"ଲାଲ ପାଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୬ କ ଧାଡ଼ି:
ଲାଲ ପାଣ୍ଡା ସିକ୍କିମ ର ପ୍ରାଦେଶିକ ପଶୁ ବୋଲି ୧୯୯୦ ମସିହାରେ ମାନ୍ୟତା ପାଇଅଛି । ଦାର୍ଜିଲିଂ ର ଚା’ଉତ୍ସବ ନାମକ ଉତ୍ସବ ରେ ଏହାକୁ ପ୍ରତୀକ ରୂପେ ଉପସ୍ଥାପନା କରାଯାଏ । ୨୦୦୫ ମସିହାରେ ବାବୁ ନାମକ ଏକ ଲାଲ ପାଣ୍ଡା ବିରମିଙଘମ ଜାତୀୟ ଉଦ୍ୟାନ,ଇଂଲଣ୍ଡ ରୁ ପଳାୟନ ରେ ସଫଳ ହୋଇଥିଲା ଆଉଥରେ ଧରାଯିବା ପୂର୍ବରୁ ଏହା ଏକ ଚର୍ଚିତ ପଶୁ ବନିଯାଇଥିଲା । ବାବୁ ପ୍ରଥମ ପଶୁ ଯିଏ କି “Brummie of the Year”ମାନ୍ୟତା ପାଇଥିଲା ।
Fire Fox Web Browser ଲାଲ ପାଣ୍ଡା ର ନାମରେ ନାମିତ । “Master Shifu’’, Kung Fu Panda ର ଗୁରୁ ମଧ୍ୟ ଏକ ଲାଲ ପାଣ୍ଡା ।
==ଆଧାର==
{{ଆଧାର}}