"ମୀରା କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭ କ ଧାଡ଼ି:
|term_end = ୧୮ ମଇ ୨୦୧୪
|predecessor = ସୋମନାଥ ଚାଟର୍ଜୀ
|successor = ସୁମିତ୍ରା ମହାଜନ
ମହାଜନ
| office1 = ସଦସ୍ୟ: ୧୪ଶ ଓ ୧୫ଶ ଲୋକସଭା
| constituency1 = ସାସାରାମ
Line ୨୯ ⟶ ୨୮:
}}
 
'''ମୀରା କୁମାର''' ଜଣେ ଭାରତୀୟ ରାଜନେତା ଏବଂ ଲୋକସଭାକୁ ପାଞ୍ଚ ଥର ନିର୍ବାଚିତ ହୋଇଥିବା ସାଂସଦ।ସାଂସଦ । ମୀରା କୁମାର ବିନା ପ୍ରତିଦ୍ୱନ୍ଦୀତାରେ ଭାରତର ପ୍ରଥମ ମହିଳା ବାଚସ୍ପତି ହିସାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪-୨୦୧୪ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ ।<ref>[http://www.nytimes.com/2009/06/04/world/asia/04briefs-indiaelection.html?ref=global-home India: Woman Wins Post of Speaker] [[New York Times]], June 4, 2009.</ref><ref>[http://articles.timesofindia.indiatimes.com/2009-06-04/india/28196365_1_meira-kumar-jagjivan-ram-dalit-agenda Meira Kumar brings Jagjivan to fore] [[The Times of India]], June 4, 2009.</ref>
 
ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ଶ ଲୋକସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ଶ, ୧୨ଶ ଓ ୧୪ଶ ଲୋକସଭାର ମଧ୍ୟ ସଦସ୍ୟ ଥିଲେ । କୁମାର (୨୦୦୪-୨୦୦୯) ଯାଏଁ [[ମନମୋହନ ସିଂହ]]ଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।.<ref>{{cite web | url=http://news.oneindia.in/2009/06/03/profile-meira-kumar-first-woman-dalit-speaker.html | title=Profile: Meira Kumar, Ist woman Dalit Speaker | publisher=oneindia.in | date=3 June 2009 | accessdate=10 February 2014}}</ref>
Line ୩୫ ⟶ ୩୪:
 
==ଜୀବନ==
ମୀରା କୁମାରଙ୍କ ଜନ୍ମ ବିହାରର ପାଟନାରେ[[ପଟନା]]ରେ ହୋଇଥିଲା । ବାପା ବାବୁ ଜଗଜୀବନ ରାମ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଜଣେ ପ୍ରମୁଖ ଦଳୀତ ନେତା ଥିଲେ, ଏବଂ ମାଆ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପ୍ରାରମ୍ଭୀକପ୍ରାରମ୍ଭିକ ଶିକ୍ଷା ୱେଲହାମ ମହିଳା ବିଦ୍ୟାଳୟରେ ହୋଇଥିଲା ଓ ପରେ ସେ ମାହାରାଣି ଗାୟତ୍ରୀ ଦେବୀ ମହିଳା ବିଦ୍ୟାଳୟକୁ ଯାଇଥିଲେ । ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳରୁ ଓକିଲାତି ସ୍ନାତୋକତ୍ତର ପାଇବା ପ୍ରାପ୍ତ କରିଥିଲେ। ୨୦୧୦ ମସିହାରେ ବନସ୍ପତି ବିଦ୍ୟାପୀଠରୁ ଡାକ୍ତରିକତା ପାଇଥିଲେ।<ref>http://eciresults.nic.in/ConstituencywiseS0434.htm?ac=34</ref>
<ref>http://eciresults.nic.in/statewiseS04.htm?st=S04</ref>
 
Line ୪୩ ⟶ ୪୨:
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ବିହାରର ଲୋକ]]
[[ଶ୍ରେଣୀ:ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]