"ଲାଲ ପାଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଲାଲ ପାଣ୍ଡା''' '''RED PANADA''' '''AILURUS FULGENS''' ଲାଲ ପାଣ୍ଡା ଆଲିଉ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
--'''ଲାଲ ପାଣ୍ଡା'''
'''RED PANADA'''
--'''AILURUS FULGENS'''
ଲାଲ ପାଣ୍ଡା ଆଲିଉରୁସ ପ୍ରଜାତିର ଏକ ମାତ୍ର ଛୋଟ ସ୍ତନ୍ୟଧାରି ଜୀବିତ ପ୍ରାଣୀ ଯାହା କି ଆଇଲୁରିଡାଇ ପରିବାରର ଅନ୍ତର୍ଭୁକ୍ତ ଯେଉଥିରେ ରକୁନ ଆଉ ଭାଲୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ କିନ୍ତୁ ତାଙ୍କର ବର୍ଗୀକରଣ ହେତୁ ଅଲଗା କରିଦିଆ ଯାଇଛି ।
ଲାଲ ପାଣ୍ଡାକୁ IUCN ଦ୍ଵାରା ଅସୁରକ୍ଷିତ ବୋଲି ଘୋଷଣା କରାଯାଇଛି । ୧୦ ହଜାର ରୁ କମ ସଂଖ୍ୟକ ଲାଲ ପାଣ୍ଡା ଜୀବିତ ଅଛନ୍ତି ଯାହା କି ଅବସ୍ଥାନ କରୁଥିବା ଦେଶ ମାନଙ୍କ ର ନିୟମ ଦ୍ଵାରା ସୁରକ୍ଷିତ ରକ୍ଷା ଯାଇଅଛି । ଜଙ୍ଗଲ କ୍ଷୟ ,ବିଭାଜିକରଣ,ଅନ୍ତ ପ୍ରଜନନ ହ୍ରାସ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।