"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଲେଖାଟିକୁ ସଜଡାଗଲେ ପୁର୍ଣ ଲେଖାଟିଏ ହୋଇପାରିବ ‪#‎WHMIndia15‬
୧ କ ଧାଡ଼ି:
{{ଛୋଟ|Priyambada Mohanty Hejmadi}}
{{lead missing}}
{{Infobox person
== ପି ମହାନ୍ତି ହେଜମାଦି<ref>http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader</ref> ==
ଲେଖିକାଙ୍କ| ପୁରାname ନାମ - = ପ୍ରିୟମ୍ବଦା ମହାନ୍ତି ହେଜମାଦି
(ଏହା ଏକ ଆତ୍ମକଥାର ଅଂଶ ବିଶେଷ)
| image =
ଲେଖିକାଙ୍କ ପୁରା ନାମ - ପ୍ରିୟମ୍ବଦା ମହାନ୍ତି ହେଜମାଦି
| alt =
ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କେବେ ମୁଁ ଭାବିଥିଲି କି ମୁଁ ଜଣେ ବୈଜ୍ଞାନିକ ହୋଇ ଅଜଣା ଅନୁସନ୍ଧାନ କରିବି, ଜୀବନ୍ତ ପ୍ରାଣୀ ତଥା ସାଧାରଣ ଅଣ୍ଡା ଭଳି ପଦାର୍ଥ ପଛରେ ଥିବା ଗୁଢ଼ ରହସ୍ୟ ଭେଦ କରିବାକୁ କାମ କରିବି ! ପ୍ରାକ୍‌ସ୍ଵାଧୀନତା କାଳରେ ଜନ୍ମ ଗ୍ରହଣ କରି ସ୍ଵାଧୀନତା ପରର ଆନନ୍ଦ ମଧ୍ୟରେ ବଢ଼ିଲି । ଅଚିନ୍ତନୀୟ ଭାବରେ ପୃଥିବୀର ଦ୍ଵାର ଖୋଲିଗଲା । ମୋର ପିତା ଇଂରାଜୀ ସରକାର ଅଧିନରେ କରିଥିବା ଲୋଭନୀୟ ଇଞ୍ଜିନିୟର ଚାକିରୀ ତ୍ୟାଗ କରିଦେଲେ ଓ କଣ୍ଟ୍ରାକ୍ଟର କାମ କରି [[ସ୍ଵାଧୀନତା ଆନ୍ଦୋଳନ]]କୁ ଆର୍ଥିକ ସହାୟତା ପ୍ରଦାନ କଲେ । ମୋର ମାଆ ସ୍ଵାଧୀନତା ସଂଗ୍ରାମୀ ହେଲେ । ଏହି ଭଳି ଏକ ପରିବେଶ ସେଠାରେ ଥିଲା ଯେଉଁଠି ମହିଳାମାନେ ଆଶା ବହିର୍ଭୁତ କାମ କରିବାକୁ ଆଗେଇ ଆସିଥିଲେ ।
| caption =
ଶିକ୍ଷା ସେତେବେଳେ ଏକ ସାଧାରଣ ଧରାବନ୍ଧା ରୁଟିନ୍ ଥିଲା । ମୋର ପିତା ଏକ ନିକାଞ୍ଚନ ସ୍ଥାନରେ ନିଜ ଘର କଲେ । ସେଠାକୁ ରାସ୍ତା ନ ଥିବାରୁ ମୋର ଶିକ୍ଷା ଘରେ ହେଉଥିଲା । ରାସ୍ତା ତିଆରି ହେବା ପରେ ବସରେ ବସି [[ରେଭେନ୍ସା ବାଳିକା ବିଦ୍ୟାଳୟ]]ରେ ଶିକ୍ଷା ଲାଭ କଲି । ବାଳିକା ବିଦ୍ୟାଳୟରେ ଗୋଟିଏ ସ୍ଵାଧୀନ ଆବହାଵା ଥିଲା ଓ କୌଣସି କଟକଣା ନ ଥିବାରୁ ଏକ ଅଙ୍କାବଙ୍କା ବୃତ୍ତି ପଥରେ ଆଗେଇଥିଲୁ । ସ୍କୁଲରେ [[ସଙ୍ଗୀତ]]କୁ ମୁଁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲି ଓ କଲେଜରେ [[ବିଜ୍ଞାନ]] ନେଇ ପାଠ କଲି । ଅନିନ୍ଦ୍ୟ ରେଭେନ୍ସା କଲେଜରେ ସହଶିକ୍ଷା ଲାଭ କରିବା ଏକ ନିଆରା ପରିବର୍ତ୍ତନ ଥିଲା । କଲେଜର ଉଲ୍ଲେଖନୀୟ ସୌନ୍ଦର୍ଯ୍ୟ, ଚାରିକୋଣିଆ ସୁନ୍ଦର ଲନ୍ ଓ ଋତୁ ଅନୁଯାୟୀ ଫୁଲ ମନକୁ ବିଚଳିତ କରିଦେଉଥିଲା । ବିଜ୍ଞାନ ସଂସାର ଅତି ଆକର୍ଷଣୀୟ ଥିଲା ଓ ମୁଁ ସେଠାରେ ପରୀକ୍ଷା ଅତି ଆଗ୍ରହ ସହକାରେ କରୁଥିଲି । ସେତେବେଳକାର ଅନ୍ୟାନ୍ୟ ଝିଅମାନଙ୍କ ଭଳି ମୁଁ ଡାକ୍ତରୀ ବିଦ୍ୟା ଶିକ୍ଷା କରିବାକୁ ଚାହୁଁଥିଲି, କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ ଓ ମୁଁ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇଲି । ଜୀବଜନ୍ତୁଙ୍କ ପ୍ରତି ଆକର୍ଶଣ ଯୋଗୁ ମୁଁ ଜୀବ ବିଜ୍ଞାନ (Zoology) ଅନର୍ସ ନେଲି । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି ଲକ୍ଷ୍ନୌ ୟୁନିଭରସିଟିରେ ମାସ୍ଟର ଡିଗ୍ରୀ ନିମନ୍ତେ ଗଲି ଓ ସେ ସ୍ଥାନ ମୋ ନିମନ୍ତେ ଏକ ଆଡଭେଞ୍ଚର ଥିଲା ।
| birth_date = {{Birth date and age|df=y|1939|11|18}}
ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ [[ଓଡ଼ିଶା]]କୁ ଫେରି [[ଉତ୍କଳ ଯୁନିଭର୍ସିଟି]]ରେ ଶିକ୍ଷକ ହୋଇ ଯୋଗଦାନ କଲି । ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ଗବେଷଣା କରିବାକୁ ହେଉଥିଲା । ବିଭିନ୍ନ ପଥ ଖୋଜିଲା ସମୟାରେ ମୋତେ ମିଶିଗାନ ୟୁନିଭର୍ସିଟିରେ ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ ସହ ବାର୍ବୋର ଫେଲୋସିପ୍ ମିଳିଲା । ସୌନ୍ଦର୍ଯ୍ୟମୟୀ ଆନ୍ ଆର୍ବର (Ann Arbor) ସହରରେ ଥିବା [[ମିଶିଗାନ ୟୁନିଭରସିଟି]]ର [[ପ୍ରାଣୀ ବିଜ୍ଞାନ]] ବିଭାଗରେ ଯୋଗ ଦାନ କଲି ।
| birth_place =
ମୋର ପୂର୍ବ ପାଠ୍ୟକ୍ରମରେ ବହି ପାଠ, ଜିଆ, ଗିନିପିଗ ଇତ୍ୟାଦି ହାତରେ ଡିସେକ୍ସନ, ଓ ସାଉତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷା ଲାଭ ହେଉଥିଲା । ମିସିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଇତ୍ୟାଦି ବିସ୍ମୟଜନକ ଥିଲା । ଶରୀରତତ୍ତ୍ଵ, କୋଷ ଜୀବ ବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ- ଜେନେଟିକ କୋଡ ଆବିଷ୍କାର କରିବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର [[ଜେନେଟିକ ପ୍ରୋଗ୍ରାମିଙ୍ଗ]] ଆଦି ଦେଖି ମୁଁ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ମୋର ପି.ଏଚ. ଡି. ବିଷୟ ଥିଲା ଆମେରିକାନ ଲିୟପର୍ଡ ଫ୍ରଗ ରାନା ପିପିଏନ୍ସ ରେ ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।
ଉତ୍କଳ ୟୁନିଭରସିଟିକୁ ଫେରିବା ପରେ ମୁଁ ଉଭୟଚର ଓ ବିପଦଗ୍ରସ୍ତ [[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନ କଲି । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କ ଦ୍ଵାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡରେ ପରିବର୍ତ୍ତିତ କଲି । ମୋର ଏହି ଗବେଷଣା ପ୍ରସୂତ [[‘ହୋମିଓଟିକ ଟ୍ରାନସଫରମେସନ’]] [[ନେଚର]] ପତ୍ରିକାରେ ୧୯୯୨ ମସିହାରେ ବାହାରିଲା । ଏହା ଦ୍ଵାରା ମୋର ଲାବୋରେଟୋରୀ ଆନ୍ତର୍ଜାତୀୟ ଆକର୍ଷଣ ଲାଭ କଲା ।
| death_place =
ଆଦୃତି ବିଭିନ୍ନ ଭାବରେ ମୋ ପାଖରେ ପହଞ୍ଚିଲା । [[ପଦ୍ମଶ୍ରୀ]] ୧୯୯୮ ମସିହାରେ ଗ୍ରହଣ କଲି । [[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜି]]ର ମୁଁ ପ୍ରଥମ ମହିଳା ପ୍ରେସିଡେଣ୍ଟ ହେଲି । [[ସମ୍ବଲପୁର ୟୁନିଭରସିଟି]]ର ପ୍ରଥମ ମହିଳା ଭାଇସ ଚାନସେଲର ହେଲି (୧୯୯୫ ରୁ ୧୯୯୮)। ଅବସର ଗ୍ରହଣ କରିବା ପରେ ବିଭିନ୍ନ ସଂସ୍ଥାର ସଭ୍ୟ ହୋଇ ବିଜ୍ଞାନ ସମ୍ପର୍କୀୟ ଲେଖା ପ୍ରକାଶ କଲି ।
| yearsactive =
ଅଗଣିତ ସୁଯୋଗର ବିଜ୍ଞାନ ଏକ ଝରକା । ଲାବୋରେଟୋରୀରେ ପ୍ରବେଶ କରି କାମ କଲେ ଗୋଟିଏ ସାହସିକ କାମ କରିବା ସୁଯୋଗ ମିଳେ । ସଫଳ ବା ବିଫଳ ଯାହା ହେଉ ପରୀକ୍ଷା ସର୍ବଦା ଜୀବନକୁ ଉନ୍ନତି ପଥରେ ଆଗେଇ ନିଏ । ଅବଶେଷରେ ବିଜ୍ଞାନ ଏକ କଳା ଯେଉଁଠି ଜୀବନ ତାହାକୁ ସ୍ପର୍ଶ କରିବା ଓ ଜୀବନ୍ତ କରିବା ସୁଯୋଗ ଦିଏ । କଳା ସମାଲୋଚକ ଚାର୍ଲ୍ସ ଫାବ୍ରିଙ୍କ ମତ ଅନୁସାରେ ନାଚର ଖ୍ୟାତି ପୂର୍ଣ୍ଣ ଦୁନିଆରେ ମୁଁ ନାମ, ଖ୍ୟାତି ଓ ଧାନ ଉପାର୍ଜନ କରିପାରିଥାନ୍ତି କିନ୍ତୁ ବିଜ୍ଞାନକୁ ମୁଁ ଅଗ୍ରାଧିକାର ଦେଲି କାରଣ ଏହା ନିଜସ୍ଵ ଧାରାରେ ଏକ ବୃତ୍ତିକୁ ଆଗେଇ ନେଇ ପାରିବ । ବିଜ୍ଞାନ ମୋ ନିମନ୍ତେ ଏକ ଅଜଣା ପୃଥିବୀର ଦ୍ଵାର ଖୋଲିଦେଲା ଯେଉଁଠି ମୋର ଅନେକ ବିଖ୍ୟାତ ବୈଜ୍ଞାନିକ, କଳାକାର ଓ ନୀତି ପ୍ରଶାସକଙ୍କ ସହ ମତ ବିନିମୟ ହୋଇଥିଲା – ଏହା ଏକ ଆବିସ୍ମରଣୀୟ ଜୀବନ ଯାହା ଗ୍ରହଣ କରି ମୁଁ କେବେ ପଶ୍ଚାତାପ କରିବି ନାହିଁ ।
| nationality = [[ଭାରତ|ଭାରତୀୟ]]
| other_names =
| known_for = [[ଓଡ଼ିଶୀ]] ନୃତ୍ୟଶିଳ୍ପୀ
| education = ଏମ.ଏସ., ପି.ଏଚ.ଡି.
| alma_mater = [[ରେଭେନ୍ସା ବାଳିକା ବିଦ୍ୟାଳୟ]], ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟ, ମିଚିଗାନ ବିଶ୍ଵବିଦ୍ୟାଳୟ
| occupation = ଶିକ୍ଷାବିତ
'''ପ୍ରିୟମ୍ବଦା ମହାନ୍ତି ହେଜମାଦି''' ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଶିକ୍ଷାବିତ ।<ref>{{cite web|last=Vvnkataraman|first=Leela|title=From the pages of history|url=http://www.thehindu.com/todays-paper/tp-features/tp-fridayreview/from-the-pages-of-history/article2273148.ece|publisher=The Hindu|accessdate=8 March 2015}}</ref>
ସେ ୧୯୩୯ ମସିହା ନଭେମ୍ବର ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।<ref>{{cite web|title=Fellow Profile|url=http://www.ias.ac.in/php/fell_detail.php3?name=Mohanty-Hejmadi&intials=Priyambada&year=18-11-1939|publisher=Indian Academy of Sciences|accessdate=8 March 2015}}</ref>
ଶିକ୍ଷା ସେତେବେଳେ ଏକ ସାଧାରଣ ଧରାବନ୍ଧା ରୁଟିନ୍ ଥିଲା । ମୋର ପିତା ଏକ ନିକାଞ୍ଚନ ସ୍ଥାନରେ ନିଜ ଘର କଲେ । ସେଠାକୁ ରାସ୍ତା ନ ଥିବାରୁ ମୋର ଶିକ୍ଷା ଘରେ ହେଉଥିଲା । ରାସ୍ତା ତିଆରି ହେବା ପରେ ବସରେ ବସିସେ [[ରେଭେନ୍ସା ବାଳିକା ବିଦ୍ୟାଳୟ]]ରେରୁ ଶିକ୍ଷା ଲାଭ କଲି । ବାଳିକା ବିଦ୍ୟାଳୟରେ ଗୋଟିଏ ସ୍ଵାଧୀନ ଆବହାଵା ଥିଲା ଓ କୌଣସି କଟକଣା ନ ଥିବାରୁ ଏକ ଅଙ୍କାବଙ୍କା ବୃତ୍ତି ପଥରେ ଆଗେଇଥିଲୁକରିଥିଲେ । ସ୍କୁଲରେ [[ସଙ୍ଗୀତ]]କୁ ମୁଁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲି ଓ କଲେଜରେ [[ବିଜ୍ଞାନ]] ନେଇ ପାଠ କଲି । ଅନିନ୍ଦ୍ୟ ରେଭେନ୍ସା କଲେଜରେ ସହଶିକ୍ଷା ଲାଭ କରିବା ଏକ ନିଆରା ପରିବର୍ତ୍ତନ ଥିଲା । କଲେଜର ଉଲ୍ଲେଖନୀୟ ସୌନ୍ଦର୍ଯ୍ୟ, ଚାରିକୋଣିଆ ସୁନ୍ଦର ଲନ୍ ଓ ଋତୁ ଅନୁଯାୟୀ ଫୁଲ ମନକୁ ବିଚଳିତ କରିଦେଉଥିଲା । ବିଜ୍ଞାନ ସଂସାର ଅତି ଆକର୍ଷଣୀୟ ଥିଲା ଓ ମୁଁ ସେଠାରେ ପରୀକ୍ଷା ଅତି ଆଗ୍ରହ ସହକାରେ କରୁଥିଲି । ସେତେବେଳକାର ଅନ୍ୟାନ୍ୟ ଝିଅମାନଙ୍କ ଭଳି ମୁଁ ଡାକ୍ତରୀ ବିଦ୍ୟା ଶିକ୍ଷା କରିବାକୁ ଚାହୁଁଥିଲି, କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ ଓ ମୁଁ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇଲି । ଜୀବଜନ୍ତୁଙ୍କ ପ୍ରତି ଆକର୍ଶଣ ଯୋଗୁ ମୁଁ ଜୀବ ବିଜ୍ଞାନ (Zoology) ଅନର୍ସ ନେଲି । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି ଲକ୍ଷ୍ନୌ ୟୁନିଭରସିଟିରେ ମାସ୍ଟର ଡିଗ୍ରୀ ନିମନ୍ତେ ଗଲି ଓ ସେ ସ୍ଥାନ ମୋ ନିମନ୍ତେ ଏକ ଆଡଭେଞ୍ଚର ଥିଲା ।
ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ [[ଓଡ଼ିଶା]]କୁ ଫେରି [[ଉତ୍କଳ ଯୁନିଭର୍ସିଟିବିଶ୍ଵବିଦ୍ୟାଳୟ]]ରେ ଶିକ୍ଷକ ହୋଇ ଯୋଗଦାନ କଲି । ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ଗବେଷଣା କରିବାକୁ ହେଉଥିଲା । ବିଭିନ୍ନ ପଥ ଖୋଜିଲା ସମୟାରେ ମୋତେ ମିଶିଗାନ ୟୁନିଭର୍ସିଟିରେ ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ ସହ ବାର୍ବୋର ଫେଲୋସିପ୍ ମିଳିଲା । ସୌନ୍ଦର୍ଯ୍ୟମୟୀ ଆନ୍ ଆର୍ବର (Ann Arbor) ସହରରେ ଥିବା [[ମିଶିଗାନ ୟୁନିଭରସିଟି]]ର [[ପ୍ରାଣୀ ବିଜ୍ଞାନ]] ବିଭାଗରେ ଯୋଗ ଦାନ କଲି ।
ମୋର ପୂର୍ବ ପାଠ୍ୟକ୍ରମରେ ବହି ପାଠ, ଜିଆ, ଗିନିପିଗ ଇତ୍ୟାଦି ହାତରେ ଡିସେକ୍ସନ, ଓ ସାଉତାସାଇତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷା ଲାଭ ହେଉଥିଲା । ମିସିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଇତ୍ୟାଦି ବିସ୍ମୟଜନକ ଥିଲା । ଶରୀରତତ୍ତ୍ଵ, କୋଷ ଜୀବ ବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ- ଜେନେଟିକ କୋଡ ଆବିଷ୍କାର କରିବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର [[ଜେନେଟିକ ପ୍ରୋଗ୍ରାମିଙ୍ଗ]] ଆଦି ଦେଖି ମୁଁ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ମୋର ପି.ଏଚ. ଡି. ବିଷୟ ଥିଲା ଆମେରିକାନ ଲିୟପର୍ଡ ଫ୍ରଗ ରାନା ପିପିଏନ୍ସ ରେ ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।
ଉତ୍କଳ ୟୁନିଭରସିଟିକୁ ଫେରିବା ପରେ ମୁଁ ଉଭୟଚର ଓ ବିପଦଗ୍ରସ୍ତ [[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନ କଲି । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କ ଦ୍ଵାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡରେଗୋଡ଼ରେ ପରିବର୍ତ୍ତିତ କଲି । ମୋର ଏହି ଗବେଷଣା ପ୍ରସୂତ [[‘ହୋମିଓଟିକ ଟ୍ରାନସଫରମେସନ’]] [[ନେଚର]] ପତ୍ରିକାରେ ୧୯୯୨ ମସିହାରେ ବାହାରିଲା । ଏହା ଦ୍ଵାରା ମୋର ଲାବୋରେଟୋରୀ ଆନ୍ତର୍ଜାତୀୟ ଆକର୍ଷଣ ଲାଭ କଲା ।<brref>http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader</ref>
[[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜି]]ର ସେ ପ୍ରଥମ ମହିଳା ସଭାପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ । ୧୯୯୫ ରୁ ୧୯୯୮ ପର୍ଯ୍ୟନ୍ତ ସେ [[ସମ୍ବଲପୁର ବିଶ୍ଵବିଦ୍ୟାଳୟ]]ର ପ୍ରଥମ ମହିଳା କୁଳପତି ଭାବେ କାମ କରିଥିଲେ । ସେ ନିଜ ଝିଅ ଅହଲ୍ୟାଙ୍କ ସହ ମିଶି 'ଓଡ଼ିଶୀ' ନାମକ ପୁସ୍ତକ ରଚନା କରିଅଛନ୍ତି ।<ref>{{cite web|title=Oddissi An Indian Classical Dance Form|url=http://www.exoticindiaart.com/book/details/odissi-indian-classical-dance-form-idj119/|accessdate=8 March 2015}}</ref>
==ପୁରସ୍କାର ଓ ସମ୍ମାନ==
* [[ପଦ୍ମ ଶ୍ରୀ]], ୧୯୯୮
* ଓଡ଼ିଶୀ ନୃତ୍ୟ ସମ୍ମାନ, ୨୦୧୩<ref>{{cite web|title=Odissi danseuse Padmashree Priyambada Mohanty Hejmadi conferred with Odissi Nrutya Sanman-2013 - See more at: http://www.orissadiary.com/CurrentNews.asp?id=38702#sthash.9BSLFWAc.dpuf|url=http://www.orissadiary.com/CurrentNews.asp?id=38702|publisher=Orissa Diary|accessdate=8 March 2015}}</ref>
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
* ନୃତ୍ୟ ଭାରତୀ
* ନୃତ୍ୟ ସରସ୍ଵତୀ
== ଆଧାର ==
{{ଆଧାରReflist|30em}}
== ଅଧିକ ତଥ୍ୟ ==
* Lilavati's Daughters: The Women Scientists of India
{{ଓଡ଼ିଶାର ପଦ୍ମ ବିଜେତା}}
[[ଶ୍ରେଣୀ:ବୈଜ୍ଞାନିକ୧୯୩୯ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ପଦ୍ମ ଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ବୈଜ୍ଞାନିକ]]