"ଟ୍ରାକୋମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଆଣ୍ଟିବାୟୁଟିକ: ବନାନ ଠିକ କରାଗଲା
ଏହି ବିଷୟକୁ ଅପଡେଟ କରାଗଲା
୧୪ କ ଧାଡ଼ି:
| MeshID = D014141
}}
'''ଟ୍ରାକୋମା''' ଏକ ରୋଗ ଯାହା [[କ୍ଲାମିଡିଆ ଟ୍ରାକୋମାଟିସ]] ନାମକ [[ଜୀବାଣୁ]]ଦ୍ଵାରା ସଂକ୍ରମିତ ହୁଏ ଓ ଏହି ରୋଗରେ ଆଖିର ଭିତର ପତା ବା [[କଞ୍ଜକ୍ଟାଇଭା]] ଚିକ୍କଣ ନ ରହି ଆବଡ଼ାଖାବଡ଼ା ହୋଇଯାଏ । ଇଂରାଜୀରେ ଏହି ଟ୍ରାକୋମା ଶବ୍ଦଟି ଗ୍ରୀକ ଭାଷାରୁ (Greek: τράχωμα, ‘roughness’) ନିଆଯାଇଛି । '''ଗ୍ରାନୁଲାର କଞ୍ଜକ୍ଟିଭାଇଟିସ୍କଞ୍ଜକ୍ଟିଭାଇଟିସ''', ବା '''ଇଜିପ୍ସିଆନଇଜିପ୍‌ସିଆନ ଅଫ୍‌ଥାଲମିଆଅଫ୍‌ଥାଲ୍‌ମିଆ'''<ref>{{cite book|last=Swanner|first=Yann A. Meunier ; with contributions from Michael Hole, Takudzwa Shumba TakudzwaShumba& B.J.|title=Tropical diseases : a practical guide for medical practitioners and students|year=2014|publisher=Oxford University Press, USA|location=Oxford|isbn=9780199997909|page=199|url=http://books.google.ca/books?id=ZWcGAQAAQBAJ&pg=PT222}}</ref> ବା ବ୍ଲାଇଣ୍ଡିଙ୍ଗ ଟ୍ରାକୋମା (ଇଂରାଜୀରେ ଯାଥାକ୍ରମେ '''Trachoma''', '''granular conjunctivitis'''), '''Egyptian ophthalmia'''), ଓ '''ବ୍ଲାଇନ୍ଡିଙ୍ଗblinding ଟ୍ରାକୋମାtrachoma''') ଇତ୍ୟାଦିଏକ ଶବ୍ଦମାନସଂକ୍ରମଣକାରୀ ଏହାରରୋଗ ପ୍ରତିଶବ୍ଦଯାହା [[କ୍ଲାମିଡିଆ ଟ୍ରାକୋମାଟିସ]] [[ଜୀବାଣୁ]]ଦ୍ୱାରା ହୁଏ<ref name=WHO2013/> ଏହି ରୋଗଦ୍ୱାରା ଆଖିପତାର ଭିତର ପତାପାଖରେ ଆଖିଗ୍ରାନୁଲେସନ ଡୋଳାରେ(granulation) ଘସିତନ୍ତୁ ତିଆରି ହୋଇ ଅସମାନ ବା ଆବୁଡ଼ାଖାବୁଡ଼ା ହୋଇଯାଏ । ଏହି ହେବାଅସମାନତା ଯୋଗୁ ଆଖିରେ ଯନ୍ତ୍ରଣା ହୁଏ, କର୍ନିଆର [[କର୍ନିଆ]]ର ସମ୍ମୁଖବାହାର ସ୍ତର ନଷ୍ଟ ହେବାହୋଇଯାଇ ଯୋଗୁ[[ଅନ୍ଧତ୍ୱ]] ରୋଗୀସମ୍ଭାବନା ଅନ୍ଧ ହୋଇଯାଏରହେ ।<brref name=WHO2013/>
 
ଆଖି ବା ନାକ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷଦ୍ଵାରା ଏହି ରୋଗ ସଂକ୍ରମିତ ହୁଏ । ରୋଗୀର ଆଖି ଓ ନାକ ସଂସ୍ପର୍ଷରେ ଆସିଥିବା ମାଛି ଓ ଲୁଗାପଟା ମାଧ୍ୟମରେ ଜୀବାଣୁ ଅନ୍ୟ ସୁସ୍ଥ ଲୋକକୁ ସଂକ୍ରମିତ କରେ । ବାରମ୍ଵାର ଏହି ରୋଗ ହେଲେ ଆଖି ପତା ଖରାପ ହୋଇଯାଇ ଡୋଳା ସହ ଘର୍ଷଣ ହୁଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାମାନଙ୍କଦ୍ଵାରା ରୋଗ ଅଧିକ ସଂକ୍ରମିତ ହୁଏ । ବିରର୍ଯ୍ୟସ୍ତ ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ । <br />
<!-- କାରଣ -->
ଏହି ରୋଗ ପ୍ରତିରୋଧ ନିମନ୍ତେ ଆଣ୍ଟିବାୟୋଟିକଦ୍ଵାରା ରୋଗୀଙ୍କ ଚିକିତ୍ସା ଓ ବିଷୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଚେଷ୍ଟା ଚାଲିଛି । ସାଦାରଣତଃ ଏହି ରୋଗ ହେଉଥିବା ସ୍ଥାନରେ ସମସ୍ତଙ୍କୁ ଏକାବେଳେ ଚିକିତ୍ସା ଆବଶ୍ୟକ । କେବଳ ଧୁଆଧୁଇ କଲେ ଯଥେଷ୍ଟ ନୁହେଁ. ଅନ୍ୟାନ୍ୟ ଚିକିତ୍ସା ଦରକାର ।<ref name=Ejere2012>{{cite journal|last=Ejere|first=HO|coauthors=Alhassan, MB; Rabiu, M|title=Face washing promotion for preventing active trachoma.|journal=The Cochrane database of systematic reviews|date=Apr 18, 2012|volume=4|pages=CD003659|pmid=22513915}}</ref> ଆଜିଥ୍ରୋମାଇସିନ ଖାଇବାକୁ ଦିଆଯାଏ ଓ ଟ୍ରାକୋମା ଥିବା ସ୍ଥାନରେ ଟେଟ୍ରାସାଇକ୍ଲିନ ଦେଇ ଏହାର ଚିକିତ୍ସା କରାଯାଏ ।<ref name=Evans2011>{{cite journal |author=Evans JR1, Solomon AW |title=Antibiotics for trachoma |journal=Cochrane Database Syst Rev |volume=16|issue=3 |pages=CD001860 |date=March 2011 |pmid=21412875 |doi=10.1002/14651858.CD001860.pub3}}</ref> ଆଜିଥ୍ରୋମାଇସିନ ଦିନକୁ ଗୋଟିଏ ଥର ଦିଆଯାଉଥିବାରୁ ଏହାକୁ ପସନ୍ଦ କରାଯାଏ ।<ref name=Mariotti2004>{{cite journal |author=Mariotti SP |title=New steps toward eliminating blinding trachoma |journal=N. Engl. J. Med. |volume=351 |issue=19 |pages=2004–7 |date=November 2004 |pmid=15525727 |doi=10.1056/NEJMe048205 |url=http://content.nejm.org/cgi/pmidlookup?view=short&pmid=15525727&promo=ONFLNS19}}</ref> ଆଖିପତାରେ ସ୍କାର ହେଲେ ଅପରେସନ କରି ଆଖିପତାର ପୋଜିସନ ଠିକ କରାଯାଏ ।<br />
ଟ୍ରାକୋମା ରୋଗୀର ଆଖି ଓ ନାକର ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷରେ ସୁସ୍ଥ ଲୋକ ଆସିଲେ ରୋଗ ଡିଏଁ ।<ref name=WHO2013/> ଲୁଗାପଟାଦ୍ୱାରା ବା ରୋଗୀର ଆଖି ଓ ନାକ ସଂସ୍ପର୍ଶରେ ଆସିଥିବା ମାଛିଦ୍ୱାରା ପରୋକ୍ଷ ସଂକ୍ରମଣ ହୁଏ ।<ref name=WHO2013/> ବର୍ଷାଧିକ କାଳ ଅନେକ ଥାର ସଂକ୍ରମଣ ହେଲେ ଆଖି ପତା ଅସମାନ ହେବାପରେ ପତା ବାଳ ଡୋଳା ସ‌ହ ଘଷିହୁଏ ।<ref name=WHO2013/> ବ‌ୟଷ୍କଙ୍କ ଅପେକ୍ଷା ପିଲାମାନଙ୍କଦ୍ୱାରା ଏହି ରୋଗ ଅଧିକ ଦିଏଁ ।<ref name=WHO2013/> ଦରିଦ୍ର ପରିମଳ ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ ।<ref name=WHO2013/>
ସାରା ପୃଥିବୀରେ ପ୍ରାୟ ୮୦ ନିୟୁତ ରୋଗୀ ଅଛନ୍ତି ।<ref name=Fen2012>{{cite journal|last=Fenwick|first=A|title=The global burden of neglected tropical diseases.|journal=Public health|date=Mar 2012|volume=126|issue=3|pages=233–6|pmid=22325616}}</ref> କେତେକ ସ୍ଥାନରେ ୬୦ ରୁ ୯୦ % ପିଲାଙ୍କଠାରେ ଏହି ରୋଗ ଦେଖାଯାଏ । ଏହା ଯୋଗୁ ପ୍ରାୟ ୨.୨ ନିୟୁତ ଲୋକଙ୍କର ଦୃଷ୍ଟିଶକ୍ତି କମିଯାଏ ଓ ଏମାନଙ୍କ ମଧ୍ୟରୁ ୧.୨ ନିୟୁତ ଅନ୍ଧ ହୁଅନ୍ତି ।
 
ଆଫ୍ରିକାର ୫୩ଟି ଦେଶରେ ଏହି ରୋଗ ଦେଖାଯାଏ, ଏସିଆ ତଥା ମଧ୍ୟ ଓ ଦକ୍ଷିଣ ଆମେରିକାରେ ୨୩୦ ନିୟୁତ ବିପଦଗ୍ରସ୍ତ ରହନ୍ତି ।<ref name=WHO2013>{{cite web|title=Blinding Trachoma Fact sheet N°382|url=http://www.who.int/mediacentre/factsheets/fs382/en/|work=World Health Organization|accessdate=14 March 2014|date=November 2013}}</ref> ଏହା ଯୋଗୁ ୬ ବିଲିଅନ ଡଲାର କ୍ଷତି ଆମେରିକା ସହେ ।
<!-- ପ୍ରତିଷେଧ ଓ ଚିକିତ୍ସା -->
ଏହିବିଷୁଦ୍ଧ ରୋଗଜଳ ପ୍ରତିରୋଧଯୋଗାଣ ନିମନ୍ତେବ୍ୟବସ୍ଥା ଆଣ୍ଟିବାୟୋଟିକଦ୍ଵାରାକରି ରୋଗୀଙ୍କଓ ସଂକ୍ରମିତ ଲୋକଙ୍କୁ [[ଆଣ୍ଟିବାୟୋଟିକ]] ଦେଇ ଚିକିତ୍ସା କରି ବିଷୁଦ୍ଧଏହି ପାନୀୟରୋଗକୁ ଜଳପ୍ରତିରୋଧ ଯୋଗାଣକରିବାକୁ ପାଇଁପ୍ରୟାସ ଚେଷ୍ଟାକରିବା ଚାଲିଛିଉଚିତ<ref ସାଦାରଣତଃname=WHO2013/> ଏହିସଂଭାବ୍ୟ ରୋଗରୋଗ‌ଗ୍ରସ୍ତ ହେଉଥିବାଇଲାକାରେ ସ୍ଥାନରେଥିବା ସମସ୍ତଙ୍କୁସମସ୍ତ ଏକାବେଳେଲୋକଙ୍କୁ ଚିକିତ୍ସା ଆବଶ୍ୟକକରିବା ଦରକାର ହୁଏ<ref name=Evans2011/> କେବଳ ଧୁଆଧୁଇଧୋଇବା କଲେବ୍ୟବସ୍ଥା ଯଥେଷ୍ଟ ନୁହେଁ.କରି ଅନ୍ୟାନ୍ୟ ଚିକିତ୍ସାବ୍ୟବସ୍ଥା ଦରକାରକରିବାକୁ ହୁଏ <ref name=Ejere2012>{{cite journal|last=Ejere|first=HO|coauthorsauthor2=Alhassan, MB; |author3=Rabiu, M |title=Face washing promotion for preventing active trachoma.|journal=The Cochrane database of systematic reviews|date=Apr 18, 2012|volume=4|pages=CD003659|pmid=22513915|doi=10.1002/14651858.CD003659.pub3}}</ref> ଆଜିଥ୍ରୋମାଇସିନ ଖାଇବାକୁଏହାର ଦିଆଯାଏଚିକିତ୍ସା ନିମନ୍ତେ ଟ୍ରାକୋମାପାଟିବାଟେ ଥିବା[[ଆଜିଥ୍ରୋମାଇସିନ]] ସ୍ଥାନରେ ଆଖିରେ [[ଟେଟ୍ରାସାଇକ୍ଲିନ]] ଦେଇ ଏହାର ଚିକିତ୍ସା କରାଯାଏଦିଆଯାଏ ।<ref name=Evans2011>{{cite journal |author=Evans JR1, Solomon AW |title=Antibiotics for trachoma |journal=Cochrane Database Syst Rev |volume=16|issue=3 |pages=CD001860 |date=March 2011 |pmid=21412875 |doi=10.1002/14651858.CD001860.pub3}}</ref> ଆଜିଥ୍ରୋମାଇସିନ ଦିନକୁପାଟିରେ ଗୋଟିଏ ଥରପାନ ଦିଆଯାଉଥିବାରୁଔଷଧ ଏହାକୁଦରକାର ପସନ୍ଦହେଉଥିବାରୁ କରାଯାଏଆଜିଥ୍ରୋମାଇସିନ ଦିଆଯାଏ ।<ref name=Mariotti2004>{{cite journal |author=Mariotti SP |title=New steps toward eliminating blinding trachoma |journal=N. Engl. J. Med. |volume=351 |issue=19 |pages=2004–7 |date=November 2004 |pmid=15525727 |doi=10.1056/NEJMe048205 |url=http://content.nejm.org/cgi/pmidlookup?view=short&pmid=15525727&promo=ONFLNS19}}</ref> ଆଖିପତାରେଆଖି ପତା ସ୍କାର ହେଲେହୋଇଗଲେ ଅପରେସନଅପରେଶନ କରି ଆଖିପତାରପତାର ପୋଜିସନସଠିକ ସ୍ଥାନ ବା ପୋଜସନ ଠିକ କରାଯାଏ ।<brref name=WHO2013/>
 
<!-- ସଂକ୍ରମଣ ଅନୁଶୀଳନ -->
ପୃଥିବୀରେ ପ୍ରାୟ ୮୦ ନିୟୁତ ଲୋକଙ୍କର ଏହି ସକ୍ରିୟ ରୋଗ ଅଛି ।<ref name=Fen2012>{{cite journal|last=Fenwick|first=A|title=The global burden of neglected tropical diseases.|journal=Public health|date=Mar 2012|volume=126|issue=3|pages=233–6|pmid=22325616|doi=10.1016/j.puhe.2011.11.015}}</ref> କେତେକ ଅଞ୍ଚଳରେ ୬୦-୯୦% ପିଲାଙ୍କର ଏହି ରୋଗ ଅଛି ଓ ମହିଳାମାନେ ଅଧିକ ସଂକ୍ରମିତ ହୁଅନ୍ତି ଯେହେତୁ ସେମାନେ ପିଲାଙ୍କ ସାନ୍ନିଧ୍ୟରେ ଅଧିକ ଆସନ୍ତି ।<ref name=WHO2013/> ୨.୨ ନିୟୁତ ଲୋକଙ୍କୁ (ତାହା ମଧ୍ୟରେ ୧.୨ ସମ୍ପୁର୍ଣ୍ଣ ଅନ୍ଧ) ପରୀକ୍ଷା କରି ଦେଖିବା କଷ୍ଟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗ ବ୍ୟାପକ ହେଉଛି ।<ref name=WHO2013/> ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ୫୩ଟି ଦେଶର ଲୋକ ଏହି ରୋଗ ସଂକଟରେ ଅଛନ୍ତି ।<ref name=WHO2013>{{cite web|title=Blinding Trachoma Fact sheet N°382|url=http://www.who.int/mediacentre/factsheets/fs382/en/|work=World Health Organization|accessdate=14 March 2014|date=November 2013}}</ref> ବାର୍ଷିକ ୮ ବିଲିଅନ ଡଲାର ଆର୍ଥିକ କ୍ଷତି ଏହା ଯୋଗୁ ହୁଏ । <ref name=WHO2013/> [[ଅବ‌ହେଳିତ ଗ୍ରିଷ୍ମମଣ୍ଡଳୀୟ ରୋଗ]] ଦଳରେ ଏହା ସ୍ଥାନ ପାଇଛି । <ref name=Fen2012/>
== କାରଣ ==
କ୍ଲାମିଡିଆ ଟ୍ରାକୋମାଟିସ୍ ଜୀବାଣୁ ଏହି ରୋଗୀର ଆଖି, ନାକ ଓ ଗଳାରୁ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ସିଧାସଳଖ ବା କୌଣସି ତଉଲିଆ, କନା ଇତ୍ୟାଦିରେ ଯାଇ ସୁସ୍ଥ ଲୋକକୁ ସଂକ୍ରମିତ କରେ । ମାଛି ମଧ୍ୟ ଏହାର ସଂକ୍ରମଣରେ ସାହାଯ୍ୟ କରେ ।<ref name=Cecil>{{cite book|last=Goldman|first=Lee|title=Goldman's Cecil Medicine|publisher=Elsevier Saunders|location=Philadelphia|isbn=1437727883|year=2011|pages=e326-2|edition=24th}}</ref> ଚିକିତ୍ସା ନ କଲେ ପତା ଭିତର ସ୍ତର ନଷ୍ଟ ହୁଏ ଓ ସେହି ପତା ଡୋଳା ଦିଗରେ ମୋଡ଼ି ହୋଇଯାଏ ଯାହାକୁ ଏଣ୍ଟ୍ରୋପିଅନ କହନ୍ତି । ଏହା କର୍ନିଆ ସହ ଘସି ହୁଏ ଓ ତାହା ଫଳରେ ସବୁଦିନ ନିମାନ୍ତେ ରୋଗୀ ଅନ୍ଧ ହୁଏ । <br />
"https://or.wikipedia.org/wiki/ଟ୍ରାକୋମା"ରୁ ଅଣାଯାଇଅଛି