"ରାଜସ୍ମିତା କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ re-categorisation
୧ କ ଧାଡ଼ି:
{{ଛୋଟ|Rajasmita Kar}}
{{Infobox person
| name = ରାଜସ୍ମିତା କର
Line ୫ ⟶ ୬:
| caption = ରାଜସ୍ମିତା କର
| birth_date = {{birth date and age|1991|01|26}}
| birth_place = [[ରାଉରକେଲା]], [[ଓଡ଼ିଶାସୁନ୍ଦରଗଡ଼ ଜିଲ୍ଲା]], ଭାରତ ଓଡ଼ିଶା
| occupation = ନୃତ୍ୟଶିଳ୍ପୀ
| nationality = [[ଭାରତ|ଭାରତୀୟ]]
| other_names = ନିକି <ref>{{cite web |url= http://expressbuzzwww.newindianexpress.com/entertainment/television/odia-hip-hopper-crowned-dance-queen/384991article386446.htmlece |title=Odia hip-hopper crowned dance queen &#124;Rajasmita&#124;Dance India Dance &#124;|work= The New Indian Express|work=expressbuzz.com |year=2012 |quote= “Niki has made us proud,” said her mother Ranjita. |accessdate=2414 AprilMarch 20122015}}</ref>
| television = ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୩
| parents = ରମେଶ କର<br /> ରଞ୍ଜିତା କର
}}
 
ଜାତୀୟ ସ୍ତରର ହିନ୍ଦୀ ଟେଲିଭିଜନ ଚ୍ୟାନେଲ ଜି ଟିଭି ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ର ଚୁଡ଼ାନ୍ତ ଅଧ୍ୟାୟରେ [[ଓଡ଼ିଶା]]ର ଏକମାତ୍ର ପ୍ରତିଦ୍ଵନ୍ଦୀ [[ରାଉରକେଲା]]ର ରାଜସ୍ମିତା କର ବିଜୟୀ ହୋଇ ଭାଗ୍ୟରଟୋପିର ଅଧିକାରୀ ହୋଇଛନ୍ତି ନିଜ ନୃତ୍ୟର ଉତ୍କର୍ଷତା ବଳରେ ସେ ଏହି ପ୍ରତିଯୋଗିତାର ଶେଷ ୫ଜଣ ଚୁଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ସ୍ଥାନ ବଳବତ୍ତର ରଖିଥିବା ବେଳେ ତିନି ଥର ପ୍ରଥମ ଓ ଦୁଇ ଥର ଦ୍ଵୀତୀୟ ସ୍ଥାନ ହାସଲ କରିଥିଲେ ରାଜସ୍ମିତା [[ଆସାମ]]ର ପ୍ରଦୀପ ଗୁରୁଙ୍ଗ, [[ଡେରାଡୁନ]]ର ରାଘବ, [[ଦିଲ୍ଲୀ]]ର ସନମ ଜୋହର ଓ ରେବା, [[ମଧ୍ୟ ପ୍ରଦେଶ]]ର ମୋହିନା ସିଂଙ୍କୁ ପଛରେ ପକାଇ ବିଜୟିନୀ ହୋଇଥିଲେ ୪୮ଲକ୍ଷ ୮୯ ହଜାର ୩୦ଟି ଭୋଟପାଇ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ <ref>{{cite web |url= http://www.odishatoday.com/viewnews.php?news_id=3381 |title=Rourkela girl Rajasmita Kar wins ‘Dance India Dance 3′ title|work=odishatoday.com |year=2012 |quote=Rajasmita Kar was declared the winner at the grand finale |accessdate=23 April 2012}}</ref><ref>{{cite web |url= http://dailypioneer.com/state-editions/bhubaneswar/59704-odia-girl-rajasmita-shines-in-dance-india-dance.html |title=Odia girl Rajasmita shines in Dance India Dance |work=dailypioneer.com |year=2012 |quote=Rajasmita (Geeta Ki Gang) stood number one with 48,89,030 votes |accessdate=24 April 2012}}</ref>
 
୨୬ ଜାନୁଆରୀ ୧୯୯୧ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜସ୍ମୀତାଙ୍କ ବାପା ରମେଶ କୁମାର କର [[ରାଉରକେଲା]]ର ବାସନ୍ତୀ କଲୋନୀରେ ଏକ ବୈଦ୍ୟୁତିକ ସରଞ୍ଜାମ ଦୋକାନ ଚଳାଉଥିବା ବେଳେ ମା ରଞ୍ଜିତା କର ଜଣେ ଗୃହିଣୀ୤ଗୃହିଣୀ। ପିଲାବେଳୁ ନୃତ୍ୟ ପ୍ରତି ଆଗ୍ରହୀ ହୋଇ ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷା କରିଥିଲେ
 
ଏହା ପୂର୍ବରୁ ସେ [[ତରଙ୍ଗ ଟିଭି]]ରେ ପ୍ରସାରିତ ଝୁମ ଓଡ଼ିଶା ଝୁମ, ଧୁମ ମଚାଲେ ଧୁମ ର ଚୁଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ <ref>{{cite web |url= http://www.enableezine.com/did-winner-rajasmita/137.html |title=DID 3 Winner ? - Rajasmita Win Takdeer Ki Topi|work=enableezine.com |year=2012 |quote=she also took part in Tarang TV channel’s Dance Shows ‘Jhum Odisha Jhum’ and ‘Dhum Maggi Dhum’, also Reached into Finals. |accessdate=24 April 2012}}</ref><ref>{{cite web |url= http://www.matpal.com/2012/03/rajsmita-kar-biography-did-3.html |title=Rajasmita Kar &#91;Biography&#93; DID 3 ~ Matpal |work=matpal.com |year=2012 |quote=First time she appeared in the reality show Dhoom Machale |accessdate=24 April 2012}}</ref> ଅକ୍ଟୋବର ୨୦୧୧ରେ [[ଭୁବନେଶ୍ଵର]]ରେ ଅନୁଷ୍ଠିତ ଜିଟିଭିର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ [[ମୁମ୍ବାଇ]] ଯାଇଥିଲେ ଭିନ୍ନ ଭିନ୍ନ ଅଧ୍ୟାୟରେ ବହୁ କଷ୍ଟସାଧ୍ୟ ନୃତ୍ୟ ପରିବେଷଣ କରି ସେ ଗ୍ରାଣ୍ଡମାଷ୍ଟର [[ମିଥୁନ ଚକ୍ରବର୍ତ୍ତୀ]]ଙ୍କ ଠାରୁ 'ଡାର୍କ ହର୍ସ' ଆଖ୍ୟା ପାଇଥିଲେ <ref>{{cite web |url= http://www.telegraphindia.com/1120416/jsp/odisha/story_15376887.jsp#.T5YWxnn1rcc |title=DID finalist dreams to win with moves |work=telegraphindia.com |year=2012 |quote=grandmaster Mithunda acknowledges me as the ‘dark horse’ of the show |accessdate=24 April 2012}}</ref>
 
ପ୍ରଖ୍ୟାତ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା ରାଜସ୍ମୀତା ଆଗାମୀ ଦିନରେ ଛୋଟ ଛୋଟ ପିଲାଙ୍କ ପାଇଁ ଏକ ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି
 
== ଆଧାର ==
{{ଆଧାରReflist|30em}}
== ବାହାର ଲିଙ୍କ ==
 
[[ଶ୍ରେଣୀ:ଓଡ଼ିଶାର୧୯୯୧ ଲୋକଜନ୍ମ]]
{{Persondata <!-- Metadata: see [[Wikipedia:Persondata]]. -->
| NAME = Kar, Rajasmita
| ALTERNATIVE NAMES =
| SHORT DESCRIPTION = Dancer
| DATE OF BIRTH = 1991
| PLACE OF BIRTH = Rourkela, Orissa, India
| DATE OF DEATH =
| PLACE OF DEATH =
}}
{{DEFAULTSORT:Kar, Rajasmita}}
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୧୯୯୧ସୁନ୍ଦରଗଡ଼ ଜନ୍ମଜିଲ୍ଲାର ଲୋକ]]