"ଅହିରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୩ କ ଧାଡ଼ି:
ଅହିରାଜ ର ଜହରରେ ନିଉରୋଟୋକ୍ସସିନ(NEUROTOXIN)ସହ ଅନ୍ୟ ପଦାର୍ଥ ଥାଏ ।
 
===ଯେପରିକି==
ମ୍ୟୂରିନ(Murine)LD50 ଯାହାକି Intravenous ୧.୩୧ମିଲିଗ୍ରାମ ଏବଂ Intraperitoneal ୧.୬୪୪ମିଲିଗ୍ରାମ ରୁ Subcutaneous ୧.୭ -୧.୯୩ ମିଲିଗ୍ରାମ କୁ ପରିବର୍ତନ ହେଇଥାଏ । ଅହିରାଜ ନିଜ ଶିକାରର ଶରୀରରେ ୨୦୦-୩୦୦ ମିଲିଗ୍ରାମ କିମ୍ବା ୭ ମିଲିଲିଟର ବିଷ ପ୍ରବାହିତ କରିଥାଏ ।
ଅହିରାଜ ର ଶିକାର/ପୀଡିତ ଶରୀରର ସ୍ନାୟୁତନ୍ତ୍ର ରେ ଯଥେଷ୍ଟ ଖ୍ୟତିଗ୍ରସ୍ତ ର ସମ୍ମୁଖୀନ ହେବାକୁ ପଡିଥାଏ । ପୀଡିତକୁ ମୁଣ୍ଡ ବୁଲାଇବା,ବେହୋସ,ଶ୍ଵାସରୁଦ୍ଧ,ପକ୍ଷାଘାତ ଓ କୋମା ହେବାର ଲକ୍ଷଣ ଦେଖାଯାଏ । ସର୍ପାଘାତର ୩୦ ମିନିଟ ରେ ପୀଡିତ ପ୍ରାଣ ହରାଏ । ମାତ୍ର ୨ଟି ପ୍ରତିରୋଧକ ର ଆବିଷ୍କାର ହୋଇଛି ଯାହା Central Research Institute ଭାରତ ଓ Red Cross ଥାଇଲାଣ୍ଡ ଦ୍ଵାରା ଯାହାକି ସ୍ୱଳ୍ପ ପରିମାଣରେ ଉପଲବ୍ଧ କିନ୍ତୁ ଆଶ୍ଚର୍ଯ୍ୟ ର କାରଣ ନୁହେଁ । Ohanin ନାମକ ପ୍ରୋଟିନ ଯାହାକି ଏହି ବିଷରେ ଥାଏ ସ୍ତନ୍ୟପାଇ ପ୍ରାଣିମାନଙ୍କ ଠାରେ Hypolocomotion, Hyperalgesia ପରିଲକ୍ଷିତ ହୁଏ ଏବଂ ଅନ୍ୟ ପଦାର୍ଥ Cardiotoxic,Cytotoxic ଓ Neurotoxic ମଧ୍ୟ ଥାଏ । ଥାଇଲାଣ୍ଡ ରେ ଏଲକହଲ,ହଳଦୀ ଓ ଚେରମୂଳି ରେ ପ୍ରସ୍ତୁତ ପଦାର୍ଥ କୁ ଶେବନ କରାଇଲେ ଅପେକ୍ଷାକୃତ ଫଳମିଳିଥାଏ ଉଚିତ ସମୟରେ ଉପଚାର କରାଇଲେ ପୀଡିତ ସମ୍ପୂର୍ଣ ସୁସ୍ଥ ହୋଇଯାଏ । ଏହା ଉଭୟ ଅହିରାଜ ଓ ଅନ୍ୟ ନାଗ ଦଂଶନ ରୁ ମଧ୍ୟ ଉପଚାର କରାଇଥାଏ । ଥାଇଲାଣ୍ଡ ର ସର୍ବେକ୍ଷଣ ରୁ ଜଣାଯାଏ ଯେ ୧୦ ଜଣ ଲୋକ ମୃତ୍ୟୁ ବରଣ କରନ୍ତି ୩୫ ଜଣଙ୍କ ମଧ୍ୟରେ ଓ ଭାରତର ଦକ୍ଷିଣାଞ୍ଚଳରେ ଏକ ଡାକ୍ତରଖାନାର ୬ବର୍ଷର ବିବରଣୀ ରୁ ଜଣାଯାଏ ଯେ ଦୁଇ-ତୃତୀୟାଂସ ଲୋକ ଯିଏକି ଅହିରାଜ ଦଂଶନ ର ଶିକାର ହୋଇଥିଲେ ଉଚିତ ଉପଚାର ଯୋଗୁଁ ଗୋଟାଏବି ପୀଡିତ ମୃତ୍ୟୁ ବରଣ କରିନାହାନ୍ତି । ଏହି ସର୍ପର ଦଂଶନର ଶିକାର ମୁଖ୍ୟ ରୂପରେ ସର୍ପ ପ୍ରତି ଆକ୍ରୁଷ୍ଟ ବ୍ୟକ୍ତି ମାନେହିଁ ହୁଅନ୍ତି ।
 
===ଫୁତ୍କାର===
ସର୍ପମାନଙ୍କର ଆବୃତି(Frequency) ୩୦୦୦Hz ରୁ ୧୩୦୦୦Hz ଯାହାର ପ୍ରଖରତା ୭୫୦୦ Hz ହେଇଥାଏ ତେବେ ଅହିରାଜ ର କମ ଅନ୍ତରାଳ ହୋଇଥାଏ ୨୫୦୦Hz ଯାହାର ପ୍ରଖରତା ୬୦୦ Hz ଯାହା ମନୁଷ୍ୟ ର ଆବୃତି ସହ ପ୍ରାୟ ସମାନ ।
 
==ସଂରକ୍ଷଣ==
"https://or.wikipedia.org/wiki/ଅହିରାଜ"ରୁ ଅଣାଯାଇଅଛି