"ଲକ୍ଷ୍ମୀ ସହଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{Infobox person
| name = ଲକ୍ଷ୍ମୀ ସହଗଲ ('''ସେହଗଲlସେହଗଲ''')
| image = Lakshmi Sahgal.jpg
| caption = କ୍ୟାପଟେନ ଲକ୍ଷ୍ମୀ ସହଗଲ
| birth_date = {{birth date|df=yes|1914|10|24}}
| birth_place = [[ମାଲାବାର ଜିଲ୍ଲା|ମଲାବାର]], [[ମାଡ୍ରାସ ପ୍ରେସିଡେନ୍ସୀ]], [[ବ୍ରିଟିଶ ଭାରତ]]
୧୫ କ ଧାଡ଼ି:
}}
 
'''ଲକ୍ଷ୍ମୀ ସହଗଲ''' (୨୪ ଅକ୍ଟୋବର ୧୯୧୪ - ୨୩ ଜୁଲାଇ ୨୦୧୨) ଜଣେ ଭାରତୀୟ ନାରୀ ସ୍ଵାଧୀନତା ସଂଗ୍ରାମୀ । ୧୯୧୪ ମସିହା ଅକ୍ଟୋବର ମାସ ୨୪ ତାରିଖରେ ତତ୍କାଳୀନ ବିଟ୍ରିଶ ଶାସନାଧୀନ [[ଭାରତ]]ର [[ମାଡ୍ରାସ]]ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ମାତା ଏ.ଭି.ଅମୁକୁଟ୍ଟୀ ଥିଲେ ଜଣେ ସ୍ୱାଧୀନତାସଂଗ୍ରାମୀ ତଥା ସମାଜସେବୀ ଏବଂ ପିତା ଏସ. ସ୍ୱାମୀନାଥନ ଥିଲେ ମାଡ୍ରାସ ହାଇକୋର୍ଟର ଜଣେ ଓକିଲ । ପିଲାଦିନରୁ ଜାତି ପ୍ରଥାକୁ ବିରୋଧ କରି ସର୍ବପ୍ରଥମେ ସାମାଜିକ କୁପ୍ରଥା ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ସେ ଡ଼ାକ୍ତରୀ ଛାତ୍ରୀ ଥିଲାବେଳେ [[ମହାତ୍ମା ଗାନ୍ଧୀ]]ଙ୍କ ଆହ୍ୱାନରେ ଉଦ୍ବୋଧ ହୋଇ ତାଙ୍କ ମାଆ ଓ ନିଜରଦାମୀ ଗହଣା ଓ ଲୁଗାପଟା ପୋଡ଼ି ଦେଇଥିଲେ, ଯାହାକି ତାଙ୍କ ପ୍ରତି ଏକ ପ୍ରେରଣା ସଦୃଶ ଥିଲା । ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟ ଥିଲା ଜଣେ ଡ଼ାକ୍ତର ହୋଇ ଗରୀବ ଓ ନିରାଶ୍ରୟମାନଙ୍କୁ ସେବା କରିବା । ତେଣୁ ୧୯୩୮ ମସିହାରେ ମାଡ୍ରାସ କଲେଜରୁ ସେ ଏମ୍.ବି.ବି.ଏସ୍ ଡ଼ିଗ୍ରୀ ହାସଲ କରିଥିଲେ । ବର୍ଷକ ପରେ ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ଅଧ୍ୟୟନ କରି ଡ଼ିପ୍ଲୋମା ହାସଲ କରିଥିଲେ ।<ref>{{cite news|title=Capt Lakshmi Sehgal, chief of INA women’s regiment, passes away at 97|url=http://www.telegraphindia.com/1120723/jsp/frontpage/story_15761639.jsp#.UA0yM2HKnMA|accessdate=23 July 2012|newspaper=The Telegraph|date=23 July 2012|location=Calcutta, India}}</ref> ୧୯୪୦ରେ ଅଧିକ ପଢ଼ିବା ପାଇଁ [[ସିଙ୍ଗାପୁର]] ଯାଇଥିଲେ । ପରେ ସେଠାରେ ଏକ କ୍ଲିନିକ ପ୍ରତିଷ୍ଠାକରି ଭାରତୀୟ ଶ୍ରମିକଙ୍କ ସେବା କରୁଥିଲେ । ସେଠାରେ ରହି ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣକରିଥିଲେ ।
 
==ସ୍ଵାଧୀନତା ସଂଗ୍ରାମରେ ଭୂମିକା==