"ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡିବା
୩୬ କ ଧାଡ଼ି:
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରସ୍ଥ ଶିବଲିଙ୍ଗ ଦ୍ଵାଦଶ [[ଜ୍ୟୋତିର୍ଲିଙ୍ଗ]] ମଧ୍ୟରୁ ଅନ୍ୟତମ ବୋଲି ବିଶ୍ଵାସ କରାଯାଏ<ref>[https://en.wikipedia.org/wiki/Gunupur#Bhimasankar Jyotirlinga]Bhimashankar Jyotirlinga in Wikipedia</ref> ।
==ଇତିହାସ==
[[ବ୍ୟାସଦେବ|ମହର୍ଷି ବେଦବ୍ୟାସ]] ଙ୍କ ରଚିତ ତଥା ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ଅନୁବାଦିତ ଲିଙ୍ଗପୁରାଣ<ref>[https://ia801701.us.archive.org/28/items/puran_ling/Ling.pdf "ଲିଙ୍ଗପୁରାଣ"]</ref> ଅନୁସାରେ ଦ୍ଵାଦଶ [[ଜ୍ୟୋତିର୍ଲିଙ୍ଗ]] ମଧରୁ ଗୋଟିକର ଅବସ୍ଥିତି ହେଉଛି "ଡାକିନ୍ୟେ ଭୀମଶଙ୍କରେ" । ମହେନ୍ଦ୍ରତନୟା ନଦୀ ଉପକୂଳ ତଥା ମହେନ୍ଦ୍ରଗିରିର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିସ୍ତିର୍ଣ୍ଣ ଅଞ୍ଚଳ ଡାକିନୀ ଅଞ୍ଚଳ ଭାବେ ପୂରାଣ ପ୍ରସିଦ୍ଧ<ref>[http://hindudatabase.blogspot.in/2011/11/moteshwar-mahadev.html "Hindu database"]Bhimsankar temple in Bhimpur</ref> । ଭୀମପୁରର ଏହି ପୁରାଣ ପ୍ରସିଦ୍ଧ ସ୍ଥଳରେ ଅବସ୍ଥିତ ଶିବଲିଙ୍ଗକୁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତର୍ଭୁକ୍ତ କରିବାରେ ଭିନ୍ନ ଭିନ୍ନ ମତ ରହିଅଛି<ref>[http://www.bhaveshpatel.info/twelve-jyotirlingas-of-lord-shiva-2.html "Bhabeshpatel"]ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ</ref><ref>[http://www.sumasurya.in/content/dwadasha-jyotirlinga Sumasurya"]ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ</ref><ref>[http://en.wikipedia.org/wiki/Jyotirlinga#cite_note-10 "ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ"]</ref><ref>[http://eshwarthegod.blogspot.in/2011/08/bhimashankar-temple-in-pune.html "Sarvamsivamayam"]</ref> । [[ଆଦି ଶଙ୍କରାଚାର୍ଯ୍ୟ]] ଙ୍କ ରଚିତ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରରେ<ref>[http://www.hindudharmaforums.com/showthread.php?t=1869 "Adishankaracharya"] Dwadash jyotirlinga strotam</ref> ମଧ୍ୟ "ଡାକିନ୍ୟେ ଭୀମଶଙ୍କର" ଏହି ଶିବଲିଙ୍ଗକୁ ଲକ୍ଷ୍ୟ କରେ ବୋଲି ଅନେକେ ବିଶ୍ଵାସ କରନ୍ତି । ଉକ୍ତ ଶିବଲିଙ୍ଗର ବିଶେଷତ୍ଵ ହେଉଛି ଯେ ଏହାଙ୍କ ଶକ୍ତି ଚତୁଷ୍କୋଣ ବିଶିଷ୍ଟ ଏବଂ ଏହି ଲିଙ୍ଗରେ ଉପବୀତ ଚିହ୍ନ ରହିଅଛି । କାରୁକାର୍ଯ୍ୟ ରଚିତ କେତେକ ପ୍ରସ୍ତର ଖଣ୍ଡ ୧୫ ଫୁଟ ୯ ଇଞ୍ଚ ଦୈର୍ଘ୍ୟବିଶିଷ୍ଟ କେତେକ ଇଟାର ସନ୍ଧାନ ମଧ୍ୟ ଏଠାରେ ମିଳିଛି । ମହେନ୍ଦ୍ରଗିରିରେ ଥିବା ମନ୍ଦିରର ପଥର କାରୁକାର୍ଯ୍ୟ ସହିତ ଏଗୁଡ଼ିକର ସାମଞ୍ଜସ୍ୟ ରହିଛି <ref>{{cite news|last=ସମାଜ|first=ଖବର କାଗଜ|title=ସମାଜ|accessdate=10 March 2015|newspaper=Samajepaper|date=08.03.2015}}</ref> । ୧୯୭୪ ମସିହାରେ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଖନନ ହେବାପରେ ଏହା ଲୋକ ଲୋଚନକୁ ଆସିଲା । ନିକଟସ୍ଥ ମହେନ୍ଦ୍ର ତନୟା ନଦୀ ଉପରେ ମାଛଡିଆଁ ଜଳପ୍ରପାତ ଭକ୍ତରହିଛି ତଥାଏକ ପର୍ଯ୍ୟଟକଜଳପ୍ରପାତ ମାନଙ୍କର ଆକର୍ଷଣନାଁ ପାଲଟିଛିତା'ର ମାଛଡ଼ିଆଁ । ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି
 
==ଭୂଗୋଳ==