ପାଇଁ କିଛି ମୂଖ୍ୟବିନ୍ଦୁ==
* ଲିଙ୍ଗ ସମାନତା ପାଇଁ ସଚେତନତା
*ମହିଳାଙ୍କୁ ଶିକ୍ଷା ସୁନିଶ୍ଚିତ କରାଇବା
*ସ୍ବାସ୍ଥ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ସମସ୍ୟା
Line ୧୪ ⟶ ୧୩:
*ସାଇବର ଅପରାଧ ସେଲ
*ବିପର୍ଯ୍ୟୟ ପରିଚାଳନା ସେଲ
*ପଥପ୍ରଦର୍ଶକ, ଅଭିଭାବକ ଏବଂ ଅନ୍ୟ ମାନଙ୍କୁ ପୁରସ୍କାର ରାଶି
 
==କାର୍ଯ୍ୟକ୍ରମ ବୈଶିଷ୍ଟ୍ୟ==
ଶିଶୁ କନ୍ୟା ପାଇଁ ଲିଂଗଗତ ଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ନିଶ୍ଚିତ କରିବା , ଶିଖିତଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ବିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ । <ref name="BBBB-Feb-17-15">{{cite web | url=http://www.betibachaobetipadhao.co.in/ | title=beti 'bachao beti' padhao | publisher=betibachaobetipadhao.co.in/ | date=17 February 2015 | accessdate=17 February 2015 | author=pavan1804}}</ref>
==ପଦକ୍ଷେପ==
ମନ୍ତ୍ରଣାଳୟ, ପ୍ରାଇଭେଟ ସଂସ୍ଥା, ସମାଜିକ ଅନୁଷ୍ଠାନ ସମ୍ମିଳିତ ସହଯୋଗେ ଏକ ବହୁମୁଖୀ ବିଭାଗୀୟ ପଦକ୍ଷେପ ନିମ୍ନ କନ୍ୟା ହାର (CSR) ଥିବା ପ୍ରାୟ ୧୦୦ଟି ଜିଲ୍ଲାରେ ଆରମ୍ଭ ହେଉଛି ।
Line ୩୨ ⟶ ୩୧:
*ଗର୍ଭପାତ ସହ ଜଡ଼ିତ ଥିବା ଦୋଷୀକୁ କଠୋର ଦଣ୍ଡବିଧାନ
 
ଲିଙ୍ଗଲିଂଗ ନିରୁପଣ ଏବଂ ଭ୍ରୁଣ ହତ୍ୟା , କନ୍ୟାର ବିବାହ ଖର୍ଚ୍ଚ, ଯୌତୁକ ଏବଂ ଏହା ସହ ହେଉଥିବା ଅସୁବିଧା ଆଦି ସମାଜରେ ଚର୍ଚ୍ଚା ହେବା ଉଚିତ ଯାହା ଫଳରେ ସମାଜ ଏଥିପ୍ରତି ସମ୍ବେଦନଶୀଳ ହେବ ଏବଂ ଏପରି ଘୃଣ୍ୟ କାର୍ଯ୍ୟ କରିବା ଆଗରୁ ଲଜ୍ୟାରେ ଦୁଇଥର ଭାବିବ । <ref>http://www.betibachaobetipadhao.co.in/</ref>
 
 
ସେଇ ପରୀମାନଙ୍କମୁହଁରେ ଚେନାଏ ହସ ଆଣିବା ପାଇଁ ''ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢାଅ!
 
 
==ଆଧାର==