"ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୯ କ ଧାଡ଼ି:
===୧- Persica===
ଯାହାକୁ ଏସିଆ ର ସିଂହ କୁହାଯାଏ ବା ପାରସ୍ୟ ବା ଦକ୍ଷିଣ-ଏସିଆ ବା ଭାରତୀୟ ସିଂହ କୁହାଯାଏ । ଯାହାକି ଅତୀତ ସମୟ ରେ ତୁର୍କୀ ରୁ ଦକ୍ଷିଣ ଏସିଆ,ଭାରତ ଓ ପାକିସ୍ତାନ ରେ ବିସ୍ତୃତ ଥିଲେ, ଆଜି ମାତ୍ର ୪୦୦ଟି ଗିର ଜାତୀୟ ଉଦ୍ୟାନ ରେ ଅଛନ୍ତି ।
===୨-Leo===
====୨-Leo:'====-ବର୍ବରୀ ସିଂହ ନାମରେ ଜଣାଶୁଣା,ଏମାନଙ୍କ ବାସସ୍ଥଳୀ ମୋରୋକ୍କୋ ରୁ ଇଜିପ୍ଟ ପର୍ଯ୍ୟନ୍ତ । ଅତ୍ୟଧିକ ଶିକାର ପାଇଁ ଏମାନଙ୍କ ସଂଖ୍ୟା ୯୦ ରେ ପହଞ୍ଚିଛି ଯାହାକି Moroccan Royal collection ଦ୍ଵାରା ରବତ ଚିଡିଆଖାନା ରେ ସଂରକ୍ଷଣ କରାଯାଇଛି । ଏହି ସିଂହ ପାଖପାଖି ଏସିଆର ସିଂହ ପରି ୩-୩.୫ ମିଟର ଲମ୍ବ ଓ ୨୦୦କିଗ୍ରା ରୁ ଉର୍ଦ୍ଧ ଓଜନର ପୁରୁଷ ।
====୩-Senegalensis:-==== ପଶ୍ଚିମ ଆଫ୍ରିକା ସିଂହ ଭାବେ ଜଣା ଶୁଣା ଏମାନେ ପଶ୍ଚିମ ଆଫ୍ରିକା ରେ ଦେଖାଯା’ନ୍ତି । ଏମାନଙ୍କ ବାସସ୍ଥଳୀ ସେନେଗଲ ରୁ ମଧ୍ୟ ଆଫ୍ରିକା ଗଣତନ୍ତ୍ର ପର୍ଯ୍ୟନ୍ତ ବିସ୍ତ୍ରୁତ ।
===୩-Senegalensis===
===='୪-Azandica:-==== ଏମାନେ ଉତ୍ତର-ପୂର୍ବ କୋଙ୍ଗୋ ରେ ଦେଖାଯା’ନ୍ତି ।
ପଶ୍ଚିମ ଆଫ୍ରିକା ସିଂହ ଭାବେ ଜଣା ଶୁଣା ଏମାନେ ପଶ୍ଚିମ ଆଫ୍ରିକା ରେ ଦେଖାଯା’ନ୍ତି । ଏମାନଙ୍କ ବାସସ୍ଥଳୀ ସେନେଗଲ ରୁ ମଧ୍ୟ ଆଫ୍ରିକା ଗଣତନ୍ତ୍ର ପର୍ଯ୍ୟନ୍ତ ବିସ୍ତ୍ରୁତ ।
===୪-Azandica===
ଏମାନେ ଉତ୍ତର-ପୂର୍ବ କୋଙ୍ଗୋ ରେ ଦେଖାଯା’ନ୍ତି ।
===୫-Nubica:-====
ମାସାଇ ସିଂହ ବା ପୂର୍ବ ଆଫ୍ରିକୀୟ ସିଂହ ଭାବେ ଜଣାଶୁଣା,ଏମାନେ ପୂର୍ବ ଆଫ୍ରିକାରେ ଦେଖାଯା’ନ୍ତି । ଇଥୋପିଆ ଓ କେନିଆ ରୁ ତାଞ୍ଜାନିଆ ଓ ମୋଜାମ୍ବିକ ପର୍ଯ୍ୟନ୍ତ ଏମାନଙ୍କ ବାସସ୍ଥଳୀ । =
===୬ –Bleyenberghi:-====
ଦକ୍ଷିଣ –ପଶ୍ଚିମ-ପଶ୍ଚିମ ସିଂହ ବା କତାଙ୍ଗ ସିଂହ ନାମେ ପରିଚିତ,ଏମେନେ ଦକ୍ଷିଣ-ପଶ୍ଚିମ ଆଫ୍ରିକା ରେ ଦେଖାଯା’ ନ୍ତି । ନାମିବିଆ,ବୋତସ୍ବାନା,ଆଙ୍ଗୋଲା,କତାଙ୍ଗ,ଜାମ୍ବିୟା ଓ ଜିମ୍ବାୱେ ରେ ବସବାସ କରନ୍ତି ।
 
===୭-Krugeri===
ଦକ୍ଷିଣ-ପୂର୍ବ ଆଫ୍ରିକା ସିଂହ ବା ଟ୍ରାଂଶ୍ଵାଲ ସିଂହ ବୋଲି କୁହାଯାଏ,ଏମାନେ ଟ୍ରାଂଶ୍ଵାଲ ଅଞ୍ଚଳ (ଦକ୍ଷିଣ –ପୂର୍ବ ଆଫ୍ରିକା)ରେ ଦେଖାଯା’ନ୍ତି । କୃଗାର ଜାତୀୟ ଉଦ୍ୟାନ ସମେତ ।
"https://or.wikipedia.org/wiki/ସିଂହ"ରୁ ଅଣାଯାଇଅଛି