"ମୀରା କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୮ କ ଧାଡ଼ି:
}}
 
ମୀରା କୁମାର ଜଣେ ଭାରତୀୟ ରାଜନେତା ଏବଂ ଲୋକସଭାକୁ ପାଞ୍ଚ ଥର ନିର୍ବାଚିତ ହୋଇଥିବା ସାଂସଦ। କୁମାର ବିନା ପ୍ରତିଦ୍ୱନ୍ଦୀତାରେ ଭାରତର ପ୍ରଥମ ମହିଳା ବାଚସ୍ପତି ହିସାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪-୨୦୧୪ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ ।<ref>[http://www.nytimes.com/2009/06/04/world/asia/04briefs-indiaelection.html?ref=global-home India: Woman Wins Post of Speaker] [[New York Times]], June 4, 2009.</ref><ref>[http://articles.timesofindia.indiatimes.com/2009-06-04/india/28196365_1_meira-kumar-jagjivan-ram-dalit-agenda Meira Kumar brings Jagjivan to fore] [[The Times of India]], June 4, 2009.</ref>
 
ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ଶ ଲୋକସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ଶ, ୧୨ଶ ଓ ୧୪ଶ ଲୋକସଭାର ମଧ୍ୟ ସଦସ୍ୟ ଥିଲେ । କୁମାର (୨୦୦୪-୨୦୦୯) ଯାଏଁ [[ମନମୋହନ ସିଂହ]]ଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।