"ବେଟି ବଚାଓ ବେଟି ପଢ଼ାଓ ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୭ କ ଧାଡ଼ି:
 
==କାର୍ଯ୍ୟକ୍ରମ ବୈଶିଷ୍ଟ୍ୟ==
ଶିଶୁ କନ୍ୟା ପାଇଁ ଲିଂଗଗତ ଅସମନ୍ୟତାଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ନିଶ୍ଚିତ କରିବା , ଶିଖିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ବିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ ।<ref name="BBBB-Feb-17-15">{{cite web | url=http://www.betibachaobetipadhao.co.in/ | title=beti 'bachao beti' padhao | publisher=betibachaobetipadhao.co.in/ | date=17 February 2015 | accessdate=17 February 2015 | author=pavan1804}}</ref>
==ପଦକ୍ଷେପ==
ମନ୍ତ୍ରଣାଳୟ, ପ୍ରାଇଭେଟ ସଂସ୍ଥା, ସମାଜିକ ଅନୁଷ୍ଠାନ ସମ୍ମିଳିତ ସହଯୋଗେ ଏକ ବହୁମୁଖୀ ବିଭାଗୀୟ ପଦକ୍ଷେପ ନିମ୍ନ କନ୍ୟା ହାର (CSR) ଥିବା ପ୍ରାୟ ୧୦୦ଟି ଜିଲ୍ଲାରେ ଆରମ୍ଭ ହେଉଛି ।