"ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

* [[ବାସନ୍ତୀବାଳା ଜେନା]], ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଆ
* [[ଗୀତା ମହାଳିକ]], ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ, ଇଂରାଜୀ ଲେଖା [https://en.wikipedia.org/wiki/Geeta_Mahalik Geeta Mahalik]
* [[ମିନତି ମହାପାତ୍ର]], ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ମହିଳା କ୍ରିଡ଼ାବିତ {{tickଲେଖା ଚାଲିଛି}}
* [[ବସନ୍ତ ମଞ୍ଜରୀ ଦେବୀ]], ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ
* [[ନର୍ମଦା କର]], ଓଡ଼ିଶାର ପ୍ରଥମ ମହିଳା ସ୍ନାତକ
* [[ପ୍ରଜ୍ଞା ପାରମିତା ଦାଶ]], ଓଡ଼ିଶାର ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
* [[ସୁଜାତା ଆନନ୍ଦ]], ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
* [[ଆରତୀ ସାହା]], ଥରକେ ଇଂଲିଶ ଚ୍ୟାନେଲ ପାରିହୋଇଥିବା ମହିଳା ସନ୍ତରଣକାରୀ {{tickଲେଖା ଚାଲିଛି}} (ତିଆରି ଚାଲିଛି)
* [[ରଜିୟା ସୁଲତାନ]], ଭାରତର ପ୍ରଥମ ମହିଳା ସୁଲତାନ
* [[ବଚେନ୍ଦ୍ରୀ ପାଲ]], ଭାରତର ପ୍ରଥମ ଏଭରେଷ୍ଟ ଆରୋହଣକାରୀ {{tickଲେଖା ଚାଲିଛି}}
* [[ମୀରା କୁମାର]], ଭାରତର ପ୍ରଥମ ମହିଳା ବାଚସ୍ପତି {{tickଲେଖା ଚାଲିଛି}} (ତିଆରି ଚାଲିଛି)
*[[ଲକ୍ଷ୍ମୀ ସହଗଲ]], ଭାରତର ମହିଳା ସ୍ଵାଧୀନତା ସଂଗ୍ରାମୀ {{tickଲେଖା ଚାଲିଛି}} (ତିଆରି ଚାଲିଛି)
==== ଅନ୍ୟାନ୍ୟ ====
* [[ଇଣ୍ଡିଆସ ଡଟର‎]] {{ଲେଖା ଚାଲିଛି}}
===ପୁରୁଣା ପ୍ରସଙ୍ଗ ଉଇକିକରଣ===
* [[ନନ୍ଦିନୀ ଶତପଥୀ]], ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
* [[ରମାଦେବୀ ଚୌଧୁରୀ]], ପ୍ରଥମ ଯମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ ଓଡ଼ିଆ {{tickଲେଖା ଚାଲିଛି}}
* [[ଶୈଳବାଳା ଦାସ]], ଓଡ଼ିଶାର ପ୍ରଥମ ପଦ୍ମ ଶ୍ରୀ ସମ୍ମାନିତ ମହିଳା
* [[ସୁଲକ୍ଷଣା ଦେବୀ]], ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି
* [[କୁନ୍ତଳା କୁମାରୀ ସାବତ]], ଓଡ଼ିଶାର ପ୍ରଥମ ମହିଳା ଡାକ୍ତର {{tickଲେଖା ଚାଲିଛି}}
* [[ବୀଣାପାଣି ମହାନ୍ତି (ଲେଖିକା)|ବୀଣାପାଣି ମହାନ୍ତି]], ଓଡ଼ିଶାର ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା
* [[କଳ୍ପନା ଦାଶ]], ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ
* [[ସୌମ୍ୟା ମିଶ୍ର]], ଓଡ଼ିଶାର ପ୍ରଥମ ଭାରତୀୟ ପୁଲିସ ସେବା ଅଧିକାରୀ
* [[ତୁଳସୀ ମୁଣ୍ଡା]], ଓଡ଼ିଶାର ଆଦିବାସୀ ନେତ୍ରୀ
* [[ପ୍ରିୟମ୍ବଦା ମହାନ୍ତି ହେଜମାଦି]], ଓଡ଼ିଶାର ପ୍ରଥମ ମହିଳା କୁଳପତି {{tickଲେଖା ଚାଲିଛି}}
* [[ନନ୍ଦିତା ଦାସ]], ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ସମାଜସେବୀ
* [[ଇନ୍ଦିରା ଗାନ୍ଧୀ]], ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
* [[ସରୋଜିନୀ ନାଇଡୁ]],ଭାରତର ପ୍ରଥମ ମହିଳା ରାଜ୍ୟପାଳ
* [[ମେରୀ କ୍ୟୁରି]], ପ୍ରଥମ ଦୁଇଥର ନୋବେଲ ପୁରସ୍କାର ବିଜେତା ମହିଳା
* [[ମଲାଲା ୟୁସୁଫଜାଇ]], କନିଷ୍ଠ ନୋବେଲ ବିଜୟୀ ମହିଳା {{tickଲେଖା ଚାଲିଛି}}
* [[କଳ୍ପନା ଚାୱଲା]], ପ୍ରଥମ ଭାରତୀୟ ମାହାକାଶଚାରୀ
* [[ପ୍ରତିଭା ପାଟିଲ]], ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି
* [[ବିଜୟଲକ୍ଷ୍ମୀ ପଣ୍ଡିତ]], ପ୍ରଥମ ମହିଳାମନ୍ତ୍ରୀ
* [[ମହାଶ୍ୱେତା ରାୟ]], ଜଣାଶୁଣା ଓଡ଼ିଆ ଅଭିନେତ୍ରୀ {{tickଲେଖା ଚାଲିଛି}}
 
== ଅଂଶଗ୍ରହଣ ==
୧୭,୩୧୪

ଗୋଟି ସମ୍ପାଦନା